Sign in
Sign in
Recover your password.
A password will be e-mailed to you.
ସୁଲଭ ମୂଲ୍ୟରେ ଘରୋଇ ସାମଗ୍ରୀ ବିଜ୍ଞାପନ ଲୋଭରେ ହରାଇଲେ ଲକ୍ଷାଧିକ ଟଙ୍କା…
ହିଞ୍ଜିଳିକାଟୁ,୨୧ା୨: ସୁଲଭ ମୂଲ୍ୟରେ ଘରୋଇ ସାମଗ୍ରୀ କିଣିବା ବିଜ୍ଞାପନର ମୋହରେ ପଡ଼ି ଗଂଜାମ ଜିଲା ହିଞ୍ଜିଳିକାଟୁ ଥାନାସାହିର ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କାର ଠକାମୀର ଶିକାର ହୋଇଛନ୍ତି । ଫେସବୁକ, ହ୍ୱାଟ୍ସଅପ ସହ ଅନ୍ୟାନ୍ୟ ସୋସିଆଲ ମିଡ଼ିଆରେ ସରକାରୀ ଚାକିରୀରେ ବଦଳି ହୋଇଯିବାରୁ!-->…
ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କଲା ହିନ୍ଦ୍ ମଜଦୁର…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ହିନ୍ଦ୍ ମଜଦୁର ସଭା ସଂଘର ଆବାହକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଓଡିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବି ପତ୍ରରେ ଯାହା ଲିଖିତ ରହିଛି ରାଜ୍ୟର ବିଭିନ୍ନ ସରକାରୀ ଓ!-->…
ବିଷାକ୍ତ ଜଳବାୟୁ ବଳୟ ମଧ୍ୟରେ କୁଆଁରମୁଣ୍ଡା ତଥା ଆଖପାଖ ଅଞ୍ଚଳ…
କୁଆଁରମୁଣ୍ଡା : କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖୁକୁଣ୍ଡୁବାହଲ, କାଲୋସିରିଆ ଓ କୁଆଁରମୁଣ୍ଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଅନେକ ଗୁଡ଼ାଏ ଛୋଟବଡ କଳକାରଖାନା ଓ ଅବୈଧ ଇଟା ଭାଟି ମାନ ଗଢ଼ିଉଠିଥିବା ବେଳେ ସେଠାରୁ ନିର୍ଗତ ବିଷାକ୍ତ ଧୁଆଁ ଘେରରେ ଅଞ୍ଚଳ ର ଲୋକେ ଅତିଷ୍ଠ ହୋଇ ପଡ଼ୁଥିବା!-->…
ପପୁ ପମ୍ପମ୍ଙ୍କ ମଞ୍ଚ ଉପରକୁ ପଥର ମାଡ଼ ଘଟଣା : ଚିହ୍ନଟକାରୀଙ୍କ ତଣ୍ଟି କାଟିଲା ଅଭିଯୁକ୍ତ
ଚିକିଟି: ପ୍ରଖ୍ୟାତ ହାସ୍ୟାଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତି ଚି଼ହ୍ନଟ ହୋଇଛନ୍ତି। ଆଜି ଗାଁରେ ଉକ୍ତ ଲୋକକୁ ଦଣ୍ଡବିଧାନ ଲାଗି ଗ୍ରାମସଭା ବସିବାର କାର୍ଯ୍ୟକ୍ରମ ଥିଲା। ଷ୍ଟେଜକୁ ପଥର ମାଡ଼ କରିଥିବା ଦୁର୍ବୃତ୍ତକୁ ସୁରଳ ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ!-->…
ଗୋଛାପଡ଼ା ପୋଲିସର ଚଢାଉ, ବିପୁଳ ପରିମାଣର ଗଞ୍ଜେଇ ସହ ଭ୍ୟାନ ଓ ୩ ବାଇକ ଜବତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସର ଚଢାଉ । ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର । ଗୋଚ୍ଛାପଡ଼ା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଖବର ଅନୁସାରେ ବହୁ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । କୌଣସି ସୁତ୍ରରୁ ଖବର!-->…
ନାବାଳିକା ବଳତ୍କାର ମାମଲାରେ ଜଣେ ଗିରଫ
ଫୁଲବାଣୀ : ଖଜୁରୀପଡା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ମାମଲାରେ ପୋଲିସ ପିଡିତାଙ୍କ ବୟାନ ଏବଂ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଆଜି ପୋକ୍ସ ମାମଲାରେ କୋର୍ଟ ଚାଲାଣ କରାଯାଇଛି।ନାବାଳିକାଙ୍କ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ!-->…
ମହାନଗର ନିଗମର ବିକାଶଧାରାକୁ ବଜାୟ ରଖିବା ପାଇଁ ସମୀକ୍ଷା ବୈଠକ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ବିକାଶ ଧାରାକୁ ବଜାଇ ରଖିବା ପାଇଁ ସମସ୍ତ ବିଭାଗକୁ ନେଇ ଏକ ସମୀକ୍ଷା ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବିଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ତ୍ତ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ,ରାସ୍ତା ଓ କୋଠାବାଡି!-->…
ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ଦାବିରେ ସବଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ବ୍ରହ୍ମପୁର : ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକାରୀ କରିବା ଦାବିରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ ସ୍ଥାନୀୟ ଇଷ୍ଟକୋଷ୍ଟ ସବ ଡିଭିଜନକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ପୁରୁଣା ପେନସନ ଯୋଜନା କୁ ଲାଗୁ କରିବା ପାଇଁ ଦାବି କରିଛି ଇଷ୍ଟକୋଷ୍ଟ ରେଲୱେ!-->…
ଅବକାରୀ ଥାନା ପକ୍ଷରୁ ନକଲି ମଦ ଜବତ ସହ ଦୁଇ ଗିରଫ…
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଥାନାକୁ ମିଳିଛି ସଫଳତା, ଅବକାରୀ ବିଭାଗ ଦ୍ଵାରା ପୃଥକ୍ ପୃଥକ୍ ସ୍ଥାନରେ ଛକି ରହି ୪୫ ଲିଟର ନକଲି ମଦ ଜବତ କରିଥିବା ବେଳେ ଏହି ସଂକ୍ରାନ୍ତରେ ଗୋଟିଏ ବାଇକ୍ ସହ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଫାଷ୍ଟ ଗେଟ୍!-->…
ଜାମିନ ପାଇବା ପରେ ପୃଥ୍ୱୀ ଶ’ଙ୍କ ନାଁରେ କେସ୍ କଲେ ସ୍ୱପ୍ନା ଗିଲ୍…
ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲ ଓ ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସେଲଫି ବିବାଦ ଥମିବାର ନାଁ ଧରୁନି। ସେଲଫି ପାଇଁ ଶ’ଙ୍କ ସହ ଝଗଡ଼ା କରି ଗିରଫ ହୋଇଥିବା ସ୍ୱପ୍ନା ସୋମବାର ଜାମିନ ପାଇଥିଲେ। ଜାମିନ ପାଇବା କ୍ଷଣି ସେ ମୁମ୍ବାଇ ଏୟାର ପୋର୍ଟ!-->…