ଡ. ଦିନଦୟାଲ ଉପାଧ୍ୟୟଙ୍କ ୫୫ତମ ବଳିଦାନ ଦିବସ ପାଳିତ…

ବ୍ରହ୍ମପୁର : ଡ. ଦିନଦୟାଲ ଉପାଧ୍ୟୟ ଙ୍କ ୫୫ତମ ବଳିଦାନ ଦିବସ କୋର୍ଟପେଟା ଜଗନ୍ନାଥ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ପାଳନ କରାଯାଇଥିଲ l ଏହି ଅବସରରେ ଯିବନି ଉପରେ ଆଲୋଚନା କରାଯଇଥିଲା l ଆକ୍ଟମକ ମାନବବାଦ ଚିନ୍ତାଧାରା ରେ ଭାରତୀୟ ଜନତା ପାର୍ଟି ସରକାର ଚାଲିଛି ଯାହା କି

ଜିଲାରେ ୫୯,୪୪୪ ପିଲା ଖାଇବେ କୃମି ନାଶକ ବଟିକା…

ବ୍ରହ୍ମପୁର : ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ କୃମି ନାଶକ ଦିବସ ଶୁଭାରମ୍ଭ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିକାଶ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ

ଏମକେସିଜି ମେଡିକାଲକୁ ଶରୀର ଓ ଚକ୍ଷୁ ଦାନ…

ବ୍ରହ୍ମପୁର: ମୃତ୍ୟୁ ପରେ ଭଞ୍ଜନଗର ବାସିନ୍ଦା ନବୀନଚନ୍ଦ୍ର ସାହୁ (୬୭)ଙ୍କ ଚକ୍ଷୁ ଓ ଶରୀରକୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲକୁ ଦାନ କରିଛନ୍ତି । ସ୍ବର୍ଗତ ସାହୁ କିଛି ଦିନ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଏମକେସିଜିରେ ଚିକିତ୍ସିତ

ଖଣି ଅଞ୍ଚଳରେ ଲୋକଙ୍କ ବିକାଶ ଲାଗି ଥିବା ଅର୍ଥର ବ୍ୟାପକ ଅପଚୟ….!

ସିଏସଆର ନାଁ ଠକୁଛନ୍ତି ବିଭିନ୍ନ କମ୍ପାନୀ ଓ ଡିଏମଏଫ ନାଁ ରେ ଅର୍ଥ ର ଅପଚୟ କରୁଛି ପ୍ରଶାସନ..! ଭୁବେନଶ୍ବର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଖଣି ପାଇଁ ଉଭୟ ଖଣି ଓ ଖଣି ଭିତ୍ତିକକମ୍ପାନୀ ମାନେ ବିଭିନ୍ନ ଶିଳ୍ପାନୁଷ୍ଠାନ ନାଁ ରେ ସରକାରଙ୍କ ଠାରୁ ନାନାପ୍ରକାର

ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ତା ୧୧ , ୦୨ , ୨୦୨୩ ରିଖ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ , ତାଲୁକ ଆଈନ ସେବା

ମାଲକାନଗିରି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା…

ମାଲକାନଗିରି : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ତରଫରୁ ମାଲକାନଗିରି ସଦର ମହକୁମାର ଡି ଏନ କେ ଖେଳ ପଡ଼ିଆ ଠାରେ ପ୍ରଥମ ଥର ପାଇଁ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ପୂର୍ଣ ଚନ୍ଦ୍ର ବାକା ଓ

ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି…

ଭୁବନେଶ୍ବର: କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ ତାତିଲା ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୫ ଓ ୧୬ ତାରିଖରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଓଡ଼ିଶାବାସୀଙ୍କ ହକ ପାଇଁ

ଦୁଇଦିନିଆ ଓଡିଶା ଗସ୍ତ ଶେଷ, ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି…

ଭୁବନେଶ୍ବର : ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ଦୁଇ ଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁମ୍ମୁଁ । ଏହୁ ଅବସରରେ ରାଷ୍ଟ୍ରପତି ଟ୍ରିନ୍‌ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେଯୋଗଦେଇଥିଲେ ।

ନବ ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା : ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।