ଫିନାଇଲ ପିଇଲେ ଆବାସିକ ଛାତ୍ରୀ…

ଚିତ୍ରକୋଣ୍ଡା: ଫିନାଇଲ ପିଇ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହେଲେ ଚିତ୍ରକୋଣ୍ଡା ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ସୁଜାତା ଖରା | ଛାତ୍ରୀ ସୁଜାତାର ପେଟ ବ୍ୟଥା ଯୋଗୁଁ ବାପାଙ୍କ ସହ ଘରକୁ ଯିବାପାଇଁ ବିଦ୍ୟାଳୟ କତୃପକ୍ଷ ଙ୍କୁ ଅନୁମତି ମାଗିଥିଲେ । ବିଦ୍ୟାଳୟ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃପିତୃ ପୂଜନ ଦିବସ…

ବାଲିଗୁଡା : ଓଡିଶା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବାଲିଗୁଡା ଶାଖା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ

ଇତିହାସ କଂଗ୍ରେସର ଆଲୋଚନା ଚକ୍ର ଅନୁଷ୍ଠିତ

ଫୁଲବାଣୀ : ଇତି ମଧ୍ୟରେ ପଂଚାୟତ ମହା ବିଦ୍ୟାଳୟ, ଫିରିଙ୍ଗିଆ ଦ୍ୱାରା ଇତିହାସ କଂଗ୍ରେସ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦଘାଟକ ଭାବେ ଯୋଗଦେଇଥିଲା ବେଳେ ଅଧ୍ୟାପକ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ | ଅନ୍ୟାନ୍ୟ

ନାବାଳିକାଙ୍କୁ ଅପହରଣ ଓ ବଳତ୍କାର : ଅଭିଯୁକ୍ତ ଗିରଫ

ଵ୍ରହ୍ମପୁର : ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ ବଳତ୍କାର କରିଥିବା ଅଭିଯୋଗରେ ବଡ ବଜାର ଥାନା ପୁଲିସ ଅପହରଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଆଇନା ବନ୍ଦ ସାହିର ଚନ୍ଦନ ନାୟକ ବୋଲି ପୁଲିସ କହିଛି ।ଅନ୍ୟ ପଟେ ଅପହରଣ ହୋଇଥିବା ନାବାଳିକାଙ୍କୁ ଆଜି ପୁଲିସ

ପୁଲୱାମା ସହିଦ୍ ଯବାନ ଅମର ରହେ…

ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ କଡ଼ରେ ପୁଲୱାମା ସହିଦ୍ ଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ଏକ ସ୍ମୃତିସଭା ଆୟୋଜନ ହୋଇଥିଲା l ମାର୍କେଣ୍ଡସ୍ୱର ଅଟୋ ଷ୍ଟେଣ୍ଡ ୟୁନିଅନ,ସ୍ଥାନୀୟ ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

କେନ୍ଦ୍ର ସରକାରଙ୍କ ଗରିବ ଓ କୃଷକ ମାରଣ ନୀତି ବିରୋଧରେ ୧୬ ଫେବୃଆରୀରେ ବିଜେଡ଼ିର ବିକ୍ଷୋଭ…

ବ୍ରହ୍ମପୁର : କେନ୍ଦ୍ର ସରକାରଙ୍କ ଗରିବ ଓ କୃଷକ ମାରଣ ନୀତି ବିରୋଧ ରେ ଆସନ୍ତା୧୬ ଫେବୃଆରୀ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଜିଲ୍ଲା ବିଜେଡି। ଏ ନେଇ ଭାବାନଗର ସ୍ଥିତ କାର୍ଯ୍ୟଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ମାତୃପିତୃ ପୂଜନ ଦିବସ ପାଳିତ

ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ସାରା ମାତୃ ପିତୃ ପୂଜନ ଦିବସ ବ୍ୟାପକ ଭାବେ ପାଳନ କରାଯାଇଛି l ସାମ୍ପ୍ରତିକ ସମୟରେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯୁବ ପିଢ଼ି ପାଶ୍ଚାତ୍ୟ ପ୍ରେମରେ ବୁଡ଼ି ଯାଉଛନ୍ତି, ବାପା ମାଆ ଭଳି ଅତି ଆପଣାର ସମ୍ପର୍କ

ପୁଲୱାମା ସହିଦ ଯବାନଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଫୁଲବାଣୀ : ଆଜି ଫେବୃଆରୀ ୧୪ ତାରିଖ। ୨୦୧୯ ଠିକ୍ ଆଜିର ଦିନ ଜlମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ୪୦ ଜଣ ସିଆରପିଏଫ ଯବାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବୋଳିଦାନକୁ ସମ୍ମାନ ଜଣେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ

ବିପଦର ବନ୍ଧୁ ସଂଗଠନ ତରଫରୁ ରକ୍ତଦାନ ଶିବିର

ହିଞ୍ଜିଳକାଟୁ (୧୪।୨) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ପୂଲୱାମା ଆକ୍ରମଣରେ ସହିଦ ସୈନିକ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଆୟୋଜନ ହୋଇଥିଲା।ଶିବିରରେ ଅତିଥି ଭାବେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ

ପରିବହନ ବିଭାଗ ଓ ପୋଲିସର ମିଳିତ ଗାଡ଼ି ଯାଞ୍ଚ…

ଦାରିଙ୍ଗବାଡି,୧୪/୨ : ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଦାରିଙ୍ଗବାଡି ସ୍ଥିତ ଡବେରୀ, ହିଲ ଭିୟୁ ଛକ ଓ କଫି ବଗିଚା ନିକଟରେ ଗାଡ଼ି ଯାଞ୍ଚ କରାଯାଇଥିଲା । ହେଲମେଟ ଯାଞ୍ଚ ସହ ଗାଡ଼ି କାଗଜ ପତ୍ର