ନିରଙ୍କାରୀ ମିଶନର ଅଧ୍ୟାତ୍ମିକ ସମାବେଶ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଓ ସମରଝୋଳ ନିକଟ ମେଘମାଳ ତୋଟାରେ ସନ୍ଥ ନିରଙ୍କାରୀ ମିଶନର ଅଧ୍ୟାତ୍ମିକ ସମାବେଶ ରବିବାର ଆୟୋଜିତ ହୋଇଯାଇଛି । ଏଥିରେ ମିଶନର ଅଧ୍ୟାତ୍ମିକ ପ୍ରମୁଖ ସଦଗୁରୁ ମାତା ସୁଦିକ୍ଷା ଯୋଗଦେଇ ସମାବେଶରେ ଉପସ୍ଥିତ ଅନୁଗାମୀ ମାନଙ୍କୁ ଆଧ୍ୟାତ୍ମିକ

ପଥର ବ୍ଲାଷ୍ଟିଙ୍ଗପାଇଁ ହୋଲ କରୁଥିବା ସମୟରେ ତଳେ ପଡ଼ି ଶ୍ରମିକ ମୃତ…

ଘଣ୍ଟ ଘୋଡାଉଛି ପୋଲିସ ! ଅପରାଧୀ କୁ ସାହାରା ଦେଉଛି ପ୍ରଶାସନ...! ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘଟିଛି ଏକ ଅଭାବନୀୟ ଘଟଣା । ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ଗୋରେଣ୍ଟଲା

ଭ୍ୟାଲେଣ୍ଟାଇନ ଡେ’ରେ ଦ୍ବିତୀୟ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବିତୀୟଥର ବିବାହ କରିବେ । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତ ଫେରା ନେବେ ବୋଲି କୁହାଯାଉଛି।ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ

ଭୂମିକମ୍ପ ପରେ ନିଜ ଘରର ଧ୍ବଂସସ୍ତୂପ ତଳେ ଚାପି ହୋଇ ଯାଇଥିବା ଗୋଟିଏ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ହେଲେ…

ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୬ ହଜାର ଅତିକ୍ରମ କରିଛି। ଏଥିସହିତ ଲକ୍ଷାଧିକ ଲୋକଙ୍କ ଘର ନଷ୍ଟ ହୋଇ ମାଟ‌ି‌ରେ ମିଶି ଯାଇଛି। ସେମାନଙ୍କ ପାଖରେ ରହିବାକୁ ଘର ନାହିଁ।ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା

ପାକିସ୍ତାନରେ ମହଙ୍ଗା ହେଲା ପାରାସିଟାମଲ୍ ସମେତ ୨୦ଟି ଅତ୍ୟାବଶ୍ୟକ ଔଷଧ…

ଲାହୋର: ପାକିସ୍ତାନ କିଛି ଦିନ ହେବ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏପରି ହୋଇଛି ଯେ ଯଦି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ଋଣ ଦିଆନଯାଏ ତେବେ ପାକିସ୍ତାନ ଋଣ ଖିଲାପ କରିବ । ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହ ଖାଦ୍ୟ ସଙ୍କଟରେ ଏବେ

ରାଜ୍ୟସଭାରେ ରାଗି ଯାଇ ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଳି ଦେଖାଇ କଥା ହେଲେ ଜୟା ବଚ୍ଚନ…

ନୂଆଦିଲ୍ଲୀ: ଅଭିନେତ୍ରୀ ଓ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ସମାଜବାଦୀ ପାର୍ଟିର ନେତ୍ରୀ ଓ ତାଙ୍କର ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଟ୍ରୋଲ କରିଛନ୍ତି।ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଆଙ୍ଗୁଳି

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୧୨ଘଣ୍ଟାରେ ପହଞ୍ଚିବେ ମୁମ୍ବାଇ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ

ଥରିଲା ଆସାମ, ନଗାଓଁରେ ୪ ତୀବ୍ରତାର ଭୂକମ୍ପ ଅନୁଭୂତ…

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ହେବା ପରେ ଏବେ ଆସାମର ନଗାଓଁରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା ବୋଲି କୁହାଯାଉଛି। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍ପ

ମାଟି ତଳେ ୧୨୮ ଘଣ୍ଟା, ଜୀବନ୍ତ ଉଦ୍ଧାର ହେଲା ନବଜାତ…

ନୂଆଦିଲ୍ଲୀ : ମାଟିତଳେ ୧୨୮ ଘଣ୍ଟାର ସଂଘର୍ଷ। ପାଖାପାଖି ୫ ଦିନ ପରେ ଉଦ୍ଧାର ହେଲା ନବଜାତ। ଭୟଙ୍କର ଭୂମିକମ୍ପ ଯୋଗୁ ଯେଉଁଠି ହଜାର ହଜାର ଜୀବନ ଯାଇଛି ସେହି ସମୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ।ତୁର୍କୀ ଓ ସିରିୟାରେ ବିନାଶକାରୀ

ରାସ୍ତା ଅତ୍ୟନ୍ତ କଦର୍ଯ୍ୟ… କହି ଗଡକରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ…

ଚେନ୍ନାଇ : 'ରାସ୍ତାଘାଟ ଅତ୍ୟନ୍ତ କଦର୍ଯ୍ୟ। କାର୍‌ରେ ଯିବା ମୁସକିଲ। ତେଣୁ ମୋତେ ଟ୍ରେନ୍‌ରେ ଯିବାକୁ ପଡ଼ିଲା।' ଏଭଳି କିଛି କହି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ।ଚେନ୍ନାଇରୁ ରାଣୀପେଟା