ତୁର୍କୀରେ ‘ଅପରେସନ ଦୋସ୍ତ’, ୬ବର୍ଷୀୟ ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍‌ ଟିମ୍‌…

ନୂଆଦିଲ୍ଲୀ : ଭୂକମ୍ପ ଭଳି ବିପଦ ସମୟରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ଭାରତ । ଭୂକମ୍ପ କ୍ଷତିଗ୍ରସ୍ତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଭାରତର ଏନଡିଆରଏଫ ଟିମ୍‌ । ଆଜି ତୁର୍କୀରେ ଜଣେ ୬ବର୍ଷୀୟ ଶିଶୁକୁ ଧ୍ୱଂସ ସ୍ତୁପ ତଳୁ ଉଦ୍ଧାର କରିଛି ଏନଡିଆରଏଫ୍‌ ଟିମ୍‌ । ଅପରେସନ

ତ୍ରିପୁରାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି, ୧୬ ଫେବୃୟାରୀରେ ଭୋଟିଂ…

ନୂଆଦିଲ୍ଲୀ,୧୧ ।୨: ପାଖେଇ ଆସିଲାଣି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଧାନମନ୍ତ୍ରୀ ୨ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହି ନିର୍ବାଚନି ସଭା ତ୍ରିପୁରାର

କିଡ଼ନୀ ପ୍ରତିରୋପଣ ପରେ ଆଜି ଭାରତ ଫେରିବେ ଲାଲୁ ଯାଦବ…

ନୂଆଦିଲ୍ଲୀ,୧୧।୨: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ସେ ସମର୍ଥକଙ୍କୁ ଧନ୍ୟବାଦ

ଆନ୍ତରାଜ୍ୟ ବସ ଟର୍ମିନସ୍ ନିର୍ମାଣ କାର୍ଯ୍ୟର ଯାଞ୍ଚ : ନଗର ଉନ୍ନୟନ ଓ ବିଡିଏ ଅଧିକାରୀଙ୍କର ସମୀକ୍ଷା…

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥୀ ଭାଥନନଙ୍କ ସମେତ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ବିଡିଏର ଅନ୍ୟ ବରିଷ୍ଠ ଅଧିକାରୀ ବରମୁଣ୍ଡା ସ୍ଥିତ ଆଇଏସବିଟି ଆନ୍ତରାଜ୍ୟ ବସ ଟର୍ମିନସ୍‌ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସର୍ବସାଧାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ

ଯନ୍ତ୍ରଚାଳିତ ଡଙ୍ଗା ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ…

ଭୁବନେଶ୍ୱର: ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ

ବାରବାଟୀ-କଟକ ନିର୍ବାଚନ ଅନିୟମିତତା ମାମଲା; ଅସମ୍ପୂର୍ଣ୍ଣ ରହିଲା ମୋକିମଙ୍କ ସାକ୍ଷ୍ୟଗ୍ରହଣ…

କଟକ: ବାରବାଟୀ-କଟକ ନିର୍ବାଚନ ଅନିୟମିତତା ନେଇ ରୁଜୁ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ରହିଛି । ଆବେଦନକାରୀ ବିଜେଡ଼ିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଓକିଲ ଗୋପାଳ ଅଗ୍ରୱାଲ ମୋକିମ୍‌ଙ୍କୁ ଜେରା କରିଥିଲେ

ଗୋପାଳର ସରିଲା ନାର୍କୋ ଟେଷ୍ଟ : ଡିଜିପିଙ୍କୁ ଏନ୍‌ଏଚ୍‌ଆରସି ମାଗିଲେ ଏଟିଆର ରିପୋର୍ଟ…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୧୩ ଦିନ ବିତିଗଲାଣି, ହେଲେ ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡର କାରଣ ଜଣାପଡ଼ିଲା ନାହିଁ । ଏଏସ୍‌ଆଇ ଗୋପାଳ ଦାସଙ୍କୁ ମାରାଥନ୍ ଜେରା କରି କ୍ରାଇମ ବ୍ରାଞ୍ଚ ନିରାଶ ହୋଇଥିଲା । ତେଣୁ ଗୋପାଳର ଗତକାଲି ଗୁଜୁରାଟ ଗାନ୍ଧୀନଗରରେ

ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ…

ଭୁବନେଶ୍ୱର: ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ କରିଛନ୍ତି । ସାଙ୍ଗରେ ଥିଲେ ତାଙ୍କ ଝିଅ । ମାଉସୀ ମାଆ ଛକରୁ ରଥ ରୋଡ୍‌ ହୋଇ ମନ୍ଦିର

ଆଇଏଏସ୍ ପୂଜା ସିଂଘଲଙ୍କୁ ଅନ୍ତରୀଣ ଜାମିନ…

ନୂଆଦିଲ୍ଲୀ : ଝାରଡ଼ଖଣ୍ଡ ମନରେଗା ଘୋଟାଲାରେ ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କନ୍ୟାଙ୍କ ଚିକିତ୍ସା ପାଇଁ କୋର୍ଟ ଦୁଇମାସ ପାଇଁ ଏହି ସସର୍ତ୍ତ ଜାମିନ ଦେଇଛନ୍ତି । ସର୍ତ୍ତ ଅନୁସାରେ ଜାମିନ ଅବଧିରେ ପୂଜା

ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ଆଶ୍ୱସ୍ତି ଦେଲା ଆମେରିକା; ଏଚ୍‌-୧ ବି ଭିସା ରିନ୍ୟୁ ପାଇଁ ସ୍ୱଦେଶ ଯିବାକୁ…

ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ଆମେରିକା । ଆମେରିକା ଏଚ୍‌-୧ ବି ଏବଂ ଏଲ୍‌-୧ ଭିସା ଉପରେ ଏକ ପାୟଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହି ପ୍ରୋଜେକ୍ଟ ଅଧିନରେ ଆମେରିକା ଡୋମେଷ୍ଟିକ୍ ଭିସା ରିଭେଲିଡେସନ୍ ଆରମ୍ଭ କରିବ