Sign in
Sign in
Recover your password.
A password will be e-mailed to you.
ପ୍ରମାଣ ଅଭାବରୁ ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲା ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…
ବ୍ରହ୍ମପୁର : ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ!-->…
ନ୍ୟାୟ ଦାବିରେ ଉପଭୋକ୍ତାଙ୍କ ଧାରଣା…
ବ୍ରହ୍ମପୁର : ବ୍ୟାଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜଣେ ଉପଭୋକ୍ତା ନ୍ୟାୟ ଦାବିରେ ଗଞ୍ଜାମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସମ୍ମୁଖରେ ଆଜିକୁ ୩ ଦିନ ହେବ ଧାରଣା ଦେଇଛନ୍ତି । ହିଞ୍ଜିଳୀକାଟୁ ବ୍ଲକ ସାରୁ ଗ୍ରାମର ରଜନୀକାନ୍ତ ପାଣିଗ୍ରାହୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ନେଇ!-->…
କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ…
ଭୁବନେଶ୍ୱର :କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ବିଜୟ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି!-->…
୨୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଦୁଇଟି ଥାନା ଫିରିଙ୍ଗିଆ ଓ ଗୋଛାପଡା ଥାନା ଅଂଚଳରେ କିଛିଦିନ ହେଲା ଗଂଜେଇ ଚାଲାଣ ବଢ଼ିବାରେ ଲାଗିଥିବା ବେଳେ ଏଥିପ୍ରତି ସଜାଗ ରହିଛନ୍ତି ଏହି ଉଭୟ ଥାନାରେ ଥାନା ଅଧିକାରୀ | କିଛିଦିନ ହେଲା ଲଗାତାର ଭାବରେ ବିଭିନ୍ନ ଜାଗାରେ!-->…
କଚ୍ଛପ ଗତିରେ ଚାଲିଛି ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ!-->…
ମାଫିଆଙ୍କ ଗୁଣ୍ଡାରାଜ : ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍ଆଇଙ୍କୁ ଆକ୍ରମଣ ଉଦ୍ୟମ…
ପିପିଲି: ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍ଆଇଙ୍କୁ ଆକ୍ରମଣ ଉଦ୍ୟମ । ଆଜି ପିପିଲିରେ ପଥର ଚୋରା ମାଫିଆ ମାନେ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆର୍ଆଇ ଅଭିଲିପ୍ସା ପାଣ୍ଡେ ଆଜି ପିପିଲି ଜଟଣୀ ରାସ୍ତାର ଅନନ୍ତପୁର ଛକ୍ ନିକଟରେ ଏକ ପଥର ବୋଝେଇ!-->…
ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର : ଅନ୍ୟ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ ଆଣିଲେ…
ଜଗତସିଂହପୁର: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। ଏ ନେଇ ଥାନାରେ ସାନି ଏତଲା ପରେ ପୋଲିସ!-->…
କେନ୍ଦୁପତ୍ର ତୋଳାଳୀ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଛାତ୍ରବୃତ୍ତି ପହଞ୍ଚାଇବା କାର୍ଯ୍ୟର ସମୀକ୍ଷା…
ସମ୍ବଲପୁର (୧୦/୨) : କେନ୍ଦୁପତ୍ର ତୋଳାଳୀ ମାନଙ୍କ ପରିବାରର ଛାତ୍ର ଛାତ୍ରୀ ମାନଙ୍କ ଛାତ୍ର ବୃତ୍ତି ପ୍ରଦାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି ଘୋଷଣା ପରେ ସେ ଦିଗରେ ନିଆଯାଇଥିବା ପଦକ୍ଷେପ ପାଇଁ ଆଜି କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଡି ଡବ୍ଲୁ ଓ!-->…
ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣା : ବଢୁଛି ସସପେନ୍ସ , ଗିରଫ ହେଲେ ଭାଇ ଭଉଣୀ…
ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ 302ରେ ହତ୍ୟା ମାମଲା ରୁଜୁ କଲା ସହିଦନଗର ଥାନା ପୋଲିସ । ମୃତକ ହେଲେ ଯାଜପୁର ଅଂଚଳର ବିଚିତ୍ର ପଲେଇ । ସେ ଗାଡ଼କଣ ଅଞ୍ଚଳରେ ରହି ଆସୁଥିଲେ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି!-->…
ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ପ୍ରୟାସ…
ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ
ଫୁଲବାଣୀ : ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ସ୍ବତନ୍ତ୍ର ଟୀକାକରଣ ଏବଂ ଅନ୍ୟ ଦୁଇଗୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ!-->!-->!-->…