ବାଣୀବିହାରରେ ସେମିନାର ବେଳେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ…

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ଅସନ୍ତୋଷ। ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପି.ଜି କାଉନସିଲ ଅଡ଼ିଟୋରିୟମ ଠାରେ ” ସମ୍ବିଧାନ ଏବଂ

ଥାନା ପରିସରରେ ହୃଦଘାତରେ ହୋଇଛି ବିଚିତ୍ର ପଲେଇଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପରିସରରେ ହୃଦଘାତରେ ହୋଇଛି ବିଚିତ୍ର ପଲେଇଙ୍କ ମୃତ୍ୟୁ। ଶବ ବ୍ୟବଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ନିଶା କିମ୍ବା ବିଷକ୍ରିୟା

ବିଷ ପିଇ ଦେଇଥିବା ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର: ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ଚଳିତ ମାସ ୧ ତାରିଖରେ ଭଞ୍ଜନଗର ବ୍ଲକ ପରିସରରେ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୨ ଦିନ ଧରି

ବେଙ୍ଗ ତରକାରୀ ଖାଇ ଜଣେ ମୃତ, ଅନ୍ୟ ଜଣେ ସଙ୍କଟାପର୍ଣ୍ଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା

ବାଇକକୁ ପିଟି ଓଲଟି ପଡିଲା କାର, ଘଟଣା ସ୍ଥଳରେ ଜଣକର ମୃତ୍ୟୁ

ଆନନ୍ଦପୁର: ବାଇକ୍ ପଛକୁ ଧକ୍କା ଦେଲା କାର। ଦୁର୍ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ କେନ୍ଦୁଝର ପଟୁ ଦ୍ରୃତ ଗତିରେ ଆସୁଥିବା ଏକ କାର ଗୋଟିଏ ବାଇକକୁ ପଛ ପଟୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିଲା। ସ୍ଥାନୀୟ

ବାଇକ୍‌ ଓ ଟାଭେରା ଚକ ଫାଟି ଘଟିଲା ସିରିଜ୍ ଦୁର୍ଘଟଣା: ଦୁଇ ମୃତ

ପୁରୀ: ଫାଟିଲା ବାଇକ୍‌ ଓ ଟାଭେରା ଚକ । ଅଟୋ ସହ ବାଡେଇ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଅଡିଟ କାଗଜପତ୍ର…

ଦେବଗଡ଼: ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଜଳିଗଲା ଗୁରୁତ୍ୱପୂ୍‌ର୍ଣ୍ଣ ଅଡିଟ କାଗଜପତ୍ର । ଆଜି ସକାଳୁ ନିଆଁ ଲାଗି ଅଡିଟ୍‌ କାଗଜପତ୍ର ସହ ୨ଟି ଏସି ପୋଡ଼ି ପାଉଁସ ହୋଇଯାଇଛି । ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡରେ ଚାଲିଥିଲା ଅଡିଟ୍‌ କାମ । ସ୍ଥାନୀୟ

ଶିଶୁ ବିଦ୍ୟା ମନ୍ଦିରରେ କନ୍ୟା ଶିବିର…

ଫୁଲବାଣୀ :- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲାର ଜିଲ୍ଳା ପ୍ରମୂଖ ଇନ୍ଦ୍ରମଣି ନାୟକ, ମାତୃ ଭାରତୀର ସଭାପତି ପ୍ରମିଳା ବେହେରା, ସମ୍ପାଦକ କଳ୍ପଲତା କର

ଲାମୁଙ୍ଗିଆ ନିକଟରେ ଅଟୋ ଦୁର୍ଘଟଣା, ୩ ଆହତ…

ଫୁଲବାଣୀ (୧୨/୦୨): ସୂଚନା ଅନୁସାରେ ଘୁ ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାମ୍ବା ନିବାସୀ ମାଣିକେଶ୍ଵର ପଞ୍ଚାୟତ କୁମ୍ଭାର କାଡ଼ି ଗ୍ରାମକୁ ଓଡି ୦୭ ୪୦୨୬ ନମ୍ୱର୍ ବିଶିଷ୍ଟ ଅଟୋରେ ଯାଉଥିଲେ ଏକୋଇସା ଭୋଜିରେ ଯୋଗ ଦେବାପାଇଁ । ଲାମୁଙ୍ଗୀଆ ନିକଟ ଘାଟି ଶେଷରେ ଅଟୋ ବ୍ରେକ ଫେଲ୍‌

ଧରଣୀଧର ମହାବିଦ୍ୟାଳୟକୁ ମିଳିଲା ବିଶ୍ଵବିଦ୍ୟାଳୟ ମାନ୍ୟତା

କେନ୍ଦୁଝର: କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ଭିଡିଓ ବାର୍ତ୍ତା ଜରିଆରେ ଏନେଇ ଘୋଷଣା କରିଛନ୍ତି। ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ୍ ଏବେ