Sign in
Sign in
Recover your password.
A password will be e-mailed to you.
ଜମ୍ମୁ ଏବଂ କଶ୍ମୀର ନିର୍ବାଚନୀମଣ୍ଡଳୀର ପୁନଃନିର୍ଦ୍ଧାରଣ ବାତିଲ ଆବେଦନ ଖାରଜ…
ଶ୍ରୀନଗର : ଜମ୍ମୁ ଏବଂ କଶ୍ମୀର ନିର୍ବାଚନୀ ମଣ୍ଡଳର ପୁନଃନିର୍ଦ୍ଧାରଣ ପାଇଁ କେନ୍ଦ୍ରସରକାର ଗଠନ କରିଥିବା କମିଶନକୁ ରଦ୍ଦ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଜମ୍ମୁ ଏବଂ କଶ୍ମୀରର!-->…
ସିପିଏମ ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ବଜେଟ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ…
ବ୍ରହ୍ମପୁର : ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସଭାପତିତ୍ୱ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।ଏଥିରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାର ଚଳିତ ବଜେଟରେ ମନରେଗାରେ 60 ହଜାର କୋଟି, ଖାଦ୍ୟ!-->…
ବଞ୍ଚିଛନ୍ତି ଏଲଟିଟିଇ ମୁଖ୍ୟ ପ୍ରଭାକରନ: ତାମିଲ ନେତାଙ୍କ ଚାଞ୍ଚଲ୍ୟକର ବୟାନ…
ଚେନ୍ନାଇ : ୧୪ ବର୍ଷ ପୂର୍ବେ ସରକାର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଘୋଷଣାର ୧୪ ବର୍ଷ ପରେ ସେ ବଞ୍ଚିଥିବା ନେଇ ଚର୍ଚ୍ଚା। ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନ ବଞ୍ଚିଥିବା କହି ତାମିଲନାଡ଼ୁର ଜଣେ ରାଜନେତା ଚହଳ ସୃଷ୍ଟି କରିଛନ୍ତି। ତାମିଲନାଡ଼ୁର!-->…
ଆଲିଙ୍ଗନ ବେଳେ ଗାଈ ଯଦି ସିଙ୍ଗରେ ଭୁଶି ଦେଲା, ପ୍ରଶ୍ନ କଲେ ମମତା…
କୋଲକାତା : ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ସେ ଆହ୍ୱାନ ଦେଇଛନ୍ତି। ୨୦୨୪ରେ କେନ୍ଦ୍ରରେ ବିଜେପି ସରକାରକୁ ହଟାଇ ଲୋକଙ୍କ ଶାସନ ଅବସ୍ଥାପିତ କରିବାକୁ ସେ ଆହ୍ୱାନ କରିଛନ୍ତି। ନିକଟରେ!-->…
ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ, ସୁପ୍ରିମକୋର୍ଟରେ ହେବ ଶୁଣାଣି…
ନୂଆଦିଲ୍ଲୀ : ଗୁରୁବାର ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ଉପରାଜ୍ୟପାଳ ଏବଂ ଅନ୍ୟମାନେ ମେୟର ନିର୍ବାଚନକୁ ଟାଳିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ରାୟ ଆସିଛି। ଦିଲ୍ଲୀ!-->…
ବନ୍ଧଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…
ଫିରିଙ୍ଗିଆ,-:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ!-->!-->!-->…
ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ସଚେତନ…
ଦାରିଙ୍ଗବାଡ଼ି, ୧୩/୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ପରିଦର୍ଶନ କରି ସଚେତନ ହେବାର କାର୍ଯ୍ୟକ୍ରମ ଚାଲୁରହିଛି । ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଶିଳ୍ପ ତାଲିମ!-->!-->!-->…
ସାମ୍ବାଦିକଙ୍କ ମଣିଷ ପଣିଆ…
ସୁନ୍ଦରଗଡ଼:୧୩/୦୨/୨୩ କୋଇଲା ବୋଝେଇ ଭାରୀଯାନ ମାଡ଼ିଯିବା ପରେ ଛଟପଟ ହେଉଥିବା ୨ ଜଣ ବାଇକ୍ ଆରୋହୀଙ୍କୁ ସାମ୍ବାଦିକ ଉଦ୍ଧାର କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଛଟେନପାଲି-ହେମଗିର ରାସ୍ତାରେ ଆଜି ସକାଳ ୧୧ଟାରେ ଏହି ଅଘଟଣ ଘଟିଛି।ସୂଚନା ଅନୁସାରେ ଛଟେନପାଲି-ହେମଗିର ରାସ୍ତାରେ ଏକ କୋଇଲା!-->…
ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ରେ ପୁରସ୍କୃତ ହେଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା…
ବ୍ରହ୍ମପୁର : ଫେୃୟାରୀ ୧୧ରେ ହାଇଦ୍ରାବାଦ ର ବେଣୁପତି ଶ୍ରୀରାମୂଳ ତେଲଗୁ ବିଶ୍ଵବିଦ୍ୟାଳୟ ରେ ଭାମସି ଇଭେଣ୍ଟ ଏବଂ ମୋଏର୍ଡ ଫାଉଣ୍ଡେସନ ପକ୍ଷରୁ ଆୟଜିତ ସ୍ଵତନ୍ତ୍ର ଉତ୍ସବ ରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ଙ୍କୁ ଏହି ସମ୍ମାନ ଜନକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ପ୍ରଦାନ!-->…
ଗୋକନେଶ୍ୱର ଶ୍ୟାମା ଦଣ୍ଡ କାଳୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ୧୨ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ…
ବ୍ରହ୍ମପୁର : ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଗୋକନେଶ୍ୱର ମା ଶ୍ୟାମା ଦଣ୍ଡକାଳୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ପ୍ରଯ୍ୟନ୍ତ ତିନିଦିନ ବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ସୂର୍ଯ୍ୟ ପୂଜା, ଷୋଡଶ ଉପଚାର, ବେଲ ପତ୍ର ପୂଜା,!-->…