ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତେଜିଲା…

ବ୍ରହ୍ମପୁର : ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କୁ ବିରୋଧ କରି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଜି ଆନ୍ଦୋଳନ ର ନବମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହ ପରୀକ୍ଷା କେନ୍ଦ୍ର ପରିବର୍ତନ

ସମାଜସେବୀ କେସମତୀ ପ୍ରଧାନ : ଜଣେ ନିଆରା ବ୍ୟକ୍ତିତ୍ୱ…

ଦାରିଙ୍ଗବାଡି, ୨୧/୦୨ : କନ୍ଧମାଳ ଜିଲ୍ଲାର ମଦମୁକ୍ତ ଅଭିଯାନର ନାରୀ ନେତ୍ରୀ କେସମତୀ ପ୍ରଧାନ ଙ୍କୁ "ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ" ଭୂବନେଶ୍ଵର ଦ୍ଵାରା ଜୟଦେବ ଭବନ ଠାରେ ସମ୍ବର୍ଦ୍ଧିତ କରା ଯାଇଛି। କନ୍ଧମାଳ ଜିଲ୍ଲା ଘୁମୁସର ମହିଳା ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତ ମାକା ନାୟକ

ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ତାତି…

ଭୁବନେଶ୍ୱର: ତାତିଛି ରାଜଧାନୀ ଭୁବନେଶ୍ୱର। ଅସ୍ତବ୍ୟସ୍ତ କରିଛି ଜୀବନ ଯାତ୍ରା। ଆଜି ଏ ବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ

ଆଦିବାସୀ ମେଳା : ଶାସକଦଳର ବିଜ୍ଞାପନ ଲାଗି ଆଦିବାସୀଙ୍କ ଜନଜୀବନର ବ୍ୟବହାର !

ଭୁବନେଶ୍ୱର (୨୧/୦୨) : କରୋନାର ପ୍ରାଦୁର୍ଭାବ କାରଣରୁ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ ଏହି ବର୍ଷର ଆରମ୍ଭରେ ରାଜଧାନୀର ଆଦିବାସୀ ପଡ଼ିଆରେ ପଡ଼ିଛି ଆଦିବାସୀ ମେଳା । ଯଦିଓ ବିଗତ ସମୟରେ ଏହି ମେଳା ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଥିବାରୁ ପ୍ରଶ୍ନବାଣରେ ଅପଦସ୍ଥ ହୋଇଥିବା ରାଜ୍ୟ ସରକାର

ଜୟନାରାୟଣଙ୍କୁ ପ୍ରଶାନ୍ତଙ୍କ ଟାର୍ଗେଟ…

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଦୁର୍ଭାଗ୍ୟଜନକ କହିଛନ୍ତି। ଗଣତନ୍ତ୍ର ପ୍ରତି ଏହା ଅସମ୍ମାନ ବୋଲି ସେ କହିଛନ୍ତି। ସେହିଭଳି ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ପ୍ରଶାନ୍ତ

ଅଦାଲତରେ ସମାଧାନ ପାଇଁ ଆସିଥିବା ଦମ୍ପତି ହେଲେ ପିଟାପିଟି…

ବାଲେଶ୍ୱର: ବାଲେଶ୍ୱର ପରିବାର ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର। ବାଲେଶ୍ୱର ପରିବାର ଅଦାଲତର ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍‌ ହେଲେ ଦମ୍ପତି । ସ୍ୱାମୀଙ୍କ ହେଲ୍‌ମେଟ୍‌ ମାଡ଼ରେ ଗୁରୁତର ସ୍ତ୍ରୀ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

ଦୀପାଲିଙ୍କୁ କଡା ଜବାବ ଦେଲେ ମୋହନ…

ଭୁବନେଶ୍ୱର : ଦୀପାଲିଙ୍କ ମନ୍ତବ୍ୟ ବାପା ନବଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ । ଏହାର କଡା ଜବାବ ଦେଲେ ବିରୋଧିଦଳ ନେତା ମୋହନ ମାଝୀ । ଆମେ ଏହାକୁ ନେଇ ରାଜନିତି କରୁନୁ । ଓଡିଶା ପୋଲିସ ଏ ଘଟଣାକୁ ଚାପି ଦେବାକୁ ବସିଛି କିନ୍ତୁ ଆମେ ସେକାମ କରାଇ ଦେବୁନି ବୋଲି ସ୍ପଷ୍ଟ କରିଛନ୍ତି

ପୁରୁବାଈ କନ୍ୟାଶ୍ରମରେ ଅନ୍ତେବାସିନୀ ଅସୁସ୍ଥ ଘଟଣା : ଆଉ ୪ ବାଲେଶ୍ୱର ସ୍ଥାନାନ୍ତର…

ସୋର: ସୋର ପୌରପାଳିକା ଅନ୍ତର୍ଗତ ପୁରୁବାଈ କନ୍ୟାଶ୍ରମରେ ୨୭ ଜଣ ଅନ୍ତେବାସିନୀ ଅସୁସ୍ଥ ଘଟଣାରେ ଗତ ରାତିରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏମାନଙ୍କ ଜ୍ବର କମୁନଥିବା ହେତୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ

ବାହାଘରର ଦିନକ ପୂର୍ବରୁ ବିଷ ପିଇଦେଲେ ମଙ୍ଗୁଳା କନିଆଁ…

ଭୁବନେଶ୍ୱର : ରାତି ପାହିଲେ ପଡ଼ିଥାଆନ୍ତା ହାତ ଗଣ୍ଠି। ସେଥିପାଇଁ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳିରେ ଫାଟି ପଡୁଛି ଘର। ମାଟିପକା ସହିତ ସାରି ଯାଇଥିଲା ହଳଦୀ କାର‌୍ୟ୍ୟକ୍ରମ। ହାତରେ ମେହେନ୍ଦି ଲଗେଇବା ଆଗରୁ ଆଜି ସକାଳେ ବିଷ ଖାଇ ଦେଲା ମଙ୍ଗୁଳା କନିଆଁ। ଗୁରୁତର ଅବସ୍ଥାରେ ତାଙ୍କୁ

ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ

ଭୁବନେଶ୍ୱର: ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ଅପରାଧୀ ଅମିତ ସ୍ୱରୂପ ମହାପାତ୍ର ଓରଫ ଶାଳିଆକୁ ତଡ଼ିପାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ରୁ ୨୦୨୨ ମଧ୍ୟରେ ତା ନାଁରେ ଲିଙ୍ଗରାଜ ଓ ଏୟାରପୋର୍ଟ ଥାନାରେ ୯ଟି ମାମଲା ରହିଛି।