ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା ଦାଶ

ଭୁବନେଶ୍ବର: ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା ଦାଶ। ସୋମାଲିକା ହେଉଛନ୍ତି ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ। ସେ ବିରୋଧୀଦଳ ନେତାଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି। ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ଓ ହେଲ୍‌ପର ଗୁରୁତର

ଭୁବନେଶ୍ୱର: ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର ଗୁରୁତର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି। ମିଳିଥିବା ଖବର

ସୁପ୍ରିମକୋର୍ଟରେ ଶିବସେନା ମାମଲା: ନିର୍ବାଚନ କମିଶନଙ୍କୁ ଉଦ୍ଧବ ଗୋଷ୍ଠୀର ଚ୍ୟାଲେଞ୍ଜ

ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ସରୁନି ଛକାପଞ୍ଝା। ଏକନାଥ ଗୋଷ୍ଠୀ ସପକ୍ଷରେ ନିର୍ବାଚନ କମିଶନ ରାୟ ଦେବା ପରେ ବି ଜାରି ରହିଛି ତୁତୁ ମେମେ। ଗତକାଲି ନିର୍ବାଚନ କମିଶନ ଶିବସେନା ଓ ଦଳର ନିର୍ବାଚନୀ ଚିହ୍ନ ଧନୁ-ତୀରକୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେଇଥିଲେ। ଏହାପରେ ସିନ୍ଦେ

ସେନାର ନାମ ଓ ସଙ୍କେତ କିଣିବାକୁ ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଛି: ଟିମ୍‌ ଠାକ୍‌ରେର ଅଭିଯୋଗ

ମୁମ୍ବାଇ: ‘ଶିବସେନା’ ପାର୍ଟିର ନାମ ଓ ତା’ର ସଙ୍କେତ ‘ଧନୁଶର’ କିଣିବା ଲାଗି ୨୦୦୦ କୋଟି ଟଙ୍କାର ଚୁକ୍ତି ବା ରାଜିନାମା ହୋଇଥିବା କଥା ଆଜି ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ରାଉତ ଦାବି କରିଛନ୍ତି,

ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ନ ହେବା ଉଚିତ: ଚୀନ୍‌କୁ ସତର୍କ କଲା ଆମେରିକା

ନୂଆଦିଲ୍ଲୀ: ସନ୍ଦିଗ୍ଧ ‘ସ୍ପାଏ ବେଲୁନ୍‌’ ଘଟଣା ଯୋଗୁଁ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଶନିବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନା ବୈଦେଶିକ ସଚିବ ୱାଙ୍ଗ୍‌ ୟିଙ୍କୁ ଭେଟି ସତର୍କ କରାଇ କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ହେବା

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-ୱେରେ ହଠାତ୍‌ ମାଡ଼ି ଆସିଲା କୁହୁଡ଼ି, ପଛକୁ ପଛ ଧକ୍କା ହୋଇଗଲେ ୩୦ରୁ ଅଧିକ ଗାଡ଼ି!

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-େଓ୍ଵରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରୁ ହାଲୁକା କୁହୁଡ଼ି ପଡ଼ିବା ଆରମ୍ଭ ହୋଇଥିଲା

ତାମିଲନାଡୁରୁ ଲଞ୍ଚ ହେବ ପିଲା ପ୍ରସ୍ତୁତ କରିଥିବା ସାଟେଲାଇଟ୍‌

ଏପିଜେ ଅବ୍ଦୁଲ କଲାମ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଏବଂ ସ୍ପେସ୍‌ ଜୋନ ଇଣ୍ଡିଆ ସହାୟତାରେ ମାର୍ଟିନ ଫାଉଣ୍ଡେସନ ଏପିଜେ ଅବ୍ଦୁଲ କଲାମ ସାଟେଲାଇଟ୍‌ ଲଞ୍ଚ ହେବାକୁ ପ୍ରସ୍ତୁତ ରହିଛି। ଆଜି ତାମିଲନାଡୁରୁ ଭାରତର ପ୍ରଥମ ହାଇବ୍ରିଡ୍‌ ରକେଟକୁ ଲଞ୍ଚ କରାଯିବ । ୨୦ ଜଣ ଛାତ୍ରଛାତ୍ରୀ ଏହି ମିଶନରେ

ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭାଇ ତଥା ଅଭିନେତା-ରାଜନେତା ନନ୍ଦମୁରାଇ ତାରକ ରତ୍ନଙ୍କ ଦେହାନ୍ତ

ହାଇଦ୍ରାବାଦ: ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେ‌ଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର

ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କାର ୫୦୦ଟଙ୍କିଆ ନୋଟ୍‌ ବୃଷ୍ଟି କଲେ ପୂର୍ବତନ ଗୁଜରାଟୀ ସରପଞ୍ଚ

ମହେସାଣା: ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ଗୋଟାଏ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ଗାଆଁ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ

ଗୋ ଚାଲାଣ ସନ୍ଦେହରେ ଗାଡ଼ି ସହ ଦୁଇ ଯୁବକଙ୍କୁ ଜାଳି ଦେଲେ…

ପ୍ରଥମେ ଅପହରଣ। ତା’ପରେ ଅକଥନୀୟ ମାଡ଼। ହତ୍ୟା ପରେ ଦୁଇ ଯୁବକଙ୍କୁ ଗାଡି ସମେତ ଜାଳି ଦେଲେ। ଗୋ ଚାଲାଣ ସନ୍ଦେହରେ ଦୁଇ ମୁସଲିସ ଯୁବକଙ୍କୁ ଅପହରଣ ପରେ ଏଭଳି କିଛି ଢ଼ଙ୍ଗରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଛି ଏହି ଘଟଣା, ଯାହା ସମସ୍ତଙ୍କୁ ଚକିତ କରି