କେନ୍ଦୁଝର ଦୁଇ ଶିଶୁ ପୁଅଙ୍କୁ ହତ୍ୟା ପରେ ମା’ର ଆତ୍ମହତ୍ୟା ମାମଲାର ଖୋଳତାଡ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଡୁରୁକୁଳିଆ ଗାଁରେ ଦୁଇ ଶିଶୁ ପୁଅଙ୍କୁ ହତ୍ୟା କରି କାହିଁକି ଜୀବନ ହାରିଲା ମାଆ ? ଏହା ପଛର କାରଣ କଣ ? ଜଣେ ମାଆ ଏଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ଏପରି ବହୁ ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଶବ

ଓଲଟିଲା ଯାତ୍ରୀବାହୀ ଘରୋଇ ବସ, ୨୦ ରୁ ଉର୍ଦ୍ଧ୍ୱ ଆହତ

ବାଲିଗୁଡା: କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ l ସାଲୁଙ୍କି ନାମକ ଘରୋଇ ବସ ର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ରେ ୧୫ ଗୁରୁତର ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l ସମସ୍ତ ଗୁରୁତର ଓ ଆହତ ଙ୍କୁ କୋଟଗଡ଼ ମେଡିକାଲ ରେ

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୯ଆହତ

ମୋହନା : ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଲୁଦୁମ୍ପଙ୍କା ଠାରେ l ଏକ ସୁଧ ଭୋଜିରେ ଯୋଗ ଦେବା ପାଇଁ ଡମ୍ବଗୁଡା ପଞ୍ଚାୟତ କୁଟାମା ଗ୍ରାମରୁ ୨୦ ଜଣ ଯାତ୍ରୀ ରାମ୍ବୁନଜୁ ଗ୍ରାମକୁ ଯାଉଥିବା ବେଳେ ଲୁଦୁମ୍ପଙ୍କା ଗ୍ରାମ ନିକଟସ୍ଥ ଏକ

ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍‌ ଆସୁଛି ଗୋପାଳ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍‌ ଆସୁଛି ଗୋପାଳ । ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି । ଚୌଦ୍ୱାର ସର୍କଲ ଜେଲ୍‌ର ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ । ଗୋପାଳକୁ ଜଗିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ୨୪

ଜିଲ୍ଲାପାଳ ସମ୍ମିଳନୀରେ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର ଲୋକଙ୍କ ସମସ୍ୟା ବୁଝ, ତ୍ୱରିତ ସମାଧାନ କର । ଦୁଇ ଦିନିଆ ଆଇଏଏସ୍‌ ସମ୍ମିଳନୀକୁ ଉଦଘାଟନ କରି ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଆହ୍ଵାନ ଦେଇଛନ୍ତି ।

ବାହାଘରର ଦୁଇ ଦିନ ପରେ ଦୁର୍ଘଟଣା ଚାଲିଗଲା ନବଦମ୍ପତିଙ୍କ ଜୀବନ

ବ୍ରହ୍ମପୁର: ଏଇ ଚାରି ଦିନ ତଳେ ସମ୍ପର୍କର ସୂତା ଖିଅରେ ଛନ୍ଦାଛନ୍ଦି ହୋଇ ଆରମ୍ଭ କରିଥିଲେ ନୂଆ ସଂସାର । ସାରା ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରେ ଝଟକୁଛି ବାହାଘର ତାରିଖ। ପ୍ରଭାଲିକାଙ୍କ ପାଖରେ ଲେଖାଅଛି ଭେନୁଙ୍କ ନାଁ । ହେଲେ ସତ ସତିକା ଜୀବନରେ

ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଜିଅନ୍ତା ଜଳିଗଲେ ଦୁଇ ଯୁବକ

କଟକ: କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଘଟିଛି ଏଭଳି ଘଟଣା। ସୂଚନାନୁସାରେ ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍‌ ଗେଟ୍‌

ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟି ଜଳିଗଲା ୧୧ ବଖରା

ବାଲେଶ୍ଵର: ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟି ନିଆଁରେ ଜଳିଗଲା ୧୧ବଖରା ଘର। ଏଥିରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ବସ୍ତିରେ ହୋଇଛି ଅଗ୍ନିକାଣ୍ଡ। ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସିଂଲା ଥାନା କାଦରାୟାଂ

୩୧ ତମ ରାଜ୍ୟ ଚଳଚିତ୍ର ପୁରସ୍କାର: ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ- ୨୦୧୯ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ସିନେମା ଜଗତ ସହ ଜଡିତ ପରଲୋକଗତ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି

ଯଦି ପ୍ରମାଣ ଅଛି କୋର୍ଟ ଯାଅ… ଆଦାନୀ ଗ୍ରୁପକୁ ନେଇ ମୁହଁ ଖୋଲିଲେ ଅମିତ ଶାହ

ନୂଆଦିଲ୍ଲୀ : ଗତ ୨୦ ଦିନ ହେବ ବିଶିଷ୍ଠ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ନେଇ ଖୁବ ହୋ ହଲ୍ଲା ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ଯାଏ ସରକାରକୁ ଘେରୁଛନ୍ତି ବିରୋଧୀ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରେ ଏହାକୁ ନେଇ ମୋଦି ସରକାରଙ୍କୁ ତୀକ୍ଷ୍ଣ ବାଣ