Sign in
Sign in
Recover your password.
A password will be e-mailed to you.
ହାଇ ସିକ୍ୟୁରିଟି ନମ୍ୱର ଉଲ୍ଲଂଘନ ପାଇଁ ୨୬୭୪ ଗାଡ଼ିକୁ ଜରିମାନା…
ଭୁବନେଶ୍ୱର :କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍(ଏଚ୍ଏସ୍ଆର୍ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ୨୬୭୪ଟି ଯାନ ବିରୋଧରେ ଚାଲାଣ କାଟିଛି। ଫେବ୍ରୁଆରୀ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଭିତରେ ଏହି!-->…
ନବ ଦାସ ହତ୍ୟା ଏକ ଆରେଞ୍ଜ ମର୍ଡର : ବିଜୟ ମହାପାତ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର। ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଛି। ଡିଜି କେତେ!-->…
ପରିଣତ ବୟସ ରେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା…
ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ରୁଗୁଡିସାହି ଗାଁ ଯମୁନା କହଁର । ବୟସ ୬୭ ବର୍ଷ ବୟସରେ ମିଳୁନାହିଁ ଭତ୍ତା ଦୁଃଖ କଷ୍ଟ ରେ ଅପେକ୍ଷା ବସିଛି ସମସ୍ତ ଙ୍କ ଭଳି ମୋ ପାଇଁ ସରକାରଙ୍କ ତରଫରୁ ଭତ୍ତା ନାହିଁ । ବୟସ ର ଶେଷ ସମୟରେ ସରକାର ମାଳ ମାଳ ଯୋଜନା!-->!-->!-->…
ମହିଳା ଥାନା ଅଧିକାରୀଙ୍କୁ ଧକ୍କା ଦେଲେ ଜୟ ନାରାୟଣ…
ସମ୍ବଲପୁର: ଜଣେ ମହିଳା ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ଆଣିଛନ୍ତି ଥାନା ଅଧିକାରୀ। ସେପଟେ ଥାନା ଅଧିକରୀଙ୍କ ବିରୁଦ୍ଧରେ ପାଲଟା!-->…
ନିଆଁରେ ପୋଡିଗଲା ୩୦ ବଖରା ଘର; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ…
କାମାକ୍ଷାନଗର: ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି!-->…
ଏଣିକି ନିୟମିତ ଭାବେ ବ୍ୟାୟାମ କରିବେ ପୋଲିସ, ପ୍ରତି ୧୫ ଦିନରେ କରାଯିବ ଓଜନ ଯାଞ୍ଚ…
ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ପରେ ପୋଲିସର ତତ୍ପରତା । ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ବା ୟୁପିଡିରେ ଫିଟନେସ୍ ଚିନ୍ତା । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୭ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଆଇନ ଶୃଙ୍ଖଳା ବିଭାଗରେ କାର୍ଯ୍ୟରତ ଥିବା ପୋଲିସ!-->…
ଚୌଦ୍ୱାର ଜେଲରେ ଗୋପାଳର ସୁରକ୍ଷା ସମ୍ପର୍କରେ ଆଲୋଚନା କଲେ ଡିଜି ମନୋଜ ଛାବ୍ରା
କଟକ: ନବ ଦାସ ମୃତ୍ୟୁ ମାମଲାରେ ଗିରଫ ପୂର୍ବତନ ଏଏସଆଇ ଗୋପାଳ ଦାସକୁ ଝାରସୁଗୁଡାରୁ ଚୌଦ୍ୱାର ପଠାଯାଇଛି । ତେବେ ଏହାପରେ ଚୌଦ୍ୱାରରେ ପହଞ୍ଚିଛନ୍ତି ବିଭାଗୀୟ ଡିଜି ମନୋଜ ଛାବ୍ରା । ଜେଲରେ ଗୋପାଳକୁ ରଖାଯିବା ପରେ ଚୌଦ୍ୱାର ଗସ୍ତରେ ଆସିଛନ୍ତି ଡିଜି ।
ଏଠାରେ ଗୋପାଳର ସୁରକ୍ଷା!-->!-->!-->…
ମାଣ୍ଡିଆପଲ୍ଲୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗଞ୍ଜାମ ଜିଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି!-->…
ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ବେଳେ ଜଳିଗଲେ ୩ ନାବାଳକ: ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର
ରାୟଗଡ଼ା: ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ। ୨୫କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣ ବଳକାକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି କଲ୍ଯାଣସିଂହପୁର ଥାନା ଅନ୍ତର୍ଗତ ଭାଲୁ!-->…
ଜାଗର ଯାତ୍ରା ପାଇଁ ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ
ଭୁବନେଶ୍ୱର: ଫେବ୍ରୁଆରୀ ୧୮ ତାରିଖରେ ପାଳନ ହେବ ପବିତ୍ର ମହାଜାଗର । ଏଥିପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର ହୋଇସାରିଛି ।
ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ଅନ୍ୟ ପୂଜାବିଧି ପାଇଁ ମଧ୍ୟ!-->!-->!-->…