Sign in
Sign in
Recover your password.
A password will be e-mailed to you.
ଆମେରିକୀୟ ଅରବପତିଙ୍କ ଉପରେ ଗର୍ଜିଲେ ସ୍ମୃତି, କହିଲେ- ଭାରତର ଗଣତନ୍ତ୍ରକୁ ଭାଙ୍ଗିବାକୁ ହେଉଛି ଅପଚେଷ୍ଟା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆମେରିକୀୟ କୋଟିପତି ଜର୍ଜ ସୋରୋସଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ବି ଜର୍ଜଙ୍କୁ ଆଟାକ କରିବାକୁ ପଛାଇ ନାହିଁ।ସ୍ମୃତି କହିଛନ୍ତି, ବିଦେଶୀ ମାଟିରେ ରହି କିଛି!-->…
ଆଦାନୀ ବିବାଦ: କେନ୍ଦ୍ରର ବନ୍ଦ ଲଫାପା ପ୍ରସ୍ତାବକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆଦାନୀ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ଆଦାନୀ ଗ୍ରୁପର ଷ୍ଟକ ମୂଲ୍ୟ ହ୍ରାସ ପାଉଥିବା ବେଳେ ନିୟନ୍ତ୍ରଣ ମୂଳକ ପଦକ୍ଷେପକୁ ଅଧିକ ସଶକ୍ତ ଓ ପୁଞ୍ଜିନିବେଶକାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବନ୍ଦ ଲଫାପାରେ ଗୋଟିଏ ପ୍ୟାନେଲ ଗଠନ ପାଇଁ!-->…
ତାମିଲ ଓ ହିନ୍ଦୀ ବିବାଦ : ଚଳନ୍ତା ଟ୍ରେନରେ ୩ ପ୍ରବାସୀ ଶ୍ରମିକଙ୍କୁ ମାଡ଼
ଚେନ୍ନାଇ : ତାମିଲ ଓ ହିନ୍ଦୀ ଭାଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନରେ ଜଣେ ବ୍ୟକ୍ତି ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାମିଲନାଡୁରେ ଏହି ଘଟଣା ଘଟିଥିବା ବେଳେ ଏହାର ଭିଡିଓ!-->…
ସୁପ୍ରିମ୍କୋର୍ଟରେ ଆପ୍ର ବଡ଼ ବିଜୟ, ମନୋନୀତ ସଦସ୍ୟ ମେୟର ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ
ନୂଆଦିଲ୍ଲୀ: ଉପରାଜ୍ୟପାଳ (ଲେଫ୍ଟଲାଣ୍ଟ ଗଭର୍ଣ୍ଣର)ଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀ ପୌର ସଂସ୍ଥାର ସଦସ୍ୟମାନେ ମେୟର ଚୟନ ପାଇଁ ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ ବୋଲି ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟ ଆଜି (ଶୁକ୍ରବାର) ରାୟ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ଆମ୍ ଆଦମୀ ପାର୍ଟି (ଆପ୍)!-->…
ବିବିସି ଟିକସ ପ୍ରଦାନରେ ଅନିୟମିତତା ରହିଛି : ଆୟକର ବିଭାଗ
ନୂଆଦିଲ୍ଲୀ : ମୁମ୍ବାଇ ଓ ଦିଲ୍ଲୀସ୍ଥିତ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଶେଷ ହେବା ପରେ ବିଭାଗ ପକ୍ଷରୁ କେତେକ ବଡ଼ ଦାବି କରାଯାଇଛି ।ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ସର୍ଭେ ପରେ ଜଣାପଡ଼ିଛି ଯେ!-->…
୧୨ଟି ଚିତାଙ୍କୁ ନେଇ ଭାରତ ଅଭିମୁଖେ ବାହାରିଲା ବାୟୁସେନାର ଗ୍ଲୋବମାଷ୍ଟର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବାରଟି ଚିତା ଆଜି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ବାୟୁସେନାର ସି -୧୭ ଗ୍ଲୋବମାଷ୍ଟର!-->…
ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା : ଶିବସେନା ନାମ ଓ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କ ପାଖକୁ ଗଲା
ନୂଆଦିଲ୍ଲୀ : ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି । ନିର୍ବାଚନ କମିସନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାମ ଓ ଚିହ୍ନ ( ଧନୁଶର) ପ୍ରଦାନ କରିଛନ୍ତି । ଏହା ଫଳରେ ଶିବସେନା ଦଳ ଠାକରେ ପରିବାର ହାତରୁ ଖସିଯିବା ନିଶ୍ଚିତ ହୋଇଯାଇଛି ।ଗତ ବର୍ଷ ଏକନାଥ!-->…
ଯୋଗୀଙ୍କ ବାସଭବନ ନିକଟରେ ବୋମା ଗୁଜବ…!
ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ନିକଟରେ ବୋମା ଗୁଜବ ଉଠିବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଖବର ପାଇଁ ପୁଲିସ ଟିମ ଓ ବୋମା ନିଷ୍କ୍ରୟକାରୀ ଟିମ ପହଞ୍ଚିବା ପରେ ଆଖପାଖରେ ବୋମାକୁ ଖୋଜା ଯାଇଥିଲା, କିନ୍ତୁ ବୋମା!-->…
କରାଚି ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ, ଗୁଳି ବିନିମୟ ଜାରି…
କରାଚି: ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ସଂଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୮ରୁ ୧୦ ବୋଲି କୁହାଯାଉଛି । ଏହି ଘଟଣାରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ସେ ସଂପର୍କରେ ତଥ୍ୟ ମିଳିପାରିନାହିଁ ।ପାକିସ୍ତାନୀ!-->…
ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଶକ୍ତି କାଫେ’: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି…
ସୁନ୍ଦରଗଡ଼ (୧୭/୦୨) : ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ!-->…