Sign in
Sign in
Recover your password.
A password will be e-mailed to you.
ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ବ୍ରହ୍ମପୁର ଝିଅ ମଧୁସ୍ମିତା, ଚାରିଆଡ଼ୁ ପ୍ରଶଂସାର…
ବ୍ରହ୍ମପୁର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବ୍ରହ୍ମପୁରର ଝିଅ ମଧୁସ୍ମିତା ପାତ୍ର। ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ ସଫଳତାର ସହ ଆରୋହଣ କରି ସୁନାମ ଅର୍ଜନ କରିଛନ୍ତି। ମଧୁସ୍ମିତା ପାତ୍ର ୧୦ ତାରିଖରେ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣରେ ବାହାରି ଥିଲେ।!-->!-->!-->…
ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ…
ଗଞ୍ଜାମ: ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଫାଣ୍ଡି ଅଧିନସ୍ଥ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମ ନିବାସୀ ନୋଳିଆ ଧୀବାର ଏନ. କାଳିଆ ( ୩୫ ବର୍ଷ)। ଆଜି ଭୋର ଚାରିଟା ସମୟରେ ସେ ଡ଼ଙ୍ଗା ଧରି ସମୁଦ୍ରକୁ ମାଛ!-->!-->!-->…
ଅସୁରଛାପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
‘ସୁସ୍ଥ ଓ ସଫଳ ସମାଜ ପାଇଁ ଭଲ ମଣିଷର ଆବଶ୍ୟକତା ରହିଛି’
ରାଉରକେଲା : (ନିସର୍ତ୍ତ):ଦକ୍ଷିଣ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସୁରଛାପଲର ୪୮ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର!-->!-->!-->!-->!-->…
ବ୍ରହ୍ମାକୁମାରୀ ଛତ୍ରପୁର ସଂଗଠନ ପକ୍ଷରୁ ଶିବ ପରମାତ୍ମାଙ୍କ ବାଣୀ ପ୍ରଚାର ଅଭିଯାନ ଜାରୀ…
ଛତ୍ରପୁର :ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କିର ସୁସଜ୍ଜିତ ରଥ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ପରିଭ୍ରମଣ କରିଥିଲା । ନିକଟ ଭବିଷ୍ୟତରେ ଆସିବାକୁ ଥିବା ସତ୍ୟଯୁଗୀ ଦୈବୀ ଦୁନିଆର ଏହା!-->…
ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା…
ଛତ୍ରପୁର : ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗ୍ରାମରେ ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ!-->!-->!-->…
ବିନା ଫଳକ ତଥା ଧର୍ମକୁ ଆଖି ଠାର ନୀତିରେ ଚାଲିଛି ରାସ୍ତା କାମ…
ଯନ୍ତ୍ରୀ ଓ ଠିକାଦାର ମାଲା ମାଲ ପ୍ରଶାସନ ନିରବ ଦ୍ରଷ୍ଟା....
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ର ମୁଖ୍ୟତଃ ଉମେରକୋଟ, ଝରୀଗାଁ, ତଥା ରାଇଘର ବ୍ଲକ ଅଞ୍ଚଳ ରେ ଦୁର୍ନୀତି ଚରମ ସୀମା ରେ ପହଞ୍ଚି ଯାଇଛି l ସରକାରୀ ଯୋଜନା ଏଠାରେ ବାଟମାରଣା କହିଲେ କିଛି ଭୁଲ ହେବ ନାହିଁ ଯେଉଁଠି ହାତ ମାରିବ!-->!-->!-->…
ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ..
‘ସତ୍ୟ ଓ ମାନବିକତାର ଶିକ୍ଷା ମୂଲ୍ୟବୋଧ ସୃଷ୍ଟିରେ ସହାୟକ ହୁଏ.,..ରାଉରକେଲା ,୧୫ା୨(ବସନ୍ତ କୁମାର ଜେନା): ଲାଠିକଟା ବ୍ଲକ ଅନ୍ତର୍ଗତ ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ମୁଣ୍ଡାଯୋର ସରକାରୀ ଉ.ପ୍ରା ବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ବିଦ୍ୟାଳୟ ପରିସରରେ!-->!-->!-->…
ମହାପୁଋଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ସ୍ଥାନୀୟ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ମହାପୁଋଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ତଥା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ!-->…
କମଳା ପ୍ରକାଶିନୀ ଲୋକାର୍ପଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ନୂଆକରି କମଳା ପ୍ରକାଶିନୀ ର ଲୋକାର୍ପଣ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ, ଜଣାଶୁଣା ସାହିତ୍ୟିକ ଓ ସମାଜସେବୀ ଡ଼ଃ!-->…
ଖଜୁରୀପଡାରେ ମାତୃପିତୃ ପୂଜନ ଦିବସ ପାଳିତ
ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଖଜୁରୀପଡା ଶାଖାରେ ମାତୃ ପିତୃ ପୂଜନ ଦିବସ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇ ଯାଇଛି l ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମା ବାପା ମାନେ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଆମ ସଂସ୍କୃତି ଓ ପରମ୍ପରା କୁ!-->…