ସିରିଆ ଉପରେ ମିସାଇଲ ଆକ୍ରମଣ କଲା ଇସ୍ରାଏଲ, ୧୫ ମୃତ…

ଭୂମିକମ୍ପ ବିନାଶରୁ ଏଯାଏଁ ବାହାରି ପାରିନଥିବା ସିରିଆ ଉପରେ ମିସାଇଲ ଆକ୍ରମଣ କରିଛି ଇସ୍ରାଏଲ୍‌ । ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସିରିଆର ରାଜଧାନୀ ଦମିସ୍କ ଉପରେ ମିସାଇଲ ମାଡ଼ କରିଛି। ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ

ବଜେଟ୍‌ରେ ବ୍ୟସ୍ତ ଅଛି, ସିବିଆଇକୁ ସମୟ ମାଗିଲେ ସିସୋଦିଆ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା ପାଇଁ ହାଜର ହେବାକୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ‘ସିବିଆଇ’କୁ ସମୟ ମାଗିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଏହି ମାମଲାରେ ଜେରା ପାଇଁ ଆଜି ହାଜର ହେବା ଲାଗି ‘ସିବିଆଇ’ ସମନ୍‌

ଶିବରାତ୍ରୀରେ ୧୮ ଲକ୍ଷରୁ ଅଧିକ ଦୀପ ଜାଳି ଅଯୋଧ୍ୟାର ଗିନିଜ୍‌ ବିଶ୍ବ ରେକର୍ଡ ଭାଙ୍ଗିଲା ଉଜ୍ଜୟିନୀ

ଭୋପାଳ: ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍‌’ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍‌’ ରେକର୍ଡ କରିଥିଲା। ସେଦିନ

ପରିବାର ଲୋକଙ୍କ ସାଥିରେ ଦୀପ ଜାଳିବାକୁ ଆସି କୂଅରେ ପଡି ଚାଲିଗଲା ୮ ବର୍ଷ ନାବାଳକର ଜୀବନ

ଟାଙ୍ଗୀ: ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଗାଁ ନିକଟରେ ଅଘଟଣ। କୂଅରେ ପଡି ଜଣେ ୮ବର୍ଷ ନାବାଳକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଜଙ୍କିଆ ଗ୍ରାମର ବାୟା ବେହେରାଙ୍କ ନାତି ବୋଲି ଜଣା ପଡିଛି । ନାବାଳକ ଜଣଙ୍କ ତାର ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ

ଚାକିରି ନାମରେ ସାଢେ ଛକ କୋଟି ଠକେଇ; ସଂସ୍ଥାର ସଂପାଦକ ଗୋପାଳଗଞ୍ଜରୁ ଗିରଫ

ଭୁବନେଶ୍ୱର:ଚାକିରି ଦେବା ନାଁରେ ଠକେଇ କରିଥିବା ଏକ ଟିମ୍‌ର କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ ପର୍ଦ୍ଦାଫାସ କରିଛି । ଆନ୍ତଃରାଜ୍ୟ ରାକେଟ ଚଳାଇଥିବା ଏହି ସଂସ୍ଥା ଓଡ଼ିଶା ସମେତ ୧୭ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକେଇ କରିଥିଲା । ହେଲେ ଓଡ଼ିଶାରେ ଠକେଇ

ୟୁଜି ନାମଲେଖାରେ ସିୟୁଇଟି ସ୍କୋର ବ୍ୟବହାର ପାଇଁ ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ଏବଂ ପିଜି ନାମଲେଖା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏକକ ପିଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷାରୁ ମୁକ୍ତ କରିବା ଏବଂ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦେବା ଥିଲା ଏହି

ନଦୀରେ ବୁଡି ଯୁବତୀଙ୍କ ମୃତ୍ୟୁ…

କାମାକ୍ଷାନଗର: ରାମିଆଳ ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତା ଯୁବତୀ ହେଲେ କାମାକ୍ଷାନଗର ଥାନା ଜଗନ୍ନାଥପୁର ଗ୍ରାମର ବିରଞ୍ଚି ରାଉତଙ୍କ ଝିଅ ଟିକିନା ରାଉତ । ସୂଚନା ମୁତାବକ ଗତକାଲି ଶୁକ୍ରବାର ଅପରାହ୍ନରେ ଟିକିନା ଏକାକି ଗ୍ରାମ ନିକଟସ୍ଥ ରାମିଆଳ ନଦୀକୁ ଗାଧୋଇବା ପାଇଁ

ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା କଲା ମା‘…

ନୟାଗଡ଼: ପିଟି ପିଟି ମାରିଦେଲା ସାବତ ମାଆ। ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା !। ନୟାଗଡ଼ ଦଶପଲ୍ଲା ଶିମିଳି ସାହିରେ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭ ଏବଂ ବିବାହ ପ୍ରସ୍ତାବ ଘଟଣାକୁ କେନ୍ଦ୍ର କରି ସାବତ ମାଆ ଓ ସାନ ପୁଅ ମିଶି ବଡ଼ ଭାଇ ବିଜୟ କୁମାର ପ୍ରଧାନଙ୍କୁ ପିଟିପଟି ମାରି

ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ୩ ମୃତ

ଅନୁଗୁଳ: ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୩ ଜୀବନ। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ବନ୍ତଳା ଥାନା ଶଙ୍ଖପୁର ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା। ଜାଗର ଯାତ୍ରା ଦେଖି ଅଟୋରେ ୪ ଜଣ କୁଲାସିଂହାରୁ ରାଇଗୁଡ଼ା ଫେରିଲାବେଳେ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ

ସରିଲା କୃଷି ଓଡ଼ିଶା-୨୦୨୩

ଭୁବନେଶ୍ବର : କୃଷିର କୌଣସି ବିକଳ୍ପ ନାହିଁ। ପ୍ରଯୁକ୍ତି ଅନେକ ଅସାଧ୍ୟ ସାଧନ କରିପାରୁଥିଲେ ମଧ୍ୟ ଫୁଲଟିଏ ଫୁଟାଇ ପାରିବ ନାହିଁ। କୃଷିଠାରୁ ହିଁ ସଭ୍ୟତାର ଆରମ୍ଭ ହୋଇଛି। ଧର୍ମ, ପରମ୍ପରା, ଐତିହ୍ୟ, ଜୀବନଶୈଳୀ, ଜୀବନବୋଧ ଏବଂ ଦୃଷ୍ଟି ଓ ଦର୍ଶନର କେନ୍ଦ୍ରରେ ରହିଛି କୃଷି। ଚାଷୀଙ୍କ ସହ