Sign in
Sign in
Recover your password.
A password will be e-mailed to you.
ଶିକ୍ଷା ମନ୍ତ୍ରୀ ଜିଲ୍ଲାରେ ସମୀକ୍ଷା କରୁଥିବା ସମୟ ସ୍କୁଲରେ ଝୁଲୁଛି ତାଲା…
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗସ୍ତରେ ଆସି ଶିକ୍ଷା ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା!-->…
ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି
ଭୁବନେଶ୍ବର: ବିଧାନସଭା ଅଧିବେଶନର ଭର୍ଚୁଆଲ ମୋଡକୁ ସର୍ବଦଳୀୟ ବୈଠକରେ ବିଜେପି ବିରୋଧ କରିଛି। ଏହି କାରଣରୁ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ। ଆମେ ଏହା ଦାବି କଲୁ। ପାର୍ଲିଆମେଣ୍ଟ କିମ୍ବା!-->…
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି…
କୁଆରମୁଣ୍ଡା(୨୦/୦୨) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ସାଧାରଣ ଲୋକଙ୍କ!-->…
କଂଗ୍ରେସରେ ଯୋଗଦେବା ପରେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ସୁରେଶ ରାଉତରାୟଙ୍କୁ ଭେଟିଲେ ବିଜୟ…
ଭୁବନେଶ୍ବର: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବାସଭବନକୁ ଯାଇତାଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତ-ଆଲୋଚନା ପରେ!-->…
ହାଇଦ୍ରାବାଦଠାରେ ନବମ ଯୁବ ମହୋତ୍ସବରେ ଯୋଗ ଦେବେ ମାଲକାନଗିରି ଜିଲ୍ଲାର ୨୦ଜଣ ଆଦିବାସୀ ଯୁବକ ଯୁବତୀ…
ମାଲକାନଗିରି (୨୦/୨) : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆୟୋଜିତ ହେବାକୁଥିବା ୯ତମ ଯୁବ ମହୋତ୍ସବରେ ଯୋଗ ଦେବାକୁ ମାଲକାନଗିରି ଜିଲ୍ଲାର ୨ ୦ଜଣ ଆଦିବାସୀ ଯୁବକ ଯୁବତୀ ଆଜି ଯାଇଛନ୍ତି ।ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ବିଏସଏଫ କମାଣ୍ଡାଂଟ ଆଇ ଏଚ ଖାନ ମୁଖ୍ୟଅତିଥି!-->!-->!-->…
ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କଲେ ପଡ଼ୋଶୀ…
ନୟାଗଡ଼: ପଡ଼ୋଶୀ ଠେଙ୍ଗାରେ ପିଟିପିଟି ଜଣେ ଯୁବକଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ କାଦୁଆପଡ଼ା ଗାଁରେ।
ସୂଚନା ଅନୁଯାୟୀ, କାଦୁଆପଡ଼ା ଗାଁର ଶରତ କୁମାର ପଣ୍ଡା ଓ ଗୋବିନ୍ଦ ପ୍ରଧାନ!-->!-->!-->…
ବାଲି ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ,ଉତ୍ୟକ୍ତ ଲୋକେ ଜାଳିଦେଲେ ଘର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବସପୁର ନିକଟସ୍ଥ ଲୁଣା ନଦୀ କୂଳରେ ଘଟିଛି ଅଘଟଣ । ବାଲି ଉଠାଇବାକୁ ଯାଇଥିବା ଏକ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ବାଲି ଉଠାଇବାକୁ ଯାଉଥିବା ବେଳେ ସେହି ବାଲି ଖାଦାନରେ କାମ କରୁଥିବା, ସ୍ଥାନୀୟ ବସପୁରର ଲକ୍ଷ୍ମଣ ମଲିକଙ୍କ!-->…
ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଗାଡ଼ିରେ ଛତିଶଗଡ଼ ନମ୍ବର…!
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ (ଏସ୍ପି)ଙ୍କ ଗାଡ଼ିରେ ଛତିଶଗଡ଼ର ନମ୍ବର ପ୍ଲେଟ ଲାଗିଛି | ଓଡ଼ିଶାର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଓଡ଼ିଶା ସରକାର ଗାଡ଼ି ଦେଇ ପାରି ନାହାନ୍ତି କି !! ସେ ଛତିଶଗଡ଼ରୁ ଗାଡ଼ି ଆଣି ବ୍ୟବହାର କରୁଛନ୍ତି !!! ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ହେଉଛି | ଏ!-->…
ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ…
ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍ SOG ମଧ୍ୟ ରହିବେ । ରୁଫ୍ ଟପ୍ ସିକ୍ୟୁରିଟି ରହିବ । କ୍ୱିକ୍ ରିଆକ୍ସନ ଟିମ ମୁତୟନ!-->…
ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ, ସରିଲା ନିର୍ବନ୍ଧ…
ସମ୍ବଲପୁର: ସରିଲା ନିର୍ବନ୍ଧ। ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ। ବିିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା। ରବିବାର ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି । ସମ୍ବଲପୁର ଜିଲ୍ଲାପାଳଙ୍କ!-->…