Sign in
Sign in
Recover your password.
A password will be e-mailed to you.
ଅପଦସ୍ତ ହେବା ସତ୍ତ୍ବେ ବି ତୁର୍କୀ ଗସ୍ତରେ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ : ଅପଦସ୍ତ ହେବା ସତ୍ତ୍ବେ ବି ମାନୁନାହାନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ସରିଫ୍ ଗୁରୁବାର କହିଛନ୍ତି ଯେ ସେ ଭୂକମ୍ପ ବିଧ୍ବସ୍ତ ତୁର୍କୀ ଅଭିମୁଖେ ଯାତ୍ରା କରିବେ ।ଟ୍ୱିଟ୍ କରି ସରିଫ୍ କହିଛନ୍ତି, ସେ ଅତୁଟ ଏକତାର ବାର୍ତ୍ତା ନେଇ ତୁର୍କୀ ଅଭିମୁଖେ!-->…
ଛତିଶଗଡ଼ : ୧୦ ଦିନରେ ୩ ବିଜେପି ନେତାଙ୍କୁ ହତ୍ୟା, ଏନଆଇଏ ତଦନ୍ତ ପାଇଁ ସୁପାରିଶ…
ରାୟପୁର : ଗତ ୧୦ ଦିନ ମଧ୍ୟରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ୩ ଜଣ ବିଜେପି ନେତାଙ୍କୁ ରହସ୍ୟମୟଭାବେ ହତ୍ୟା କରାଯାଇଛି । ନକ୍ସଲଙ୍କ ବିରୋଧରେ ଏସବୁ ହତ୍ୟା ଅଭିଯୋଗ ଆସୁଥିବାବେଳେ ବିଜେପି ଏହାକୁ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି । ଏହି ହତ୍ୟାକାଣ୍ଡ ବିରୋଧରେ ବିଜେପି ପକ୍ଷରୁ!-->…
ଭାରତୀୟ କ୍ରିକେଟର ପୃଥ୍ଵୀ ସ’ଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହେଲେ ୟୁଟ୍ୟୁବର୍ ସପ୍ନା ଗିଲ…
ମୁମ୍ବାଇ: ବ୍ଲଗର୍ ଏବଂ ୟୁଟ୍ୟୁବର୍ ସପ୍ନା ଗିଲ ଗିରଫ। ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ବୀ ସ’ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କଲା ପୁଲିସ। ଓସିୱାରା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପରେ ସପ୍ନା ଗିଲଙ୍କ ମେଡିକାଲ କରାଯାଇଥିବା ଜଣାପଡ଼ିଛି।ସୂଚନା!-->…
ରୁଦ୍ରାକ୍ଷ ନେବାକୁ ବାଉଳା ହେଲେ ଭକ୍ତ: ଜଣେ ମହିଳାଙ୍କ ମୃତ୍ୟୁ ସାଙ୍ଗକୁ ୧୦ ଜଣ ମହିଳା ନିଖୋଜ
ଭୋପାଳ: ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ପ୍ରଦୀପ ମିଶ୍ରାଙ୍କ ସିହୋର ଜିଲ୍ଲାରେ ଥିବା କୁବେରେଶ୍ୱର ଧାମରେ ଶିବ ମହାପୁରାଣ କଥା ଏବଂ ରୁଦ୍ରାକ୍ଷ ବିତରଣ ମହୋତ୍ସବ ଆରମ୍ଭ ହୋଇଛି। ରୁଦ୍ରାକ୍ଷ ବିତରଣ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଯୋଗ ଦେଇଛନ୍ତି । ଏହି କାରଣରୁ ଆଜି ଇନ୍ଦୋର-ଭୋପାଳ!-->…
ଲିଭ ଇନ୍ ପାର୍ଟନରଙ୍କୁ ହତ୍ୟା କରିବା ପୂର୍ବରୁ ପାର୍ଟି କରିଥିଲେ ବୟଫ୍ରେଣ୍ଡ
ନୂଆଦିଲ୍ଲୀ : ଲିଭ ଇନ୍ରେ ରହୁଥିବା ନିଜ ଲାଇଫ ପାର୍ଟନରଙ୍କୁ ହତ୍ୟା କରି ଫ୍ରିଜ୍ରେ ରଖିବା ମାମଲାରେ ତଦନ୍ତରୁ ନୂଆ ନୂଆ ଖିଅ ସାମ୍ନାକୁ ଆସୁଛି। ଫେବୃଆରୀ ୧୦ରେ ୨୨ ବର୍ଷୀୟ ଯୁବତୀ ନିକ୍କି ଯାଦବଙ୍କୁ ତାଙ୍କ ପାର୍ଟନର ସାହିଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ତାଙ୍କ!-->…
ଦିଲ୍ଲୀରେ ‘ଆଦି ମହୋତ୍ସବ’କୁ ଉଦଘାଟନ କଲେ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ସର୍ବବୃହତ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ!-->…
ବିଏମ୍ସି ନୂଆ କାର୍ଯ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବଦଳିଲା ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ!-->…
ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା: ମନ୍ତ୍ରୀ
ନୂଆଦିଲ୍ଲୀ :
ଆସନ୍ତା ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଆସିବେ। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ଏହା କହିଛନ୍ତି। ଉଚ୍ଚାଭିଳାଷୀ ଚିତା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆଠଟି ଚିତା!-->!-->!-->…
ବିବିସି ଉପରେ ତୃତୀୟ ଦିନରେ ଚଢ଼ଉ ଜାରି : ଘରୁ କାମ କରୁଛନ୍ତି କର୍ମଚାରୀ
ନୂଆଦିଲ୍ଲୀ : ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ଅଧିକାରୀମାନେ ଆଜି ତୃତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ତଲାସ ଜାରି ରଖିଛନ୍ତି। ଦିଲ୍ଲୀ ବିବିସି କାର୍ଯ୍ୟାଳୟର ପ୍ରାୟ ୧୦ ଜଣ ବରିଷ୍ଠ କର୍ମଚାରୀ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ପରଠାରୁ!-->…
ଦିଲ୍ଲୀରେ ହାରିଲା ଆପ୍, ଜିତିଲା ବିଜେପି: ଇତିହାସ ରଚିଲେ କୌଶର ଜାହାଁ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି(ଆପକୁ) ଦିଲ୍ଲୀରେ ଶକ୍ତ ଝଟକା ଲାଗିଛି। ବିଜେପିର କୌଶର ଜାହାଁ ଗୁରୁବାର ଦିଲ୍ଲୀ ହଜ କମିଟିର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଆପ୍ ଦିଲ୍ଲୀ ହଜ୍ କମିଟିରୁ କର୍ତ୍ତୃତ୍ୱ ହରାଇଛି। ଦିଲ୍ଲୀ ଇତିହାସରେ କୌଶର!-->…