ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ

ଟ୍ରାକଟର ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…

ଦାରିଙ୍ଗବାଡ଼ି,୨୧/୦୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଟ୍ରାକଟର ଦୁର୍ଘଟଣାରେ ଜଣେ ମୃତ । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅଧିନସ୍ତ ସୋନପୁର ଗ୍ରାମ ପଞ୍ଚାୟତ ଦବେଡ଼ି ଗ୍ରାମର ରବି ମୁଠାମାଝୀଙ୍କ ପୁଅ ସୀତାରାମ ମୁଠାମାଝୀ(୩୫)।

“ଏସଏସଭିଏମ” ଫୁଲବାଣୀ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ (ବି ଇ ଓ, ଫୁଲବାଣୀ) ରଞ୍ଜନ କୁମାର କହଁର ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ l ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଚାଳନା

ସରଫଗଡ଼ ପ୍ରକୃତି ନିବାସରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରାକୃତିକ ଶିବିର…

ସୁନ୍ଦରଗଡ଼ -:ସୁନ୍ଦରଗଡ଼,ସରଫଗଡ଼ ପ୍ରକୃତି ପର୍ଯ୍ୟଟନ ନିବାସରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଇକୋ କ୍ଲବ୍‌ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରାକୃତିକ ଶିବିର ଗତକାଲି ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ସାମିଲ

ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ରେଭେନ୍ୟୁ କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ୨୯ତମ ବାର୍ଷିକ ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଦୁର୍ଗାମାଧବ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଝାରସୁଗୁଡ଼ା ବରିଷ୍ଠ ନାଗରିକ

ଏନ୍‌ବିଡବ୍ଲ୍ୟୁରେ ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର :  ସଦର ଥାନା ପୋଲିସ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଦକ୍ଷିଣପୁର ଗ୍ରାମର ରାମକୃଷ୍ଣ ନାହାକ ଓରଫ ବୁଲୁ (୪୪)। ଏକ ଡକାୟତି ଉଦ୍ୟମ ମାମଲାରେ ସମ୍ପୃକ୍ତି ରହି ୧୧ ବର୍ଷ ଧରି ଫେରାର ଥିବା ରାମକୃଷ୍ଣଙ୍କୁ

ବାଇକ୍ ଦୂର୍ଘଟଣାରେ ୨ ଜଣ ଗୁରୁତର ଆହତ…

ନବରଙ୍ଗପୁର //କୋଷାଗୁମୁଣ୍ଡା : ବ୍ଲକ ଭାଟିଗାଁ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଗୁରୁତର ଭାଵେ ଆହତ ହୋଇଛନ୍ତି ।ଘଟଣାରୁ ଜଣାଯାଇଛି ଯେ ବାଇକ ଚାଳକ ଜଣକ ଗାଦବାଗୁଡା ଗ୍ରାମର ପ୍ରବାସ ମାଝି ନିଜ ବ୍ୟକ୍ତିଗତ କାମରେ ରାସ୍ତା ରେ ଯାଉଥିବା ବେଳେ ହଠାତ ଭାଟିଗାଁ ନିକଟସ୍ଥ ଜଣେ

ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର : ମହିଳା ଓ ଶିଶୁ ସୁରକ୍ଷା ଦିଗରେ ସଠିକ୍ ସଚେତନତା ହିଁ ଏକମାତ୍ର ମାଧ୍ୟମ…

ଛତ୍ରପୁର : ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଋଷିକୂଲ୍ୟା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ମହିଳା କମିଶନର ଡଃ ମିନତୀ ବେହେରା ସଚେତନତା କର୍ମଶାଳାରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ,

ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର…

କୁଆଁରମୁଣ୍ଡା : କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ମସଜିଦ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଚାଳକ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶ ଯେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ନାଗରାଟୋଲି ମସଜିଦ ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ବେଦବ୍ୟାସ ଦେଇ