Sign in
Sign in
Recover your password.
A password will be e-mailed to you.
ପାପର ପ୍ରତିଫଳ ଭୋଗିବେ ଆଜମ୍ ଖାଁ: ଜୟାପ୍ରଦା
ମିରଟ୍: କୃତକର୍ମ ପାଇଁ ଆଜମ୍ ଖାଁ ଶାସ୍ତି ପାଇଛନ୍ତି ଏବଂ ପାପର ଫଳ ଭୋଗିବେ ବୋଲି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଜୟାପ୍ରଦା କହିଛନ୍ତି।ରବିବାର ଦିନ ମିରଟ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାମପୁରର ପୂର୍ବତନ ସାଂସଦ ତଥା ‘ବିଜେପି’ ନେତ୍ରୀ ଜୟାପ୍ରଦା!-->…
ମିଷ୍ଟର ଇଣ୍ଡିଆ ପରି ରାଜନୀତିରୁ ଉଭେଇ ଯାଇଛ : ଉଦ୍ଧବଙ୍କ ‘ମୋଗେମ୍ବୋ’ ବୟାନର ଜବାବ ଦେଲା ବିଜେପି
ମୁମ୍ବାଇ : କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହାଙ୍କୁ ଉଦ୍ଧବ ଠାକରେ ମୋଗାମ୍ବୋ କହିବା ପରେ ତାହାର ଜବାବ ଦେଇଛି ବିଜେପି । ମୁମ୍ବାଇରୁ ବିଜେପିର ବିଧାୟକ ଥିବା ଅତୁଲ ଭଟଖାଲକର କହିଛନ୍ତି ଯେ ଏପରି ନିର୍ବୋଧ ପରି ବୟାନ ଦେବାପରେ ଉଦ୍ଧବ ଗୋଟିଏ କଥା ବୁଝିପାରିନାହାନ୍ତି ।!-->…
ବ୍ୟକ୍ତିଗତ ଫଟୋ ସେୟାର କରିବାକୁ ନେଇ ଝଗଡ଼ା ଲାଗିଲେ ଆଇଏଏସ ଓ ଆଇପିଏସ ଅଧିକାରୀ
ବେଙ୍ଗାଲୁରୁ: ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କର୍ଣ୍ଣାଟକ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏମିତି କି ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।ଗଦ ରବିବାର ଦିନ ଭାରତୀୟ ପୁଲିସ ସେବା!-->…
ୟୁକ୍ରେନକୁ ଏୟାର ସର୍ଭେଲାନ୍ସ ରାଡାର, ଅସ୍ତ୍ରଶସ୍ତ୍ର ଯୋଗାଇବୁ : ବାଇଡେନ…
କିବ୍ : ଅଚାନକ ୟୁକ୍ରେନ ଗସ୍ତରେ ପହଞ୍ଚିବା ପରେ ଆମେରିକା ରାଷ୍ଚ୍ରପତି ଜୋ ବାଇଡେନ ଏକ ବୟାନ ଜାରି କରି କହିଛନ୍ତି ଯେ ଆମେରିକା ଆରମ୍ଭରୁ ୟୁକ୍ରେନ ସହ ରହିଛି । ଆମେ ଏହି ଯୁଦ୍ଧ ସମୟରେ ସମଗ୍ର ବିଶ୍ୱରୁ ୟୁକ୍ରେନ ପାଇଁ ସମର୍ଥନ ସଂଗ୍ରହ କରିଛୁ । ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ଏହି!-->…
ଫେବ୍ରୁଆରି ୨୬ରେ ହାଜର ପାଇଁ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଲା ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଛି । ପଚରା ଉଚୁରା ପାଇଁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି ।ତଦନ୍ତକାରୀ ସଂସ୍ଥା ମନୀଷ ସିସୋଦିଆଙ୍କୁ!-->…
ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ବାଲିଗୁଡା ଥାନା ତରଫରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ!-->…
ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ସ୍ମାରକ ପତ୍ର…
ଦାରିଙ୍ଗବାଡ଼ି (୨୦/୨) : ଦାରିଙ୍ଗବାଡ଼ି ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଳକର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ଆଜି ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିବା ଜଣା ପଡ଼ିଛି। ସୂଚନା ମୁତାବକ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ବ୍ଳକର ୨୫ଟି!-->…
ଘରୋଇ ବସରୁ ଗଞ୍ଜେଇ ଜବତ…
:
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ଗଞ୍ଜେଇ ମାଫିଆମାନେ ଭିନ୍ନ ଭିନ୍ନ ଉପାୟରେ ସବୁଜ ଜହରର ଚୋରା କାରବାର କରୁଛନ୍ତି l ଯାହା ସୁଚନା ରହିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ଗେଲ୍ଲି କୁମାରୀ ସାହୁ ଏବଂ ସହକର୍ମୀ ମିଳିତ ଭାବେ ଆଜି!-->!-->!-->…
ବିଷାକ୍ତ ଏମୋନିଆ ପ୍ଲାଣ୍ଟକୁ ବନ୍ଦକର : ମାନବ ଅଧିକାର ସୁରକ୍ଷା ମଞ୍ଚ…
ବ୍ରହ୍ମପୁର : ଛତ୍ରପୁର ବ୍ଳକର କାଳୀପଲ୍ଲୀ ଗ୍ରାମକୁ ଲାଗିରହିଥିବା ଟାଟା କମ୍ପାନୀ କବଜାରେ ଥିବା ଜମିରେ ଏକ ବିଷାକ୍ତ ପ୍ରଦୂଷଣକାରୀ ଏମୋନିଆ ପ୍ଲାଣ୍ଟ ନିର୍ମାଣ କାଳୀପଲ୍ଲୀ ସମେତ ଆଖପାଖ ୨୦ଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ ବିଷାକ୍ତ ବଳୟ ସୃଷ୍ଟି କରିବ l ଟାଟା କମ୍ପାନୀ ଭଡ଼ା ସୂତ୍ରରେ ଆଉ!-->…
ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ କରି ଛାତ୍ରଛାତ୍ରୀମାନଙ୍କ ଧାରଣା : ଚେତାଶୂନ୍ୟ ହେଲେ…
ବ୍ରହ୍ମପୁର : ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତନ କୁ ବିରୋଧ କରି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଧାରଣା ବେଳେ ଚେତାଶୂନ୍ୟ ହେଲେ ଛାତ୍ରୀ । ଆଜି ଆନ୍ଦୋଳନ ର ସପ୍ତମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହ!-->…