Sign in
Sign in
Recover your password.
A password will be e-mailed to you.
ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ…
ଫୁଲବାଣୀ : କାମଧାନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ | ଗାଁରେ ଶୋକାକୁଳ ପରିବେଶ | ଗାଁ କୁ ଶବ ଆଣିବା ପାଇଁ ପ୍ରଶାସନ ପାଖରେ ନେହୁରା ହେଲେ ପରିବାର ଲୋକେ | କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ ବାହାର ରାଜ୍ୟକୁ ଦାଦନ!-->…
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କୁଆରମୁଣ୍ଡା ବ୍ଲକ୍ ଗସ୍ତ…
ହାଇସ୍କୁଲ ରୂପାନ୍ତରଣ, ବାଲା ମଡେଲ ଅଙ୍ଗନବାଡ଼ି, ସମନ୍ଵିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଏବଂ ୱାଡି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ
କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କୁଆରମୁଣ୍ଡା ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର!-->!-->!-->…
୧୦ ଦଫା ଦାବିରେ ଅଲ୍ ଓଡ଼ିଶା GPLF ମିଶନଶକ୍ତି କର୍ମୀ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ…
ଭୁବନେଶ୍ବର: ଅଲ୍ ଓଡ଼ିଶା GPLF ମିଶନଶକ୍ତି କର୍ମୀ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ । ୧୦ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ସମାବେଶ କରାଯାଇଛି। ରାଜ୍ୟ ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ମହିଳାମାନଙ୍କୁ!-->…
ପ୍ରଫେସର ପ୍ରସନ୍ନ ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି
ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।
ପ୍ରଫେସର ସ୍ୱାଇଁ ଏହି ପଦବୀରେ ୩ ବର୍ଷ ରହିବେ। ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ!-->!-->!-->…
ଗୋପାଳର ସୁରକ୍ଷା ପାଇଁ ହାଇକୋର୍ଟରେ ମାମଲା…
କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଓ ତା’ ପରିବାରକୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ସୁମନ୍ତ କୁମାର ସ୍ୱାଇଁଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।
ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ!-->!-->!-->…
ବଜେଟ ଅଧିବେଶନ: ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ଅନୁଷ୍ଠିତ…
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ଆଉ ବିଧାନସଭାରେ କେଉଁ ସବୁ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବ ସେନେଇ ବିଜେପିର ରଣନୀତି ପ୍ରସ୍ତୁତ କରାଯାଇଛି | ମଙ୍ଗଳବାର ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟର!-->…
୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ଅଭିଯୋଗରେ ଭଣ୍ଡବାବା ଗିରଫ…
କଟକ: ଭଣ୍ଡ ବାବା ଗିରଫ । ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହେଲେ କଟକର ନିଃସନ୍ତାନ ଦମ୍ପତି । କଟକ ବାଦାମବାଡ଼ି ଥାନାରେ ଏତଲା । ୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ । ଏହି ଘଟଣାରେ ଯାଜପୁର ଜିଲ୍ଲାର ସିଦ୍ଧେଶ୍ୱର ସାମନ୍ତରାୟ ଗିରଫ । ଅଭିଯୁକ୍ତ ନାଁରେ ଏକାଧିକ ଥାନାରେ!-->…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମ ସମର୍ପଣ…
କେନ୍ଦୁଝର : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମ ସମର୍ପଣ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ।
ଶାଶୁଘର ଲୋକ ଝିଅକୁ ଯୌତୁକ ନିର୍ଯ୍ୟାତନା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି!-->!-->!-->…
କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ଇ-ପାଠାଗାର ମିଳିତ ଉଦ୍ୟୋଗରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆଇଟିଡିଏ କନଫରେନ୍ସ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ!-->…
ପ୍ରସାସନ ଆଖିଆଗରେ ମାଲକାନଗିରି ଜିଲ୍ଲାରୁ ଲୁଟ ହେଉଛି ମୂଲ୍ୟବାନ ପଥର
କୋଟି କୋଟି ଟଙ୍କାର ରାଜସ୍ବ ହାନି
ମାଲକାନଗିରି : ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲା ଖଣିଖଦାନରେ ଭରପୂର ଥିବା ସମୟରେ କିଛି ବର୍ଷ ହେବ ସୀମାନ୍ତ ମୋଟୁଠାରେ ତେଲେଙ୍ଗାନା କୁ ଯୋଗାଯୋଗ ପାଇଁ ବ୍ରିଜ ତିଆରି ପରଠାରୁ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରା ଚାଲାଣ ହେଇଥିବା ଦୃଷ୍ଟିଗୋଚର!-->!-->!-->…