ଅନୁମତି ମିଳିଲାନି ନା ରାହୁଲ ନିଜେ ବିମାନ ବାତିଲ କରିଛନ୍ତି…?

ଲକ୍ଷ୍ନୌ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ବାରାଣସୀ ଯିବାକୁ ଚାହୁଁଥିବା ବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ରାହୁଲ ବାରାଣସୀ ଯିବାକୁ ଥିବା ବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କ ବିମାନକୁ ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଅବତରଣ ପାଇଁ ଅନୁମତି ମିଳି

୨୦୨୪ରେ ବି ବିଜେପି ସରକାର: ଶାହ

ନୂଆଦିଲ୍ଲୀ : ୨୦୨୪ରେ ବି ଆସିବ ବିଜେପି ସରକାର। ବିଜେପିର କାହା ସହ ପ୍ରତିଯୋଗୀତା ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ଭଲ ପ୍ରଦର୍ଶନ କରିବ। ଏକତରଫା ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ଗଠନ କରିବ ସରକାର। ୨୦୨୪ ନିର୍ବାଚନ ପୂର୍ବରୁ ଆଜି ଏଭଳି

କୃଷି ଯନ୍ତ୍ରପାତି ମେଳା କୃଷି ପ୍ରତି କୃଷକଙ୍କୁ ଆକୃଷ୍ଟ କରିବ…

ପାରଳାଖେମୁଣ୍ଡି : ଗଜପତି ଜିଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ୩ ଦିନ ଧରି ଚାଲିଥିବା ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଆବଶ୍ୟକତା ଓ କୃଷକଙ୍କୁ ରିହାତି ଦରରେ

ବଳାତ୍କାର ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର : ବ୍ରହ୍ମପୁରର ସ୍ବତନ୍ତ୍ର ପୋଷ୍କ ଜଜ୍‌ ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ପାଟପୁର ଥାନା ଅନ୍ତର୍ଗତ ପାଣ୍ଡୁରୁଖଲି ଗ୍ରାମର ଭଗବାନ ସେଠୀ।ପ୍ରକାଶ ଯେ, ଭଗବାନ ବଡ଼ବଜାରରେ

ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ…

ମୋହନା : ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ! ଆଜି ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ। ପୁଲିସ୍‌ ଆମ୍ୱୁଲାନ୍ସ ଡ୍ରାଇଭର ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍‌ ଆଜି ଯୋଡ଼ାଆମ୍ବ ଛକ ନିକଟରେ

ବାହାଘରକୁ ତିନି ଦିନ ବିତିନି, ହାତ ଧରାଧରି ହୋଇ ଚାଲିଗଲେ ଆର ପାରିକୁ !

ବ୍ରହ୍ମପୁର : ତିନି ଦିନ ତଳେ ପଡ଼ିଥିଲା ହାତ ଗଣ୍ଠି। ଲିଭିନି ଅଳତା, ଘରୁ ଯାଇନାହାନ୍ତି କୁଣିଆ ମୈତ୍ର। ହେଲେ ଆଜି ଲଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ବାହାଘର ତୃତୀୟ ଦିନରେ ସ୍ୱାମୀ-ସ୍ତ୍ରୀ ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ମଝି ରାସ୍ତାରେ ଧକ୍କା ଦେଲା ଟ୍ରକ୍ଟର। ଆଉ ହାତ ଧରାଧରି

ସ୍ୱାଭିମାନ ଅଞ୍ଚଳ ବଡପଡା ସରକାରୀ ବାଳିକା ଏସଏସଡ଼ି ବିଦ୍ୟାଳୟରେ ବାର୍ଷିକ ଉତ୍ସବ…

ଚିତ୍ରକୋଣ୍ଡା (୧୩/୦୨) : ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡପଡା ସରକାରୀ ବାଳିକା ଏସଏସଡ଼ି ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁ ଙ୍କ ଆହ୍ୱାନ କ୍ରମେ ଉକ୍ତ

ଆଇସିଆଇସିଆଇ ବ୍ୟାଙ୍କ ଓ ଆଇସିଆଇସିଆଇ ଫାଉଣ୍ଡେସନ ତରଫରୁ ମାଗଣା ଚକ୍ଷୁ ଶିବିର…

କାଶିପୁର : ଆଇସିଆଇସିଆଇ ବ୍ୟାଙ୍କ ଓ ଆଇସିଆଇସିଆଇ ଫାଉଣ୍ଡେସନ ତରଫରୁ କାଶୀପୁର ବ୍ଲକ ର ଆଠଟି ପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆଜି ଆରମ୍ଭ ହୋଇଯାଇଛି | ଶିବିରରେ ଭିଜନ ସ୍ପ୍ରିଙ୍ଗର ଅଭିଜ୍ଞ ଆଖି ଡାକ୍ତରଙ୍କ ଦ୍ୱାରା ମାଗଣାରେ ଚକ୍ଷୁ ପରୀକ୍ଷା କରିବାର ବ୍ୟବସ୍ଥା ହୋଇଛି | ଅତି

ଆସ୍କାରୋଡସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ…

ବ୍ରହ୍ମପୁର : ସରକାରୀ ପୌର ପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବେହେରା ଙ୍କ ପୌରହିତ୍ୟ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି ସଂଘମିତ୍ରା ଦଳାଇ ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଭାବେ ଅତିରିକ୍ତ

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି | ମୁଖ୍ୟତଃ ଵ୍ରହ୍ମପୁର ଆଖପାଖ ସହରର ଛାତ୍ରଛାତ୍ରୀମାନେ ଆଇନ ବିଦ୍ୟା ଅଧ୍ୟୟନ ପାଇଁ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି।ଆଜି ଏଲ. ଏଲ. ଏମ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ତୃତୀୟ