Sign in
Sign in
Recover your password.
A password will be e-mailed to you.
ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ସଂସଦରେ ଥିବା ଶିବସେନା ଅଫିସ…
ମୁମ୍ବାଇ : ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି। ଏସବୁ ଭିତରେ ସଂସଦରେ ଥିବା ଶିବସେନା ଅଫିସକୁ!-->…
ପୋଲାଣ୍ଡରେ ପହଞ୍ଚିବା ପରେ ଟ୍ରେନ ଚଢି ୟୁକ୍ରେନ ଯାଇଥିଲେ ବାଇଡେନ୍
ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋପନ ୟୁକ୍ରେନ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ଗୋପନ ଗସ୍ତ ସୋମବାର ମଧ୍ୟରାତ୍ରିରେ ୱାଶିଂଟନ ବାହାରେ ଥିବା ଏକ ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ଆରମ୍ଭ ହୋଇଥିଲା। ସକାଳେ ଜୋ ବାଇଡେନ୍ ବାୟୁସେନାର ବୋଇଂ ୭୫୭!-->…
ହୋଲି ପରେ ହେବ ବିହାରରେ କ୍ଷମତା ପରିବର୍ତ୍ତନ… !
ପାଟନା : ହୋଲି ପରେ ବିହାରରେ ବଦଳିବ ସରକାର… ଆରଜେଡିର ଜଣେ ବିଧାୟକ ଏହି ଦାବି କରିଛନ୍ତି । ଏହି ଦାବି ପରେ ବିହାରର ରାଜନୈତିକ କରିଡରରେ ହଇଚଇ ଖେଳି ଯାଇଛି । କୁହାଯାଉଛି ଯେ ବିହାରରେ ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିବାଦ ଆରମ୍ଭ ହୋଇଯାଇଛି ।ଆରଜେଡି ବିଧାୟକ ବିଜୟ କୁମାର ମେଣ୍ଡେଲ!-->…
ଲାହୋରରେ ବସି ପାକିସ୍ତାନୀଙ୍କୁ ଜାଭେଦ ଅକତର କହିଲେ :ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ଏବେ ବି ଏଠାରେ ବୁଲୁଛନ୍ତି’
ନୂଆଦିଲ୍ଲୀ: ପ୍ରତିଷ୍ଠିତ ବଲିଉଡ ଗୀତିକାର ଜାଭେଦ ଅଖତର ପାକିସ୍ତାନର ଲାହୋରରେ ଆୟୋଜିତ ହୋଇଥିବା ଫୈଜ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଜାଭେଦଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ୨୬/୧୧ ମୁମ୍ବାଇ ଆକ୍ରମଣର ବିଷୟରେ ଆଲୋଚନା କରି ପାକିସ୍ତାନ ଉପରେ ଆକ୍ଷେପ!-->…
ବିଜେପିକୁ ରୋକିବାକୁ ଏକାଠି ହେଲେ କେସିଆର ଓ ଓୱେସି…
ହାଇଦ୍ରାବାଦ: ବିଜେପିକୁ ରୋକିବାକୁ ତେଲେଙ୍ଗାନାରେ ଏକାଠି ହେଲେ କେସିଆର ଓ ଓୱେସି | ବାସ୍ତବରେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଓୱେସିଙ୍କ ଅନୁରୋଧକୁ ବିଚାର କରି ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏଆଇଏମଆଇଏମକୁ ସମର୍ଥନ କରିବାକୁ!-->…
ଚାଇନା ଡ୍ରୋନ କିଣି ଚିନ୍ତାରେ ପାକିସ୍ତାନ, ଭଙ୍ଗା-ଦଦରା ମାଲ୍ ପଠାଇଛି ବେଜିଂ…
ଇସ୍ଲାମାବାଦ : ଚୀନରେ ତିଆରି ହୋଇଥବା ସାମଗ୍ରୀ ନିକୃଷ୍ଟ ମାନର ବୋଲି ସମସ୍ତେ ଜାଣନ୍ତି । ଏକଥା ଏବେ ପାକିସ୍ତାନ ଅନୁଭବ କରୁଛି । ଚୀନରୁ ପାକିସ୍ତାନ କୋଟି କୋଟି ଡଲାର ମୂଲ୍ୟରେ କିଣିଥିବା ଡ୍ରୋନ ନିକୃଷ୍ଟ ମାନର ଓ ଠିକ ଭାବେ କାମ କରୁନଥିବା ଜଣାପଡ଼ିବା ପରେ ପାକିସ୍ତାନ ମୁଣ୍ଡରେ ହାତ!-->…
ଆଇପିଏସ୍ ଅଧିକାରୀ ଆଇଏଏସଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିବା ଘଟଣାକୁ ନେଇ ତେଜୁଛି ବିବାଦ, ବିନା ପୋଷ୍ଟିଂରେ…
ବେଙ୍ଗାଲୁରୁ: କର୍ଣ୍ଣାଟକର ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ବିବାଦ ଖବର ମଧ୍ୟରେ ଦୁହିଁଙ୍କ ବଦଳି ହୋଇଯାଇଥିବା ସୂଚନା ମିଳିଛି। ଆଗାମୀ ଆଦେଶ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀ ଡି ରୁପା ମୌଦଗିଲ ଓ ଆଇଏଏସ୍ ଅଧିକାରୀ!-->…
କଂଗ୍ରେସ ନେତାଙ୍କୁ ଘାଣ୍ଟୁଛି ଇଡି: ୮ ବର୍ଷରେ ୩ ହଜାରରୁ ଅଧିକ ସର୍ଚ୍ଚ ଅପରେସନ…
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଚଢ଼ାଉକୁ ନେଇ ଏବେ ରାଜନୀତି ଜୋର ଧରିଛି | ନିକଟରେ ଛତିଶଗଡର ରାୟପୁରରେ କଂଗ୍ରେସ ମହାଧିବେଶନର ତିନି ଦିନ ପୂର୍ବରୁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା | ଗତକାଲି ଇଡି କଂଗ୍ରେସ ନେତାଙ୍କ!-->…
ବିଶ୍ବରେ ପରମାଣୁ ଯୁଦ୍ଧର କଳାବାଦଲ : ଆମେରିକା ସହ ଥିବା ପରମାଣୁ ଚୁକ୍ତିରୁ ଓହରିଲା ରୁଷ୍…
ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବର ଦୁଇ ମହାଶକ୍ତି ରୁଷ ଓ ଆମେରିକା ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଯାଇଛନ୍ତି । ସୋମବାରଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବାର ଦିନକ ପରେ ରୁଷ ତାହାର ପ୍ରତିକ୍ରିୟା ଦେଇଛି । ରୁଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର!-->…
ବେଳେ ବେଳେ ଦେଶର ରାଜନୀତି ବିଦେଶରୁ ହେଉଛି : ବିବିସି ଡକ୍ୟୁମେଣ୍ଟାରି ସମ୍ପର୍କରେ ଜୟଶଙ୍କରଙ୍କ ବୟାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିକୁ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଏହି ଡକ୍ୟୁମେଣ୍ଟାରିର ସମୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ନେଇ ଜାରି!-->…