ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ବୈଠକ…

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ

ସଖୀ ସମ୍ବଳର କାର୍ଯ୍ୟକାରିତା ଘେନି ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକ

ଛତ୍ରପୁର : ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ୍ବାନ୍ ଷ୍ଟପ୍ ସେଣ୍ଟର ଅଧିକୃତ ସଖୀ-ସମ୍ବଳ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଘେନି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ

ଅଗ୍ନି ନିୟନ୍ତ୍ରଣ ଓ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ସେଣ୍ଟ୍ରାଲ ନର୍ସରୀ ଠାରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ଅଧକ୍ଷତାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର, ଅଗ୍ନିଶମ ସ୍କୁଆଡ଼, ଶାଖା

ପି.ସି.ଏଣ୍ଡ ପି.ଏନ୍.ଡି.ଟିର ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼ : ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ ନିଷେଧ ଆଇନ୍ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଉନ୍ନତମାନର ଚୁଲା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ନାକମାମୁଡି ପଞ୍ଚାୟତ ଠାରେ ସିସିଏକ୍ସ ସହାୟତରେ ଚିତ୍ରକୋଣ୍ଡା ରେ କାର୍ଯ୍ୟରତ ମୋଡ଼ ଅନୁଷ୍ଠାନ ସହଯୋଗରେ ମୋଡ଼ ଅନୁଷ୍ଠାନ ର ସମ୍ପାଦକ ଉମି ଜୟପାଲ ଏବଂ ଜେଏସଏସ ସମ୍ପାଦକ ଚୈତନ୍ୟ ଓଝା ଙ୍କ ଆହ୍ୱାନ କ୍ରମେ ସିସିଏକ୍ସ ର ସିନିଅର

ଡ଼ିଏଭି ଗୁରୁକୂଳ ଏବଂ ଗୁଡ଼ ମର୍ନିଙ୍ଗ ପ୍ଲେସ୍କୁଲ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡ଼ିଏଭି ଗୁରୁକୁଲ ଏବଂ ଗୁଡ଼ ମର୍ନିଙ୍ଗ ପ୍ଲେ ସ୍କୁଲ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉଭୟ ଦ୍ୱୟ ବିଦ୍ୟାଳୟ ର ଅଧ୍ୟକ୍ଷା ରାଜଲଷ୍ମୀ ଦାଶ ଙ୍କ

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ବିଜେଡିର ବିକ୍ଷୋଭ

ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଭୌମତୃକ ମନୋଭାବ ନେଇ ବର୍ଷିଛନ୍ତି ବିଜେଡି କର୍ମୀ । ଏହି ଅବସରରେ ବିଜେଡି କର୍ମୀମାନେ ପୂବ ପ୍ରସ୍ତୁତି ଅନୁଯାଇ ଆଇଫାଡ ଛକ ନିକଟରେ

ଶିଶୁ ଶ୍ରମିକ ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ଚାଇଲ୍ଡ ଲାଇନ ଦ୍ବାରା ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଟୋଲ ଫ୍ରି ନଂ ୧୦୯୮ରେ ଖବର ମିଳିବା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦିଆ ଯାଇଥିଲା।ଏହାପରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶନୀ ନାୟକଙ୍କ ନେତୃତ୍ବରେ ଚାଇଲ୍ଡଲାଇନ୍‌ କେନ୍ଦ୍ର

ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ

ଦାରିଙ୍ଗବାଡ଼ି,୧୬/୨ : ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନଶ୍ୱନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଧଳ ସଭା

କେନ୍ଦ୍ର ସରକାରଙ୍କ ଚାଉଳ ନୀତି ବିରୋଧରେ ବିଜେଡ଼ିର ଗଣଧାରଣା

ଛତ୍ରପୁର : ତେଜିଛି ଚାଉଳ ରାଜନୀତି। କେନ୍ଦ୍ର ସରକାରଙ୍କ ଚାଉଳ, ଶୋଷଣ ଓ ନୀତି ବିରୋଧ ରେ ଆନ୍ଦୋଳନ ଡ଼ାକରା ଦେଇଛି ବିଜେଡି। କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ) ବନ୍ଦ ପ୍ରସଙ୍ଗକୁ ନେଇ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି। କେନ୍ଦ୍ର