Sign in
Sign in
Recover your password.
A password will be e-mailed to you.
ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଉପସ୍ଥିତିରେ ଖୋଲିଲା ଲେଣ୍ଡିରି ଗାଁ ପ୍ରାଥମିକ ବିଦ୍ୟାଳୟ ତାଲା
ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଁଙ୍ଗିଆ ପଞ୍ଚାୟତ ଲେଣ୍ଡିରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟକଳାପ କୁ ନେଇ ଅଶାନ୍ତି ଲାଗି ରହିଥିଲା । ଗତ କିଛି ଦିନ ପୂର୍ବରୁ ବିଦ୍ୟାଳୟରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ!-->…
ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିଲେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକାରୀ…
ହିଞ୍ଜିଳିକାଟୁ ୧୯।୨ : ରବିବାର କଳାହାଣ୍ଡି ଜିଲ୍ଲାର ୪୫ ଜଣିଆ ପଞ୍ଚାୟତିରାଜ ଵ୍ୟବସ୍ଥା ର ଅଧିକାରୀ ଓ ପ୍ରତିନିଧି ଗଣ ହିଞ୍ଜିଳିକାଟୁ ବ୍ଳକ ଗସ୍ତରେ ଆସି ସାରୁ ପଂଚାୟତ, ଦାରୁଭଦ୍ରା ପଞ୍ଚାୟତ ଓ ଶାସନ ଆମ୍ଵଗାଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ବୁଲି ଦେଖିଛନ୍ତି।!-->…
ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ ଯବାନ
ମାଲକାନଗିରି : ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲାର ବାରସୁରର ସିଆରପିଏଫ କ୍ୟାମ୍ପ ର 195ବାହିନୀରେ ପଦସ୍ଥ ଯବାନ ଗୁମିନ ଦାସ ସେ ନିଜ ଘର ଆସାମକୁ ଛୁଟିରେ ଯାଇ ଶନିବାର ଦିନ ନିଜ କ୍ୟାମ୍ପରେ ପହଞ୍ଚିଥିଲେ କିନ୍ତୁ!-->…
କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍ ବି କିଣିଲେ…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଅନସୂଚିତ ଜାତି ଓ ଜନଜାତିର ଲୋକେ ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ!-->…
ଡ୍ରାଇଭର ମହାସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ଡ୍ରାଇଭର ମହାସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି l ପଞ୍ଚାୟତ ଡ୍ରାଇଭର ମହାସଂଘ ସଭାପତି ରାଜ କୁମାର ଦୀଗାଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ପଞ୍ଚାୟତ ର ୨୦ ରୁ ଅଧିକ!-->…
କୃଷି ଓଡିଶା -୨୦୨୩ ରେ ଗଞ୍ଜାମର ମାଛ ଚାଷୀ ସମ୍ମାନିତ…
ବ୍ରହ୍ମପୁର : ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ମସ୍ତ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଗତ 16 ରୁ 18 ପଯ୍ୟନ୍ତ ତିନି ଦିନିଆ ବିଶାଳ ବାର୍ଷିକ କୃଷି ମହୋତ୍ସବ " କୃଷି ଓଡିଶା -୨୦୨୩" ଅନୁଷ୍ଠିତ ହୋଇଯାଇଛି l ଫାର୍ମ!-->…
ପପୁ ପମ୍ପପମ୍ପଙ୍କ ମଞ୍ଚ ଉପରକୁ ପଥର ମାଡ଼, ଅଧାରୁ ଷ୍ଟେଜ୍ ଛାଡ଼ି ପଳାଇଲେ ପପୁ
ଚିକିଟି : ଓଡିଆ ହାସ୍ୟଅଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗର ଯାତ୍ରା ଅବସରରେ ଆୟୋଜିତ ସାସ୍କୃତିକ କାଯ୍ୟକ୍ରମକୁ ପପୁ ଅତିଥୀ ହୋଇଆସିଥିଲେ । କିନ୍ତୁ ଏହି ସମୟରେ ପପୁଙ୍କ ଉପରକୁ ପଥରମାଡ ହୋଇଥିଲା ।!-->…
ଫେରିଲେ ପର୍ବତାରୋହୀ ମଧୁସ୍ମିତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ବ୍ରହ୍ମପୁର : ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଲିମାଞ୍ଜେରୋକୁ ସଫଳତା ସହ ଆରୋହଣ କରିବା ପରେ ନିଜ ଘର ବ୍ରହ୍ମପୁର ଫେରିଛନ୍ତି ଯୁବ ପର୍ବତାରୋହୀ ମଧୁସ୍ମିତା ପାତ୍ର। ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକ, କ୍ରୀଡ଼ାବିତ୍, ଗଣମାଧ୍ୟମ!-->…
ପ୍ରତି ପଞ୍ଚାୟତରେ ଖୋଲିବ ସ୍ଥାୟୀ ବ୍ୟାଙ୍କ ଶାଖା
ଭୁବନେଶ୍ୱର : ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି ୪୧୬୦ ଗ୍ରାମ ପଞ୍ଚାୟତରେ କୌଣସି ସ୍ଥାୟୀ ବ୍ୟାଙ୍କ ସେବା ନାହିଁ ଆଉ ୪ଟି ଗ୍ରାମ ପଞ୍ଚାୟତରେ ଆର୍ଥିକ ସେବାରେ କୌଣସି ପ୍ରାବଧାନ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା!-->…
ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା: ମୁଖ୍ୟମନ୍ତ୍ରୀ
ବରଗଡ଼: ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି।!-->…