ଡ୍ରୋନ୍‌ରେ ଆସିଲା ଔଷଧ; ୪୦ କିଲୋମିଟରକୁ ଲାଗିଲା ୩୦ ମିନିଟ୍…

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଗଢ଼ୱାଲ ଜିଲ୍ଲାର ତେହରି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଏକ ଡ୍ରୋନ୍‌ରେ ଔଷଧ ଆସିଥିଲା। ଟିବି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଔଷଧକୁ ଋଷିକେଶ ସ୍ଥିତ ଏମ୍‌ସରୁ ପଠାଯାଇଥିଲା। ଋଷିକେଶରୁ ତେହରି ୪୦ କିଲୋମିଟର ଦୂରତା ହୋଇଥିବା ବେଳେ ଡ୍ରୋନ୍‌ଟିକୁ

ଜୟନାରାୟଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର…

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ଥାନା ଅଧିକାରୀ ଧସ୍ତାଧସ୍ତି ବିବାଦ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,

ଜୟନାରାୟଣ ମିଶ୍ରଙ୍କୁ ସରକାର ସୁରକ୍ଷା ଦିଅନ୍ତୁ: ଡି ପୁରନ୍ଦେଶ୍ବରୀ…

ଭୁବନେଶ୍ବର: ଓଡ଼ିଶାରେ ଆଇନ ଶୃଙ୍ଖଳାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ପକ୍ଷରୁ ବୁଧବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଗୁରୁବାର କହିଛନ୍ତି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଭଳି ଭାବେ

ମୋତେ ହତ୍ୟା କରିବା ପାଇଁ ସରକାର ଚକ୍ରାନ୍ତ ଚଳାଇଛନ୍ତି: ଜୟନାରାୟଣ

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଆଜି ଏପରି ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ

ଅନୁଭବ- ବର୍ଷା ପାରିବାରିକ ମାମାଲା: ବର୍ଷାଙ୍କର ହେଲା ସାକ୍ଷ୍ୟଗ୍ରହଣ…

କଟକ: ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ଶେଷ । କୋର୍ଟରୁ ଗଲେ ବର୍ଷା-ଅନୁଭବ । ବର୍ଷାଙ୍କର ସାଖ୍ୟଗ୍ରହଣ ହୋଇଛି । ବର୍ଷା ପ୍ରିୟଦର୍ଶିନୀ ସମୟରେ ଆସି କୋର୍ଟରେ ଉପସ୍ଥିତ ହୋଇଥିଲେ । ଆଜି ଦୁଇଟି ପର୍ଯ୍ୟାୟରେ ଜେରା ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆଜି ପ୍ରକ୍ରିୟା

୩ ହାର୍ଡକୋର ମାଓବାଦୀ ସମେତ ୩୩ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ୩ ହାର୍ଡକୋର ମାଓବାଦୀ ସମେତ ୩୩ ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ତିନି ହର୍ଡକୋର୍ ମାଓବାଦୀଙ୍କ ମୁଣ୍ଡ ଉପରେ ରେ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଆତ୍ମସର୍ପଣ ମାଓ ସମର୍ଥକ ସମସ୍ତେ କିଷ୍ଟାରାମ୍

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ…

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଗାଦି ଛାଡ଼, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍‌ଆଇ…

କୁଚିଣ୍ଡା: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍‌ଆଇ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋଛରା ଆରଆଇ ସତ୍ୟନାରାୟଣ କାଉଡ଼ି ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି । ଜମି ପଟ୍ଟା କରିବା ପାଇଁ ରିପୋର୍ଟ ଦେବାକୁ ସେ ଲାଞ୍ଚ ନେଉଥିଲେ । ଆରଆଇ ସତ୍ୟନାରାୟଣଙ୍କଠାରୁ ଲାଞ୍ଚ

ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲା : ୫ ମାସ ପରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ..

ଭୁବନେଶ୍ବର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ । ଆଜି ସମ୍ବଲପୁରରୁ ସୌମ୍ୟଜିତ୍‌କୁ ଭୁବନେଶ୍ୱର ଆଣିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ

ଜୀବନ ବଞ୍ଚାଇଲେ ଟ୍ରାଫିକ କନେଷ୍ଟବଳ…

ଭୁବନେଶ୍ୱର: ଟ୍ରାଫିକ କନେଷ୍ଟବଳଙ୍କ ମହାନତା । ଦୁର୍ଘଟଣା ପରେ ଆଶୁ ଚିକିତ୍ସା କଲେ ଟ୍ରାଫିକ କନେଷ୍ଟବଳ ସରୋଜ କୁମାର ପୃଷ୍ଟି। ମ୍ୟୁଜିୟମ ଛକରେ ଅଚାନାକ ବାଇକ୍ ରୁ ପଡ଼ି ରକ୍ତାକ୍ତ ହୋଇପଡିଲେ ଯୁବକ । ସଙ୍ଗେ ସଙ୍ଗେ ସେଠାରେ ଡ୍ୟୁଟି କରୁଥିବା ପୋଲିସ୍ ବାବୁ ତାଙ୍କୁ ଉଠାଇ ଆଶୁ