ରାଜ୍ୟଗୁଡିକୁ ବିନା ସୁଧରେ ୫୦ ବର୍ଷ ଯାଏଁ ଋଣ ବ୍ୟବସ୍ଥା

ଭୁବନେଶ୍ବର: ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି- କୌଣସି ଶସ୍ୟ ସଂଗ୍ରହ କମାଇ ନାହିଁ। ଚାଷୀଙ୍କୁ ଆବଶ୍ୟକତା ପରିମାଣରେ ଦିଆଯାଉଥିବା ଚାହିଦା ବଢିଛି। ଏମ୍‌ଏସ୍‌ପି ମଧ୍ୟ ବଢିଛି। ତେଣୁ ଶସ୍ୟ କିଣା ପରେ ଚାଷୀଙ୍କୁ

ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠ…

ଚାନ୍ଦବାଲି: ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠ । ଏକବାର ପାଇଁ ଆଖଣ୍ଡଳମଣୀଙ୍କ ପାଖରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମନ୍ଦିର ଚୁଡାରେ ନୂଆ ନେତ ଲାଗି କରାଯାଇଥିଲା । କାଲି ଜାଗର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ

କିସ୍‌-ଭୁବନେଶ୍ୱରର ଚତୁର୍ଥ କ୍ୟାମ୍ପସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: କିସ୍‌ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ ତଥା କିସ୍‌-ଭୁବନେଶ୍ୱରର ଚତୁର୍ଥ କ୍ୟାମ୍ପସକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ କିଟ୍‌ର ବିଭିନ୍ନ ଷ୍ଟାଡିୟମ୍‌ ଓ

ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

ଭୁବନେଶ୍ବର: ଝାରପଡ଼ା ଜେଲ୍‌ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍‌ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍‌ । ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । ୨୫ଶହ କଏଦୀଙ୍କ ପାଇଁ ହେବ ଜେଲ । ଏହା ହେବ ଦେଶର ସବୁଠାରୁ ବଡ଼ କାରାଗାର । ବିଦେଶର ଜେଲ ଢାଞ୍ଚାରେ ନିର୍ମାଣ ହେବ ।

ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ

ମହିଳା IICଙ୍କୁ ମାଡ଼ ମାରିବା ଘଟଣା: ଜୟନାରାୟଣଙ୍କ ସରକାରୀ ବାସଭବନ ସମ୍ମୁଖରେ କିନ୍ନର ସମାଜ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ

ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଉପନିର୍ବାଚନ ବେଳେ ବିଜେଡି ପକ୍ଷରୁ ପଦ୍ମପୁର ବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ଉପନିର୍ବାଚନରେ ବିଜେଡିର ବୃହତ୍‌ ବିଜୟ ହୋଇଥିବା ବେଳେ ଏବେ

ଆସନ୍ତାକାଲି ଜାଗର: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି ଯୁବମୋର୍ଚ୍ଚା…

ଭୁବନେଶ୍ୱର : ଓଡ଼ିଶାରେ ଶାସନ କିଏ ଚଳାଉଛି? ଓଡ଼ିଶା ପୋଲିସ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହବିଭାଗ ସବୁଠି ଅରାଜକତା କରୁଛି । ଓଡ଼ିଶାରେ ଗଣତନ୍ତ୍ର ନାଁରେ ଗୁଣ୍ଡାତନ୍ତ୍ର, ବାବୁତନ୍ତ୍ର ଓ ପୋଲିସତନ୍ତ୍ର ଚାଲିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ଓଡ଼ିଶାକୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

ଭୁବନେଶ୍ବର: ଓଡ଼ିଶାକୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା। କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ। ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ