ନିଉ ମେକ୍ସିକୋରେ ବୁଲାଗାଈଙ୍କୁ ନିପାତ କରିବା ଲାଗି ହେଲିକପ୍ଟର୍‌ରେ ‘ସୁଟର୍‌’ ମୁତୟନ କଲା ଆମେରିକା

ନିଉ ମେକ୍ସିକୋ: ବୁଲା ଗାଈଙ୍କୁ ଖୋଜି ଖୋଜି ମାରିବା ଲାଗି ଆଗାମୀ ସପ୍ତାହରେ ଦକ୍ଷିଣପଶ୍ଚିମ ନିଉ ମେକ୍ସିକୋର ବିସ୍ତୃତ ‘ଜିଲା ଅରଣ୍ୟାଞ୍ଚଳ’ ଆକାଶରେ ‘ସୁଟର୍‌’ (ବନ୍ଧୁକଧାରୀ) ଥିବା ହେଲିକପ୍ଟର୍‌ ଚକ୍କର୍‌ କାଟିବ।ଯୁକ୍ତରାଷ୍ଟ୍ର ଆମେରିକାର ‘ଫରେଷ୍ଟ୍‌ ସର୍ଭିସ୍’ ମ୍ୟାନେଜର୍‌ମାନେ

ନିର୍ବାଚନ କମିସନ୍‌ ନି‌ଷ୍ପତ୍ତି ବିରୋଧରେ ଉଦ୍ଧବ ଠାକ୍‌ରେ ଯାଇପାରନ୍ତି ସୁପ୍ରିମ୍‌ କୋର୍ଟ

ମୁମ୍ବାଇ : ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ଲାଗି ‘ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀ ଶିବସେନା’ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ବୈଠକ ଡକାଇଛନ୍ତି।ଆଜି ଅପରାହ୍ଣରେ ବାନ୍ଦ୍ରା ଉପନଗରୀସ୍ଥିତ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’ରେ

ବନ୍ୟା ସମୟରେ ତୁର୍କୀ ପଠାଇଥିବା ରିଲିଫ୍‌ ସାମଗ୍ରୀକୁ ଭୂମିକମ୍ପ ରିଲଫ୍‌ ଭାବେ ତୁର୍କୀକୁ ପଠାଇଛି ପାକିସ୍ତାନ!

ଇସ୍‌ଲାମାବାଦ୍‌: ଗତବର୍ଷ ପ୍ରଳୟଙ୍କରୀ ବନ୍ୟା ସମୟରେ ତୁର୍କୀ ପାକିସ୍ତାନକୁ ଯେଉଁ ରିଲିଫ୍‌ ସାମଗ୍ରୀ ପଠାଇଥିଲା ତାକୁହିଁ ପାକିସ୍ତାନ ଭୂମିକମ୍ପ ସହାୟତା ଭାବେ ପୁଣି ତୁର୍କୀକୁ ପଠାଇଥିବା କଥା ପାକିସ୍ତାନର ଜଣେ ସାମ୍ବାଦିକ ଦାବି କରିଛନ୍ତି।ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀକୁ ନିକଟ ଅତୀତରେ

ବୃଦ୍ଧ, ବିତ୍ତଶାଳୀ, ବିପଜ୍ଜନକ କହି ଜର୍ଜ ସରୋସ୍‌ଙ୍କୁ ତୀବ୍ର ସମାଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିବେଶକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେଇଥିବା କୋଟିପତି ନିବେଶକ ଜର୍ଜ ସରୋସ୍‌ଙ୍କୁ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତୀବ୍ର ସମାଲୋଚନା

ମାଗଣା ରୁଦ୍ରାକ୍ଷ ପାଇଁ କୁବେରେଶ୍ୱର ଧାମରେ ଅସମ୍ଭାଳ ଭିଡ଼, ଗଲାଣି ୩ ଜୀବନ…

ଭୋପାଳ : ମାଗଣା ରୁଦ୍ରାକ୍ଷ ପାଇବା ପାଇଁ ମଧ୍ୟପ୍ରଦେଶର ସେହୋର ଜିଲ୍ଲାର କୁବେରେଶ୍ୱର ଧାମରେ ଜମିଛି ଭକ୍ତଙ୍କ ଅସମ୍ଭବ ଭିଡ଼। ମାତ୍ର ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ କୌଣସି ସୁବ୍ୟବସ୍ଥା କରାଯାଇ ନ ଥିବାରୁ ଘଟୁଛି ଅଘଟଣ । ଗତ ୨ ଦିନ ମଧ୍ୟରେ ଏହି ଧାମକୁ ଆସୁଥିବା ଶ୍ରଦ୍ଧାଳୁଙ୍କ

୧୦୦ରୁ କମ୍ ଆସନରେ ବିଜେପିକୁ ରୋକିବାକୁ ନୀତୀଶଙ୍କ ପ୍ଲାନ୍‌…

ପାଟନା : ‘ବିଳମ୍ବ ନ କରି ଏକଜୁଟ ହେଉ କଂଗ୍ରେସ। ସମସ୍ତେ ଏକଜୁଟ୍ ହେଲେ ୧୦୦ରୁ ବି କମ୍ ଆସନରେ ଅଟକି ଯିବ ବିଜେପି।’ ୨୦୨୪ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି।ବିହାରର ରାଜଧାନୀ ପାଟନାରେ ସିପିଆଇ

ନିକ୍କି ଓ ସାହିଲ ଥିଲେ ପତିପତ୍ନୀ; ମିଳିଲା ପ୍ରମାଣପତ୍ର, ଆଉ ୫ ବନ୍ଧା ହେଲେ

ନୂଆଦିଲ୍ଲୀ : କେବଳ ଲିଭ-ଇନ୍‌ରେ ରହୁ ନ ଥିଲେ, ଆର୍ଯ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ପୁଲିସ୍‌ ଉଭୟଙ୍କ ବିବାହ ପ୍ରମାଣପତ୍ର ବି ଜବତ କରି ସାରିଛି। ଏହି ଘଟଣାରେ ପୂର୍ବରୁ ସାହିଲ ବନ୍ଧା ହୋଇଥିବା ବେଳେ ଏବେ ତାଙ୍କ ବାପାଙ୍କ ସମେତ ଆଉ ୫ ଜଣ ବନ୍ଧା ହୋଇଛନ୍ତି। ତେବେ

ଉଦ୍ଧବ ଠାକରେଙ୍କୁ ଶରଦ ପାୱାରଙ୍କ ପରାମର୍ଶ- ନିଜର ନୂତନ ପରିଚୟ ତିଆରି କର

ମୁମ୍ବାଇ : ଉଦ୍ଧବ ଠାକରେଙ୍କଠାରୁ ୮ ମାସ ତଳେ ଅଲଗା ହୋଇଥିବା ସିନ୍ଦେ ଏବେ ପ୍ରକୃତ ଶିବସେନା ମାନ୍ୟତା ପାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଗତକାଲି ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁରେ ନାମିତ କରିବା ସହ ଦଳୀୟ ଚିହ୍ନ ଧନୁ-ତୀର ପ୍ରଦାନ କରିଛନ୍ତି। ଏହାକୁ ନେଇ ତେଜିଛି ରାଜନୀତି। ଉଦ୍ଧବ

ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇରୁ ଆସିଲା ଡ଼ାକରା…

ନୂଆଦିଲ୍ଲୀ : ଥମୁନି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ପୁଣି ତାଙ୍କୁ ସିବିଆଇରୁ ଆସିଲା ଡକରା। ଆସନ୍ତାକାଲି ପଚରାଉଚରା କରିବା ପାଇଁ ସିବିଆଇ ପୁଣି ଥରେ ତାଙ୍କୁ ସମନ ପଠାଇଛି। ଏନେଇ ଖୋଦ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।ସିସୋଦିଆ ଟ୍ୱିଟ୍ କରି କହିଛନ୍ତି,

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ଆଉ ୧୨ ଚିତା ବାଘ…

ନୂଆଦିଲ୍ଲୀ : ଭାରତ ପହଁଚିଲେ ଆଉ ୧୨ ଚିତା। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଛି। ସ୍ୱତନ୍ତ୍ର ବିମାନଟି ଆଜି ସକାଳ ପ୍ରାୟ ୧୦ଟା ୧୦ ମିନିଟରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଁଚିଛି। ସେଠାରୁ ବାୟୁସେନାର ସ୍ୱତନ୍ତ୍ର