Sign in
Sign in
Recover your password.
A password will be e-mailed to you.
କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ସଚିବ ଗିରଫ…
ତ୍ରିଭେନ୍ଦ୍ରମ : ଲାଇଫ୍ ମିଶନ ସ୍କାମ ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପୂର୍ବତନ ମୁଖ୍ୟ ସଚିବ ଏମଶିବ ଶଙ୍କରଙ୍କୁ ଗିରଫ କରିଥିବା ଜଣାଯାଇଛି। ଖବର ଅନୁଯାୟୀ ତାଙ୍କୁ ତିନି ଦିନ ଜେରା ପରେ ଗିରଫ କରାଯାଇଛି। ଲାଇଫ୍ ମିଶନ୍ ହେଉଛି!-->…
ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି…
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟିଥିବା ପୁଣି ଏକ ଅଭାବନୀୟ ଘଟଣାକୁନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶ୍ରଦ୍ଧା ୱାଲକରଙ୍କ ଭଳି ସମାନ ଢଙ୍ଗରେ ଆଉ ଜଣେ ଯୁବତୀଙ୍କ ଜୀବନ ଯାଇଛି। ଲିଭ ଇନରେ ଥିବା ଏହି ଯୁବତୀଙ୍କୁ ତାଙ୍କ ଲାଇଫ ପାର୍ଟନର ହତ୍ୟା କରିବା ପରେ ରହସ୍ୟର ଗୁମର ଫିଟୁଛି।!-->…
ନଦୀ ବୁଡ଼ି ଘଟଣା ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର…
ଚିତ୍ରକୋଣ୍ଡା:(୧୫/୦୨/୨୦୨୩) କୋଡିଏ ଘଣ୍ଟାର ବ୍ୟବଧାନ ଭିତରେ ବାଲିମେଳା ଜଳଭଣ୍ଡାର ମଧ୍ୟରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି l ସୂଚନା ଅନୁଯାଇ ଗତ କାଲି ଅପରାହ୍ନ ସମୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ!-->!-->!-->…
ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ଜାମ ନିୟନ୍ତ୍ରଣ ନିମନ୍ତେ ଚିତ୍ରକୋଣ୍ଡା ତହସିଲ ତରଫରୁ କଟକଣା ଜାରି…
ଚିତ୍ରକୋଣ୍ଡା:(୧୪/୦୨/୨୦୨୩) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ପକ୍ଷରୁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ରେ ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ଜାମ ନିୟନ୍ତ୍ରଣ ନିମନ୍ତେ କଟକଣା ଜାରି କରାଯାଇଛି l ମିଳିଥିବା ସୂଚନା ଅନୁଯାଇ!-->…
କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ : ୩ ମୃତ୍ୟୁ ୧୨ ଜଣ ଆହତ…
ବ୍ରହ୍ମପୁର : କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ!-->!-->!-->…
ବ୍ଲକସ୍ତରୀୟ କୃଷକ ସାଥୀ ସଂଘର ବୈଠକ ଅନୁଷ୍ଠିତ…
ଫିରିଙ୍ଗିଆ- ଫିରିଙ୍ଗିଆ ବ୍ଲକ ର ମାଝୀପଢ଼ା ଠାରେ ବ୍ଲକସ୍ତରୀୟ କୃଷକ ସାଥୀ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି ଶ୍ରୀ ଯୁକ୍ତ ବିଶ୍ଵାମିତ୍ର ମହାକୁଡ଼ ଙ୍କ ତତ୍ବାବଧାନରେ ୨୪ ଟି ପଞ୍ଚାୟତ ର ୪୮ ଜଣ କୃଷକ ସାଥୀ ଉପସ୍ଥିତ ରହି ବୈଠକ!-->!-->!-->…
ଛାତ୍ର କଲ୍ୟାଣ ମୂଳଦୂଆ ପକ୍ଷରୁ ବ୍ଲାକ ଡେ ପାଳନ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଛାତ୍ର କଲ୍ୟାଣ ମୁଳଦୂଆ ପକ୍ଷରୁ ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ପରିସରରେ ଛାତ୍ର କଲ୍ଯାଣ ମୁଳଦୂଆ ସଂଘର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ଦେବାଶିଷ ସାହାଣୀଙ୍କ ତତ୍ତ୍ୱାବଧାନରେ ବ୍ଲାକ ଡେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ!-->…
ଶିଶୁ ଅଧିକାର ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର ଉଦ୍ଯାପିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ସ୍ଥାନୀୟ ଘୁ. ଉଦୟଗିରି ବ୍ଲକରେ ଅନ୍ତରଙ୍ଗ ଯୁବ ମହାସଂଘ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଓ ପ୍ରଦାତ୍ତା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାତ ଦିନିଆ ଶିଶୁ ଅଧିକାର ଓ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର ଉଦଯାପନ ହୋଇଛି। ସାତ ଦିନିଆ ଏହି ଆଲୋଚନା ଚକ୍ର ବ୍ଲକର!-->…
ମିଗୁନପଦରରେ ୯୯ ବାଟାଲିୟନ ଦ୍ଵାରା ନୂତନ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା
ଫୁଲବାଣୀ : ମାଓ ପ୍ରବଣ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନୁପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କ୍ୟାମ୍ପ ଉଦଘାଟନ ସମୟରେ ଶ୍ରୀ ସମ୍ଭୁ ବୈଦ୍ୟ(ଅତିରିକ୍ତ କମାଣ୍ଡାଣ୍ଟ), ଶ୍ରୀ ସୁଭେନ୍ଦୁ ପାତ୍ର!-->…
ଫିନାଇଲ ପିଇଲେ ଆବାସିକ ଛାତ୍ରୀ…
ଚିତ୍ରକୋଣ୍ଡା: ଫିନାଇଲ ପିଇ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହେଲେ ଚିତ୍ରକୋଣ୍ଡା ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ସୁଜାତା ଖରା | ଛାତ୍ରୀ ସୁଜାତାର ପେଟ ବ୍ୟଥା ଯୋଗୁଁ ବାପାଙ୍କ ସହ ଘରକୁ ଯିବାପାଇଁ ବିଦ୍ୟାଳୟ କତୃପକ୍ଷ ଙ୍କୁ ଅନୁମତି ମାଗିଥିଲେ । ବିଦ୍ୟାଳୟ!-->…