ଜାଗର ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ଶୈବପୀଠ

ବୌଦ୍ଧ : ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ପାଳନ ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ, ଏବଂ କଣ୍ଟାମାଲ ବ୍ଲକ ରେ ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଛି l ଜିଲାରେ 100 ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି l ଜିଲ୍ଲାର ସହରରେ ଥିବା

ଡ୍ରୋନ ଯୋଗେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା…

ନୂଆପଡା: ଡ୍ରୋନ୍‌ରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା। ଡ୍ରୋନ୍‌ରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାସ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ। ଭାଲେଶ୍ବର ପଞ୍ଚାୟତର ୫ ନମ୍ବର ୱାଡ ଭୁତକାପଡା ଗାଁ ଘଞ୍ଚଜଙ୍ଗଳ ମଧ୍ୟରେ

ବିଷାକ୍ତ ଖାଦ୍ୟ ଖାଇ କନ୍ୟାଶ୍ରମର ଜଣେ ଅନ୍ତେବାସୀ ମୃତ ଓ ୨୬ ଜଣ ଗୁରୁତର…

ସୋର: ବାଲେଶ୍ବର ଜିଲ୍ଲା ସୋର ଠାରେ ଥିବା ପୁରବାଇ କନ୍ୟାଶ୍ରମରେ ଗତକାଲି କିଛି ଛାତ୍ରୀ ଖାଦ୍ୟ ଖାଇବା ପରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ପରେ ଆହତମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ

ବାବା ଗୁପ୍ତେଶ୍ବରଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ…

ବୈପାରିଗୁଡ଼ା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ମହାଶିବରାତ୍ରି ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସଦରମହକୁମା ଠାରୁ ୮୦ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସୁଉଚ୍ଚ ପାହାଡ଼ର ଶିଖରରେ ରହିଥିବା ଏକ ଗୁମ୍ଫାରେ ବାବା ଗୁପ୍ତେଶ୍ୱରଙ୍କ ପୀଠ ରହିଥିବା ବେଳେ

ରାଜଧାନୀ ହାଇଟେକ ଛକରୁ ୭୦ କେଜି ଗଞ୍ଜେଇ ଜବତ…

ଭୁବନେଶ୍ବର: ରାଜଧାନୀ ହାଇ ଟେକ ଛକରୁ ଜବତ ହେଲା ୭୦ କେଜି ଗଞ୍ଜେଇ। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନ ଓ କ୍ରାଇମ ୟୁନିଟ। କନ୍ଧମାଳ ରୁ ଭୁବନେଶ୍ୱର ଦେଇ ପାଣି କୋଇଲି ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା। ୪ଟି

ବାବା ଧବଳେଶ୍ବର ପୀଠରେ ଜାରି ରହିଛି ଜାଗର ପୂଜା

କଟକ: ଆଜି ମହାଶିବରାତ୍ରି। ଦୀର୍ଘ ଦୁଇବର୍ଷ ପରେ ବିନା କରୋନା କଟକଣାରେ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ। ବାବା ଧବଳେଶ୍ବର ପୀଠରେ ମଧ୍ୟ ଜାରି ରହିଛି ଜାଗର ପୂଜା। ବାବାଙ୍କୁ ଆଜି ବିଭିନ୍ନ ବେଶରେ ସଜାଇଛନ୍ତି ପୂଜକ। ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଛନ୍ତି। ମନସ୍କାମନା

କେନ୍ଦୁଝର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ…

ଆନନ୍ଦପୁର: ଆନନ୍ଦପୁର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ। ପ୍ରଥମେ ସଚିବଙ୍କୁ ଆନନ୍ଦପୁର ଜଙ୍ଗଲ ବିଭାଗ ଡାକ ବଙ୍ଗଳା ରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ, ଡି ଏଫ୍ଓଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ଜାତୀୟ ରାଜପଥ ୨୦ ବେଲବାହାଳି କୁଶେଇ ସେତୁ

ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ଧର୍ମପାଲ୍ ସିଂ ଗିରଫ…

ଭୁବନେଶ୍ବର: ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂ ଗିରଫ ହୋଇଥିବାର ଖବର ମିଳିଛି। ଧର୍ମପାଲ୍ ସିଂକୁ ବିହାରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା।ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ

ସୀମନବାଡ଼ିରେ ଜାଗର ପାଇଁ ଅଷ୍ଟପ୍ରହର ନାମଯଜ୍ଞ

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସୀମନବାଡ଼ି ସ୍ଥିତ ଯୁଡ଼ାବାଡି ଶିବ ମନ୍ଦିର ପରିସର ମଧ୍ୟରେ ଠାରେ ଗ୍ରାମ୍ୟ କମିଟି ପକ୍ଷରୁ ଅଷ୍ଟପ୍ରହର ନାମ, ଘୃତ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞ ଶନିବାର ଦିନ ଆରମ୍ଭ ହୋଇ ରବିବାର ଦିନ ପୂର୍ଣ୍ଣାହୁତି ହେବ । ଏହି

ଦେୟମୁକ୍ତ ହେଲା ସୁଲଭ ଶୌଚାଳୟ…

ବ୍ରହ୍ମପୁର : ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟ ସାଧାରଣ ଲୋକ ମାଗଣାରେ ବ୍ୟବହାର କରିପାରିବେ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ଏ ନେଇ ଚିଠି କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ