ଛତ୍ରପୁର ବ୍ଲକସ୍ତରୀୟ ସାମର୍ଥ୍ୟ ତାଲିମ ଶିବିର

ଛତ୍ରପୁର : ସ୍ଥାନୀୟ ଗଣେଶ ବିଦ୍ୟାପୀଠ ଠାରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଆୟୋଜିତ ଛତ୍ରପୁର ବ୍ଲକ୍ ସ୍ତରୀୟ ସାମର୍ଥ୍ୟ ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି l ଏହା ଗତ 14 ତାରିଖ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଇଓ ସୀତାରାମ ପାତ୍ର,

କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ବାଲିଗୁଡ଼ାରେ ବିଜେଡ଼ିର ରଣ ହୁଙ୍କାର

ବାଲିଗୁଡ଼ା : କେନ୍ଦ୍ର ସରକାର ବିରୋଧରେ ବିଜେଡ଼ିର ରଣ ହୁଙ୍କାର। ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟି ଏବଂ ରାଜ୍ୟରୁ ଚାଉଳ ଉଠାଇବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ସୁନ୍ଦରଗଡ଼ ବିଜେଡି…

ସୁନ୍ଦରଗଡ଼ (୧୬/୦୨) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ୧୦ କିଲୋ ଚାଉଳ ଦେବାର ନିୟମ ଥିବା ବେଳେ କେନ୍ଦ୍ର ସରକାର ୫ କିଲୋ ଚାଉଳ କାଟି ଦେଇ କେବଳ ୫ କିଲୋ ଦେଇ ଥିବାରୁ ସୁନ୍ଦରଗଡ଼ ବିବେକାନନ୍ଦ ଛକ ଠାରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ( ପୌରାଞ୍ଚଳ ଓ ସଦର

ଫିରିଙ୍ଗିଆ ବ୍ଲକ ବିଜେଡି ତରଫରୁ କେନ୍ଦ୍ର ସରକାର ବିରୁଦ୍ଧରେ ଦାବିପତ୍ର ପ୍ରଦାନ, ପ୍ରତିବାଦ ସଭା…

ଫିରିଙ୍ଗିଆ : ସାରା ରାଜ୍ୟରେ କିଛିଦିନ ହେଲା ପିଡିଇସ ଚାଉଳ କୁ ନେଇ ରାଜନୀତି ସର୍ଗରମ ରହିଥିବା ବେଳେ ଏହି ଚାଉଳ ରାଜନୀତି ର ପ୍ରଭାବ ଅଧିସୁତ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଦେଖିବାକୁ ମିଳିଛି | ଗୁରୁବାର ରାଜ୍ୟ ବିଜେଡି ର ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଚାଉଳ କମ୍ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଜେଡ଼ିର ବିରୋଧ

ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ୧୦ କେଜି ବଦଳରେ ୫ କେଜି ଚାଉଳ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡ଼ି । ଯାହାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି । ରାଜ୍ୟର ବିଭିନ୍ନ ସ୍ଥାନ ଭଳି ବ୍ରହ୍ମପୁର ସହରରେ ମଧ୍ୟ

ଘରେ ଏକା ଥିଲେ ମହିଳା, ରାତି ଅଧରେ ହାଣି ଦେଲେ ଦୁର୍ବୃତ୍ତ

ଛତ୍ରପୁର : ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । କେହି ଦୁର୍ବୃତ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏପରି ଚାଞ୍ଚଲ୍ୟକର ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି

ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ ସାମ୍ବାଦିକ ଶିବ ବିଶ୍ଵାଳ…

ଫୁଲବାଣୀ : ସମସ୍ତେ କହନ୍ତି କଳି ଯୁଗରେ ସବୁ ହଜିଯାଇଛି ମାନବିକତା ଓ ସଚ୍ଚୋଟତା l ଏହା ସମ୍ପୂର୍ଣ୍ଣ ଭୁଲ ଆଜିବି ବଞ୍ଚିଛି ମାନବିକତା, ସଚ୍ଚୋଟ ପଣିଆ ଏବଂ ଦାୟିତ୍ୱବାନ ନାଗରିକ କର୍ତ୍ତ୍ୟବ୍ୟ l ଯାହାର ଜ୍ଵଳନ୍ତ ଉଦାହରଣ ସାମ୍ବାଦିକ ଶିବ ବିଶ୍ଵାଳ l ମାନସିକ ଅନଗ୍ରସର ତଥା ଭିନ୍ନକ୍ଷମ ପୁଅର

ଆଇଏମସି ତରଫରୁ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ସଭାଗୃହରେ ଆଇ ଏମ ସି ତରଫରୁ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ତାହାର ଟିପ୍ସ ଦିଆଯାଇଥିଲା l

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ

ନବରଙ୍ଗପୁର : ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ । ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦ୍ଵାରା ନବରଙ୍ଗପୁର ଠାରୁ ସାଗରମୁଣ୍ଡା ପର୍ଯ୍ୟନ୍ତ ଖୋଳି ଦିଆଯାଇଛି ହେଲେ ଦୀର୍ଘ ତିନି ମାସ ହେଲାଣି ପୂର୍ତ୍ତ ବିଭାଗ ର ଖାମଖିଆଲି

ଚାଉଳ ବନ୍ଦ ହେବାକୁ ନେଇ ହିଞ୍ଜିଳିକାଟୁ ବିଜେଡି ତରଫରୁ ପ୍ରତିବାଦ

ହିଞ୍ଜିଳିକାଟୁ ୧୫।୨ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିଛି ହିଞ୍ଜିଳିକାଟୁ ପୌରପରିଷଦ ବିଜେଡ଼ି | ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା ଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ