ଅଧାରୁ ଭାରତ ଯୋଡ଼ୋ ଯାତ୍ରା ଛାଡ଼ିବାକୁ ଚାହୁଁଥିଲେ ରାହୁଲ…

ନୂଆଦିଲ୍ଲୀ : ଯେଉଁ ଭାତର ଯୋଡୋ ଯାତ୍ରା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଚର୍ଚ୍ଚାକୁ ଆସିଛନ୍ତି, ସେହି ଯାତ୍ରାକୁ ସେ ଅଧାରୁ ଛାଡ଼ିବାକୁ ଛାହୁଁଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ କେସି ବେଣୁଗୋପାଲ ରାହୁଲ ଗାନ୍ଧିଙ୍କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି। ସେ

ଆଦାନିଙ୍କୁ ନେଇ ମୋଦିଙ୍କ ବିରୋଧରେ ବର୍ଷିଲେ ଖାଡ଼ଗେ…

ନୂଆଦିଲ୍ଲୀ : ମୋଦି ଜନତାଙ୍କ ଅର୍ଥ ନେଇ ନିଜ ବନ୍ଧୁ ଆଦାନିଙ୍କୁ ଫଣ୍ଡିଂ କରିଛନ୍ତି। ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖାଡ଼ଗେ କହିଛନ୍ତି ଯେ, ଶାସନ କ୍ଷମତାକୁ ଆସିବା ପରେ ମୋଦି ଉଦ୍ଦ୍ୟୋଗପତି ଗୌତମ ଅଦାନୀଙ୍କୁ ସାହାଯ୍ୟ

ଛତ୍ରପତି ଶିବାଜୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ହଟିଲେ ମହାରାଷ୍ଟ୍ର ରାଜ୍ୟପାଳ… !

ମୁମ୍ବାଇ : ଆଜି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ଏ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳ ନଯୁକ୍ତି ପାଇଛନ୍ତି। ଏହି ଅଦଳବଦଳ ତାଲିକାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ

୧୨ ରାଜ୍ୟରେ ନୂଆ ରାଜ୍ୟପାଳ, ଛତିଶଗଡ଼ ଗଲେ ବିଶ୍ୱଭୂଷଣ…

ନୂଆଦିଲ୍ଲୀ : ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ। ୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ

ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ୫୦୦ ଗ୍ରାମରୁ ଉର୍ଦ୍ଧ ରୂପା ଚୋରି …

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ରୂପା ଚୋରି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳେ ନିମଖଣ୍ଡି ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଥିବା ଦେଖୀକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ପରି ଘଟଣା ଘଟିଥିବା ସୂଚନା,

ଜିପିଓଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ : ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ…

ବ୍ରହ୍ମପୁର : ବିଷ ପିଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି। ୧୨ ଦିନ ଧରି ଚିକିତ୍ସିତ ହେବା ପରେ ସେ ଆଖି ବୁଜିଛନ୍ତି। ଜାନୁଆରୀ ୩୦ ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର

ହିନ୍ଦ୍ ମଜଦୂର ସଭା ପକ୍ଷରୁ ସମ୍ବଲପୁର ରେଲୱେ ରେ ଶ୍ରମିକ ଶୋଷଣ ର ଅଭିଯୋଗ…

ସମ୍ବଲପୁର ୧୨/୨/୨୩ ସମ୍ବଲପୁର ରେଳ ବିଭାଗରେ କାର୍ଯ୍ୟରତ ବିନ୍ଧ୍ୟବାସିନି ଠିକା ସଂସ୍ଥା ଦ୍ୱାରା ଶ୍ରମିକ ମାନଙ୍କୁ ଶୋଷଣ ର ପ୍ରତିବାଦ କରି ବରିଷ୍ଠ ଉପଖଣ୍ଡ ଯନ୍ତ୍ରୀ ( ଡି ଏମ ଇ) ଦୀପକ ପର୍ଶୁରାମ ପୁରିଆ ଙ୍କ ସହ ହିନ୍ଦ୍ ମଜଦୂର ସଭା ପକ୍ଷରୁ ପ୍ରତିବାଦ କରାଯାଇଛି। ଠିକା

କାର ସହ ୪୫ କିଲୋ ଗଞ୍ଜେଇ ଜବତ ୨ ଗିରଫ…

ଫିରିଙ୍ଗଆ ୧୨/୦୨ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ବେ ଅଞ୍ଚଳ ରୁ ଗଞ୍ଜେଇ ଚାଲାଣ କମିବାରେ ନା ଧରୁନି ଗତ ୩ ଦିନ ଧରି ଫିରିଙ୍ଗିଆ ପୋଲିସ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରି କାର ସହ ମାଫିଆ କୁ ଗିରଫ କରିଥିବା ବେଳେ ଗତକାଲି ପୁଣି

ଦୁର୍ଘଟଣାଗ୍ରସ୍ତ କାର୍‌ ଉପରେ ଚଢ଼ିଗଲା ଆଉ ଏକ ଦ୍ରୁତଗାମୀ ଗାଡ଼ି; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼-କ.ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ

ଟିକିରିସ୍ଥିତ ଡ଼େଙ୍ଗାଗୁଡ଼ା ଛକଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଟିକିରି : ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଗାଁ ଛକ ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ଏକ ବାଇକ ରେ ୩ ଜଣ ଟିକିରି ଠାରୁ ତଟାଗୁଡା ଯାଉଥିବା ବେଳେ ଇକ ଗାଡି କାଶୀପୁର ରୁ ଆସୁଥିଲା ମୁହାଁ ମୁହିଁ ଧକା ହେବା ପରେ ବାଇକରେ ଥିବା ୩ ଜଣଙ୍କମଧ୍ୟରୁ ୨ ଜଣ ଙ୍କର ଗଡ଼ ଭାଙ୍ଗି ଗୁରୁତ୍ୱର