ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

ସୁନ୍ଦରଗଡ଼ /ରାଉରକେଲା : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସୋମବାର ସଂଧ୍ୟାରେ ସଂପନ୍ନ ହୋଇ ଯାଇଛି। ସମାପନ ସମାରୋହ ରେ ସୁନ୍ଦର ଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି

ନବ ଦାସଙ୍କ ହତ୍ୟା ପଛରେ ଅନେକ ଲୋକଙ୍କ ହାତ ରହିଛି : ଜୟଦେବ

ଭୁବନେଶ୍ୱର: ଦିନକୁ ଦିନ ନବ ଦରସଙ୍କ ହତ୍ୟା ପଛର ଗୁମର ଖୋଲିବାରେ ଲାଗିଛି । ନବ ଦାସଙ୍କୁ ହତ୍ୟା ନେଇ ଗୋପାଳର ଫୋଟୋ ଭାଇରାଲ ହେବାର ପ୍ରସଙ୍ଗ ଏବେ ସାମ୍ନାକୁ ଆସିଛି । ଏହି ମାମଲରୁ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଯଦି ଏହି ଫଟୋ ଥିଲା ତେବେ ୨୭

ବାପାଙ୍କ ହତ୍ୟାକୁ ନେଇ ରାଜନୀତି କରାନଯାଉ : ଦୀପାଳି…

ଭୁବନେଶ୍ବର: ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଏହା ଏକ ସମ୍ବେଦନଶୀଳ ମାମଲା। କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଆଜି ପ୍ରେସ୍‌ମିଟ୍‌ କରି ଏହା କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି, ବାପା ଗଲା ପରେ ମୁଖ୍ୟମନ୍ତ୍ରୀ

ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ କଲେ ଚାଷୀ…

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ କ୍ଷୀର ଢାଳିଲେ ଚାଷୀ। ଓମ୍‌ଫେଡ୍‌ର ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଗୋ-ଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି, ଅନ୍ୟ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା କ୍ଷୀର ଦାମ୍ ବଢ଼ାଇଥିବା ବେଳେ

ଉତ୍କଳ ଆଲୁମିନାରେ ଉଜ୍ଜ୍ଵଳ ଉତ୍କଳ ମହିଳା କ୍ଲବ୍ ପକ୍ଷରୁ ‘ପୁଷ୍ପ ପ୍ରଦର୍ଶନୀ’

ଟିକିରି : ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ମୂଳ ନିରନ୍ତର ବିକାଶ ପ୍ରୟାସସମୂହ ହେଉଛି ଜୈବବିବିଧତାକୁ ବଜାୟ ରଖୁବା ସହିତ ପରିବେଶ ସୁରକ୍ଷା ଓ ସଂରକ୍ଷଣ କରିବା । ଏହା ଉଦ୍ୟାନକୃଷିକୁ ସମର୍ଥନ ଏବଂ ଏହାର କାରଖାନା

ବିଡିଓଙ୍କ ଗାଡି ଧକ୍କାରେ ଜଣେ ମୃତ…

ଗଜପତି:ବିଡିଓଙ୍କ ବୋଲେରୋ ଧକ୍କାରେ ଛଟପଟ ହୋଇ ରାସ୍ତା ଉପରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। ବୋଲେରୋ ଚକା ତଳେ ଚାପି ହୋଇଗଲା ମୁଣ୍ଡ । ହେଲେ ମାନବିକତା ଦୃଷ୍ଟିରୁ ଅଟକିଲେନି ବିଡିଓ। ଘଟଣାସ୍ଥଳରୁ ଦ୍ରୁତ ଗତିରେ ଗାଡ଼ି ସହ ବିଡିଓ ଚମ୍ପଟ ମାରିଥିବା ବେଳେ ଆଉ ଫୋନ୍ ବି ଉଠାଉ ନାହାନ୍ତି।

ଜୟନାରାୟଣ ମିଶ୍ରଙ୍କ ବିସ୍ପୋରକ ବୟାନ…

ଭୁବନେଶ୍ୱର: ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ,ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି ସନ୍ଦେହ କଲେ । ଉଭୟଙ୍କ ନଁ ଦେଇ ଆରୋପ ଲଗାଇଲେ ଜୟନାରାୟଣ ମିଶ୍ର । ହତ୍ୟାର ୪ଦିନ ପୂର୍ବରୁ ୫ଟି ସଚିବ,ପ୍ରଣବ ପ୍ରକାଶ ଦାସ କଥା ହୋଇଥିଲେ । ଉଭ୍ରଙ୍କ ମଧ୍ୟରେ

ବିଧାନସଭାରେ ଦିବଙ୍ଗତ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ…

ଭୁବନେଶ୍ୱର: ବିଧାନସଭାରେ ତିନି ଦିବଙ୍ଗତ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ତିନି ସଦସ୍ୟ ହେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସ, ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଓ ଗଙ୍ଗାଧର ଦାସ। ଏହି ଶୋକ ପ୍ରସ୍ତାବକୁ ସମର୍ଥନ

ବିଧାନସଭା ସମୟରେ ବିରୋଧି ଦଳର ହୋହାଲ୍ଲା

ଭୁବନେଶ୍ୱର: ଚଳତିବର୍ଷ ବିଧାନସଭା ଅଧିବେଶନ ସମୟରେ ଉଭୟ ବିରୋଧି ଦଳଏବଂ ବିଜେପିର ହୋହାଲା । ଜୟନାରାୟଣଙ୍କ ବିସ୍ପୋରଣ । ପୋଡିୟମ ତଳେ ଠିଆହୋଇ ପ୍ରତିବାଦ ଜଣାଇଲେ କଂଗ୍ରେସ କର୍ମୀ । ନବଦାସ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟୟ ନେଇ ପ୍ରତିବାଦ ଜଣାଇଇଲେ ।ରାଜ୍ୟପାଳଙ୍କ ଭାଷଣବେଳେ କଂଗ୍ରେସ

ବିଜେପିର କକ୍ଷତ୍ୟାଗ ସହ ଧରଣା…

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କଲା ବିରୋଧୀ ଦଳ ବିଜେପି । ଅଭିଭାଷଣ ଚାଲିଥିବା ବେଳେ କକ୍ଷ ତ୍ୟାଗ କଲେ ବିଜେପି ସଦସ୍ୟ । ବିଧାନସଭା କକ୍ଷ ପ୍ରବେଶ ପଥରେ ବିଜେପି ସଦସ୍ୟଙ୍କ ଧାରଣା । ହାତରେ ବିଭିନ୍ନ ଫ୍ଲାକାର୍ଡ ଧରି ଧାରଣାରେ ବସିଲେ ବିଜେପି ସଦସ୍ୟ । ଦୂର ସଦସ୍ୟମାନେ