ହାଇସ୍କୁଲ ଶିକ୍ଷକ ସଂଘ ତରଫରୁ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ମାଲକାନଗିରି (୧୭/୦୨) : ସରକାରୀ ହାଇସ୍କୁଲ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ମାଲକାନଗିରି ତରଫରୁ ଗଣଶିକ୍ଷା ସଚିବ ନିକଟ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଙ୍କ ଜରିଆରେ ଆଜି ଏକ ଦାବିପତ୍ର ପ୍ରଦାନ କରା ଯାଇଅଛି । ଦାବୀ ପତ୍ର ରେ ଉଲ୍ଲେଖ ରହି ଅଛି ଯେ ଓଡିଶାର ମାନ୍ୟବର

ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସମ୍ବର୍ଦ୍ଧନା

ମାଲକାନଗିରି (୧୭/୦୨) : ମାଲକାନଗିରି ଜିଲ୍ଲା ସଦର ମହକୁମା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୁଲ୍ୟରେ ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଦେବବ୍ରତ ମହାରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲ। । ସେ ମାଲକାନଗିରିର ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାରଣା ଓ

ଆଙ୍କୋରଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…

ହିଞ୍ଜିଳିକାଟୁ ୧୭।୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଙ୍କୋରଡା ରେ ଶୁକ୍ରବାର ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଉତ୍ସବରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ

୫ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୬ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅନଙ୍ଗ ନାୟକ ୬୭ ଙ୍କୁ ଦୋଷୀ

ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ମୃତ ଘୋଷଣା କଲେ ଡାକ୍ତର…

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି।ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତୁରୀପଡ଼ାର ତଫିନ ପ୍ରଧାନ(୨୫)

ଜିଲ୍ଲାସ୍ତରୀୟ ଯୁବନେତୃତ୍ୱ କାର୍ଯ୍ୟକ୍ରମ ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତିନିଦିନିଆ ଯୁବନେତୃତ୍ବ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର

ଆଧ୍ୟାତ୍ମିକତା ହିଁ ମଣିଷକୁ ସୁଖ ଦେଇଥାଏ

ଶ୍ରୀମା ପ୍ରକାଶନୀର ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ କଟକ : କଟକସ୍ଥିତ ଶ୍ରୀମା ପ୍ରକାଶନୀର ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଚହଟାସ୍ଥିତ ଶ୍ରୀରାମନିଗମେଶ୍ବର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି

ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର…

ବ୍ରହ୍ମପୁର ଖୋଡାସିଙ୍ଗି ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ତେବେ ଯୁବକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।ମୃତକ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ୟୁନିଭରସିଟି ଜଗନ୍ନାଥ ବିହାରର ଦୀପକ ଗୌଡ଼ ଓରଫ୍ କାହ୍ନା । ଗୁରୁବାର

ଗୋପାଳପୁର-ସମ୍ବଲପୁର ରେଳପଥ : କାମ ଆଗେଇଲା, ଆଶା ବଢ଼ିଲା

ବ୍ରହ୍ମପୁର : ବହୁ ପ୍ରତୀକ୍ଷିତ ଗୋପାଳପୁର-ସମ୍ବଲପୁର ରେଳପଥ କାମ ଶେଷରେ ଆଗେଇଛି। ଓରିଡିଏଲ୍‌ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌) ତରଫରୁ ଚୂଡ଼ାନ୍ତ ଲୋକେସନ୍‌ ସର୍ଭେ ବା ସ୍ଥଳ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗୋପାଳପୁର ବନ୍ଦରଠାରୁ

ପଞ୍ଚାୟତିରାଜ ଫଣ୍ଡରେ ହାତ ନ ମାରନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ  ଶିଶୁ ଓ ମହିଲାଙ୍କ କ୍ଷେତ୍ରରେ ପଞ୍ଚାୟତରାଜି ବିଭାଗର ଭୂମିକା ନେଇ ଜାତୀୟ କର୍ମଶାଳା ମଞ୍ଚରେ ପଞ୍ଚାୟତରାଜି ମନ୍ତ୍ରୀ