ଶିବ ସାଧନା ନୁହେଁ, ସାରା ଦେଶରେ ଚାଲିଛି ଶବ ସାଧନା !

ହରିହର ତ୍ରିପାଠୀ ଆଜି ଶିବରାତ୍ରୀ । ଭଗବାନଙ୍କ ଶଙ୍କରଙ୍କ ଆରାଧନାର ଦିବସ । ଦେଶ ଓ ରାଜ୍ୟର ସବୁ ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ । ଆଶୁତୋଷଙ୍କୁ ସନ୍ତୁଷ୍ଟ କରିବା ସହଜ ବୋଲି ଭକ୍ତମାନେ ଏହି ବ୍ରତଟିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ତ୍ୟାଗର ଦେବତାଙ୍କ ପାଖେ ଭୋଗ ଲାଗି

ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ କ୍ରୀଡା ପ୍ରତିଭାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଚିତ୍ରକୋଣ୍ଡା:(୧୭/୦୨/୨୦୨୩) ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତ ରେ ଭାଗ ନେଇ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରଥିବା ଜଣେ ଛାତ୍ରଙ୍କୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ  ରାଲେଗାଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀ କମଳୁ ହ୍ୱନ୍ତାଳ, ବ୍ଲକ ଶିକ୍ଷା ଅଧିକାରୀ ଓ ଗ୍ରାମବାସୀଙ୍କ ପକ୍ଷରୁ

ମହାଶିବରାତ୍ରି ରେ ଚଳ ଚଞ୍ଚଳ ମାଲକାନଗିରିର ମଲ୍ଲିକେଶ୍ୱର ଶୈବ ପିଠ ସହ ବିଭିନ୍ନ ଶୈବ ପୀଠ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ । ସେଥି ମଧ୍ୟରୁ ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟସ୍ଥ ମଲ୍ଲିକେଶ୍ୱର ଶୈବ ପୀଠ ଅନ୍ୟତନ ଯେଉଁଠି ଭକ୍ତ ମାନଙ୍କ ଲମ୍ବା ଲାଇନ ଲାଗିଥାଏ । ଚଳିତ ବର୍ଷ

ଚିତ୍ରକୋଣ୍ଡା କଂଗ୍ରେସ ପକ୍ଷରୁ ହାତସେ ହାତ୍ ଜୋଡ କାର୍ଯ୍ୟକ୍ରମର ବିଶାଳ ସମାବେଶ…

ଚିତ୍ରକୋଣ୍ଡା:(୧୭/୦୨/୨୦୨୩) ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଚିତ୍ରକୋଣ୍ଡା ହାଟପଦା ଠାରେ  ହାତ ସେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ

ମହାଶିବରାତ୍ରୀ ଉପଲକ୍ଷେ ରାଉରକେଲା ବେଦବ୍ୟାସ ପୀଠରେ ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୫ ଯାଏଁ ଚାଲିବ ମେଳା

ଟ୍ରାଫିକ ପରିଚାଳନା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଓ ଆଲୋକୀକରଣ ଆଦି ଉପରେ ବିଶେଷ ପଦକ୍ଷେପ ସୁନ୍ଦରଗଡ଼/କୁଆଁରମୁଣ୍ଡା , ୧୭ ଫେବ୍ରୁଆରି ୨୦୨୩: ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯିବ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ (କସ୍ତୁରବା ଗାନ୍ଧୀ ବାଳିକା) ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ପ୍ରଦୀପ

ଏମକେସିଜିର କାଜୁଆଲିଟି ଓ ଟ୍ରୋମା କେୟାର ପରିଦର୍ଶନ କଲେ ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ସମ୍ପାଦକ

ବ୍ରହ୍ମପୁର : ଏମକେସିଜି ମେଡିକାଲର କାଜୁଆଲିଟି ଓ ଟ୍ରୋମା କେୟାର ପରିଦର୍ଶନ କଲେ ମାନ୍ୟବର ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ସମ୍ପାଦକ ସମ୍ପାଦକ ସଞ୍ଜୟ ମିତ୍ତଲ । ସାରା ଦେଶରେ ଟ୍ରମା କେୟାର କୁ ସୁଚାରୁ ରୁପେ ପରିଚାଳନା ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବଢୁ ଥିବା

ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ଫିରିଙ୍ଗିଆ : ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) କନ୍ଧମାଳ ଜିଲ୍ଲା ଶାଖା

ଆୟୁର୍ବେଦିକ ଆୱାରନେସ ପ୍ରୋଗ୍ରାମ

ଫୁଲବାଣୀ :- ଫୁଲବାଣୀ ନାରାୟଣୀ କଲ୍ୟାଣ ମଣ୍ଡପ ଠାରେ ଏକ ଆୟୁର୍ବେଦିକ ଆୱାରନେସ ପ୍ରୋଗ୍ରାମ ଆୟୋଜନ କରା ଯାଇଥିଲା l ଜିଲ୍ଲା ବରିଷ୍ଠ ନାଗରିକ ସଂଘକୁ ନେଇ ସମ୍ମାନିତ ଅତିଥି ପି. କେ. ମଣ୍ଡଳ, ନବୀନ କିଶୋର ପଣ୍ଡା, ବି. ନ. ପାଣିଗ୍ରାହୀ ଉପସ୍ଥିତ ଥିଲେ | ଏହି ପ୍ରୋଗ୍ରାମ ପ୍ରଧାନ ମଡ଼ର୍ଣ୍ଣ

ଫେବୃଆରୀ ୨୦ ଯାଏ ପୁଲିସ୍‌ ହେପାଜତକୁ ଗଲେ ପୃଥ୍ୱୀ ଶ’ଙ୍କ ସହ ଝଗଡ଼ା କରିଥିବା ଯୁବତୀ

ନୂଆଦିଲ୍ଲୀ : ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ସେଲଫି ପାଇଁ ଗଣ୍ଡଗୋଳ କରିବା ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ଆଜି କୋର୍ଟ ସ୍ୱପ୍ନାଙ୍କୁ ଫେବୃଆରୀ ୨୦ ଯାଏ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ସ୍ୱପ୍ନା ଓ ତାଙ୍କ