ବାହା ବେଦିରୁ କନ୍ୟା ଫେରାର…

ବଲାଙ୍ଗିର: ବାହାଘର ହେଉଛି ଏକ ପବିତ୍ର ସମ୍ପର୍କ । ସେହି ପ୍ରବିତ୍ର ସମ୍ପର୍କକୁ କିଛି ଯୁବକ ଯୁବତାମାନେ ଖେଳ ସହକାରେ ଗ୍ରହଣ କରିନେଉଛନ୍ତି । ସେହିପରି ଆଉ ଏକ ଖବର ସାମ୍ନାକୁ ଆସିଛି । ବାହାଘର ପରେ ପ୍ରେମିକ ସହ କନ୍ୟା ଫେରାର ହୋଇଛନ୍ତି । ଟାଉନ ଥାନା ବ୍ରାହ୍ମଣପଡା ସାହିରେ ଚାଲିଥିଲା

ରାସ୍ତା କଡ଼ରୁ ମିଳିଲା ମୃତଦେହ…

ଟିଟିଲାଗଡ଼: ଟିଟିଲାଗଡ଼ ବଲାଙ୍ଗୀର ରାସ୍ତା କଡ଼ରୁ ଶୁକ୍ରବାର ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡ଼ିଥିବା ଦେଖାଯାଇଥିଲା। ମୃତକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ନଟୁ

ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି…

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ । ମୁଖ୍ୟ ସଚେତନ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକମାନେ ଭେଟିଲେ । ଜୟନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ନିଜ ମତ ରଖିଛନ୍ତି

ସେ ଚାହିଁଲେ ମାରିପାରିବେ, ଯେଉଁଠିକି କହିବେ ସେଠାକୁ ଯିବି: ଜୟନାରାୟଣ

ଭୁବନେଶ୍ୱର: ‘ସେ କ’ଣ ଷଣ୍ଢ ପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୁଲିସ୍‌ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ।’ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ବିବାଦରେ ବିରୋଧୀ ଦଳ ନେତା

ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି…

ବଲାଙ୍ଗିର: ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି। ଧସ୍ତାଧସ୍ତିରେ ବିଜେଡିର ମହିଳା କାଉନସିଲର ଆହତ। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବିକାଶ କାମରେ କିଏ ବାଧା ସୃଷ୍ଟି କରୁଛି ସେନେଇ ପ୍ରଥମେ ଉଭୟ ଦଳ

ଦୁର୍ବୁତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର…

ଯାଜପୁର: ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳରେ ଥିବା ମା କାମୁଡ଼େଇ ପୀଠର ମୁଖ୍ୟ ଫାଟକ ସମ୍ମୁଖରେ କେତେକ ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି । ସୂଚନା ଅନୁଯାୟୀ କେଉଁଝର ଜିଲା ରାମଚନ୍ଦ୍ରପୁର ଥାନା

ଫିରିଙ୍ଗିଆ ବିଜେପି କର୍ମୀ ଙ୍କ ଦ୍ୱାରା ବିଡ଼ିଓ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦଶ ଦଫା ଦାବିପତ୍ର ପ୍ରଦାନ…

ଫିରିଙ୍ଗିଆ,-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସମସ୍ତ ବରିଷ୍ଠ ବିଜେପି କର୍ମୀମାନେ ଏକତ୍ରିତ ହୋଇ ଫିରିଙ୍ଗିଆ ବ୍ଲକ ଅଫିସ ରେ ପହଂଚି ବିଡ଼ିଓ ଙ୍କ ଜରିଆରେ ଜିଲ୍ଲପାଳ ଙ୍କ ଉଦେଶ୍ୟ ରେ ଏକ ଦଶଦଫା ଦାବୀପତ୍ର ପ୍ରଦାନ କରିଛନ୍ତି |ହନୁମାନ ମନ୍ଦିର କୁ ସୋଲାର ଲାଇଟ ବ୍ୟବସ୍ଥା, ପାଣି ଏବଂ

ବିଏସଏଫ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଜନସମ୍ପର୍କ ଶିବିର ଅନୁଷ୍ଠିତ…

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଗ୍ରାମ ପଞ୍ଚାୟତର ଡଲିଆମ୍ବ ଠାରେ ଜନ୍ତାପାଈ ସ୍ଥିତ ୧୭୭ ବାଟାଲିୟନ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର ର ଆୟୋଜନ କରାଯାଇଥିଲା।ଏହି

କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ…

ଫୁଲବାଣୀ :- କେନ୍ଦ୍ର ସରକାର ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ସହିତ ମାସକୁ ୧୦ କେଜି ଚାଉଳ ବଦଳରେ ହିତାଧ୍ୟାକାରୀଙ୍କୁ ମିଳିବ ୫ କେଜି ଚାଉଳ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ

ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ ଥାନାରେ ଅଟକ…

କାଶିପୁର :ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଦୋରାଗୁଡା ଥାନା ଡି କରଳ ଆଦିବାସି ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଆଦିବାସି ସାହିର ଏକ ଘରେ ଜଣେ ମହିଳାଙ୍କ ଏକ ଶୋବ ଉଧାର କରିଛି ଦୋରାଗୁଡା ପୋଲିସଏବଂ ହତ୍ୟା ସନ୍ଦେହରେ ପୋଲିସ ୨ଜଣକୁ ଅଟକ ରଖିଛି।ମୃତକ ଜଣକ ହେଉଛନ୍ତି ଶାପାଇ