ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ…

ଭୁବନେଶ୍ୱର : ଆଜିଠୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଯାଉଛି ଆଦିବାସୀ ମେଳା । ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ

ଗାନ୍ଧୀ ସେବା ସଂଘ ପୁରୁବlଇ କନ୍ୟାଶ୍ରମରେ ୫ ଛାତ୍ରୀ ମସ୍ତିଷ୍କ ଜ୍ୱରରେ ପିଡୀତ…

ସୋର: ଆସିଲା ୫ ଛାତ୍ରୀଙ୍କ ରକ୍ତ ପରୀକ୍ଷା ରିପୋର୍ଟ। ୫ ଛାତ୍ରୀ ମସ୍ତିଷ୍କ ଜ୍ୱରରେ ପିଡୀତ। ସେମାନଙ୍କୁ ସୋରରୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ତଳେ ଗାନ୍ଧୀ ସେବା ସଂଘ ପୁରୁବlଇ କନ୍ୟାଶ୍ରମର ୨୬ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ସ୍କୁଲ ପରିସରରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାରଳାଖେମୁଣ୍ଡି : ଗଜପତି ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ନବୋଦୟ ସ୍କୁଲରେ ଘଟିଛି ଅଘଟଣ। ନବମ ଶ୍ରେଣୀର ଛାତ୍ରୀଙ୍କ ଘଟିଛି ସଂନ୍ଦେହଜନକ ମୁତ୍ଯୁ। ଅଲଡା ଗ୍ରାମର ସୁଧାମଣି ରଇତ ହଷ୍ଟେଲ ରହି ପାଠ ପଡୁଥିଲେ। ସକାଳୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ ଝୁଲନ୍ତା ଅବସ୍ଥାରେ

ରାଜଧାନୀରୁ ହାତୀ ଦାନ୍ତ ଜବତ…

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି । ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି । ସେମାନଙ୍କ ଠାରୁ ଦୁଇଟି ହାତୀ ଦାନ୍ତ

ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ବିଜୟ; ଦ୍ରୁତତମ ୨୫୦୦୦ ଆନ୍ତର୍ଜାତିକ ରନ୍‌, ସଚିନ୍‌ଙ୍କ କୀର୍ତ୍ତିମାନକୁ ଟପିଲେ କୋହଲି

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର ସମସ୍ତ ଫର୍ମାଟକୁ ମିଶାଇ ୧୦୦ତମ ବିଜୟ ହାସଲ କରିଛି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ରୋହିତ‌ ସେନା ୬ ୱିକେଟ୍‌ରେ ପରାସ୍ତ କରି ଏହି ସଫଳତା

ବରଦାସ୍ତ ହେଲାନି ରିଜେକ୍ଟ ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍‌ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ…

ରାୟପୁର : ବାହା ହେବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ଝିଅକୁ ବିଚ୍‌ ରାସ୍ତାରେ ଛୁରୀରେ ଆକ୍ରମଣ କରାଯାଇଛି। ସେହିପରି ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଧରି ଚଲାଇ ଚଲାଇ ନେଇଛନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ନାବାଳିକାଙ୍କୁ ବ୍ୟକ୍ତି ଜଣଙ୍କ ବିବାହ କରିବାକୁ ଚାହୁଁଥିଲେ। ହେଲେ ସେ

ଶେଷରେ ଜେଡିୟୁ ଛାଡ଼ିଲେ ଉପେନ୍ଦ୍ର କୁଶୱାହା…

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ବାଏବାଏ କହିଛନ୍ତି ବରିଷ୍ଠ ରାଜନେତା ଉପେନ୍ଦ୍ର କୁଶୱାହା। ଜେଡିୟୁରେ ସେ ରହିଥିଲେ ମଧ୍ୟ ବିଭିନ୍ନ ବୟାନ ପାଇଁ ସେ ବିଦ୍ରୋହୀ ଭାବେ ଗଣାଯାଉଥିଲେ। ତଥାପି ସେ ଜେଡିୟୁର ସଂସଦୀୟ ବୋର୍ଡ ସଭାପତି ରହିଥିଲେ। ନୀତୀଶ କୁମାରଙ୍କ ସହ

ପ୍ରେମିକାକୁ ହତ୍ୟାପରେ ମୃତ ଦେହକୁ ଫ୍ରିଜ୍‌ରେ ଲୁଚେଇବା ଘଟଣା: ଅଭିଯୁକ୍ତକୁ ପୁଲିସ ଦେଇଥିଲା ମନ୍ତ୍ରଣା…

ନୂଆଦିଲ୍ଲୀ : ଦିଲ୍ଲୀରେ ନିକ୍କି ଯାଦବଙ୍କୁ ହତ୍ୟା କରି ତାଙ୍କ ମୃତ ଦେହକୁ ଫ୍ରିଜ୍‌ରେ ରଖିବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସାହିଲଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କନଷ୍ଟେବଳ ଅଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା

୨୪ରେ ଟେଲିସ୍କୋପରେ ବି କଂଗ୍ରେସ ଦେଖାଯିବ ନାହିଁ: ଅମିତ୍ ଶାହ…

କୋହିମା : କଂଗ୍ରେସ ନେତା ପୱନ ଖେରାଙ୍କ ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଲଟା ଜବାବ ଦେଇଛନ୍ତି। ନାଗାଲାଣ୍ଡରେ ଏକା ରାଲିରେ କଂଗ୍ରେସ ଉପରେ ବର୍ଷି ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ଲୋକେ ଠିକ୍ ଜବାବ ଦେବେ। ୨୦୨୪ରେ କଂଗ୍ରେସ ଏହାର

ଗୌତମ ଆଦାନୀଙ୍କ ସମ୍ପତ୍ତି ୫୦ ବିଲିୟନ ଡଲାର ତଳକୁ ଖସିଲା…

ନୂଆଦିଲ୍ଲୀ : ଏକଦା ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରଖିଥିବା ଶିଳ୍ପପତି ଗୌତମ ଆଦାନୀଙ୍କୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ହଠାତ୍‌ ସମ୍ପତ୍ତି ବୃଦ୍ଧି କରି ବିଶ୍ୱର ୨ନଂ ଧନୀ ପାଲଟି ଯାଇଥିବା ଆଦାନୀ ଏବେ କ୍ଷତି ସହିବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ