Sign in
Sign in
Recover your password.
A password will be e-mailed to you.
ପରକୀୟା ପ୍ରୀତିକୁ ନେଇ ଗୁଳିମାଡ, ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ଓ ଆଠଗଡ ପୋଲିସ
ଆଠଗଡ: ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ ଘଟଣାରେ ତନଘନା ତଦନ୍ତ । ସାଇଣ୍ଟିଫିକ୍ ଟିମ୍ ଓ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରକ୍ତ ନମୁନା ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ରହିଥିବା ସମସ୍ତ ଜିନିଷକୁ ଯାଞ୍ଚ କରାଯାଉଛି । ପରକୀୟା ପ୍ରୀତିକୁ ନେଇ!-->…
ଶ୍ରଦ୍ଧାଙ୍କ ହତ୍ୟାକାରୀ ଆଫତାବ ଜେଲରେ ପଢ଼ିବେ ପାଠ; କୋର୍ଟଙ୍କୁ ମାଗିଲେ ପେନସିଲ, ନୋଟବୁକ୍
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ତିହାର ଜେଲରେ ଥିବା ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା କୋର୍ଟରୁ ତାଙ୍କ ଶିକ୍ଷା ପ୍ରମାଣପତ୍ର ପାଇବାକୁ ଦାବି କରି ସାକେତ କୋର୍ଟରେ ପ୍ୟାନ ଆବେଦନ କରିଛନ୍ତି। ଏହା ସହିତ ଆଫତାବ ଉଚ୍ଚଶିକ୍ଷା ପାଇଁ କୋର୍ଟରେ ଆବେଦନ କରିଛନ୍ତି ଯେ!-->…
ଚାଉଳ ବନ୍ଦକୁ ନେଇ ତିନିଦିନ ଧରି ପ୍ରତିବାଦ କରିବ ବିଜେଡି…
ଭୁବନେଶ୍ୱର, : କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ!-->…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଋଷଭ-ୟଶ, ଭାଇରାଲ ହେଲା ଫଟୋ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେଙ୍ଗାଲୁରୁରେ ଭେଟିଲେ କନ୍ନଡ ତାରକା ଋଷବ ସେଟ୍ଟୀ, ୟଶ, ସୋସିଆଲ ମିଡିଆ ଇନଫ୍ଲୁଏନସର ‘ଆୟୋ’ ଶ୍ରଦ୍ଧା ଏବଂ ଚଳଚ୍ଚିତ୍ର ନିର୍ମାତା ଅଶ୍ୱିନୀ ପୁନିତ ରାଜକୁମାର। ପ୍ରଧାନମନ୍ତ୍ରୀ ଏରୋ ଇଣ୍ଡିଆ ୨୦୨୩ର ଉଦଘାଟନ କରିବାକୁ ବେଙ୍ଗାଲୁରୁରେ!-->…
ଔରାଙ୍ଗାବାଦରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଫିଙ୍ଗାଗଲା ଚେୟାର
ପାଟନା: ନୀତୀଶ କୁମାରଙ୍କୁ ଚେୟାର ମାଡ। ଉଦଘାଟନୀ ଉତ୍ସବରେ ଘଟିଲା ଏଭଳି ଘଟଣା। ବିହାରର ଔରାଙ୍ଗାବାଦରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଚେୟାର ଫିଙ୍ଗାଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପଞ୍ଚାୟତ ସରକାରୀ ଭବନ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ କଞ୍ଚନପୁରରେ!-->…
ନବ ଦାସଙ୍କୁ ବୋଧହୁଏ ଗୋପାଳ ମାରିନି : ବିଜୟ ପଟ୍ଟନାୟକ…
ଭୁବନେଶ୍ବର: ଆଜି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି!-->…
ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଗିରଫ : ସହଯୋଗୀଙ୍କୁ ଖୋଜୁଛି ପୋଲିସ୍…
ବାଲିଗୁଡ଼ା:: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ଗିରଫ କରି ପର୍ଦ୍ଧାଫାଶ କଲା ପୋଲିସ୍ । ଅଜୟ ନିକଟରୁ ଗୋଟିଏ କାର୍, ଦୁଇଟି ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଜବତ କରିଛି!-->…
ଆକାଶର ଛାତି ଚିରି ଚକ୍କର କାଟୁଛି ଲଢ଼ୁଆ ବିମାନ, ଏରୋ ଇଣ୍ଡିଆ ଶୋ’ ଉଦ୍ଘାଟନ କଲେ ମୋଦି
ନୂଆଦିଲ୍ଲୀ : ଆକାଶର ଛାତି ଚିରି ଚକ୍କର କାଟୁଛି ବାୟୁସେନାର ଲଢ଼ୁଆ ବିମାନ। ଆଖି ପିଛୁଳାକେ ଭୀମ ଗର୍ଜନ କରି ପଇଁତରା ମାରୁଛନ୍ତି ଏକାଧିକ ବିମାନ । ଶୂନ୍ୟ ଆକାଶରେ ଚାଲିଛି ଚିତ୍ତାକର୍ଶକ ପ୍ରଦର୍ଶନ। ଦର୍ଶକ ବିଭୋର। ଭାରତୀୟ ବାୟୁ ସେନା ଦେଖାଉଛି ସାହସ, ଶୌର୍ଯ୍ୟ ଓ ପରାକ୍ରମ। ସାରା ବିଶ୍ୱ!-->…
କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ!-->…
ରାଜ୍ୟପାଳଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିଲେ ମୁଖ୍ୟ ସଚିବ: ବିଦା ହେଲେ… !
କୋଲକାତା : ନିଜ ପଦ ମର୍ଯ୍ୟାଦାକୁ ଭୁଲି ରାଜ୍ୟପାଳଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିଲେ। ରାଜଭବନରେ ନିଜ ମନମୁତାବ କ୍ଷମତା ଅକ୍ତିଆର କରିବାକୁ ଯୋଜନାରେ ଥିଲେ। ହେଲେ ଏସବୁ ତାଙ୍କୁ ମହଙ୍ଗା ପଡ଼ିଛି। କ୍ଷମତା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମୁଖ୍ୟ ସଚିବଙ୍କ ନିହିତ ସ୍ୱାର୍ଥ!-->…