ମା’ଙ୍କ ମୃତ୍ୟୁ ପରେ ଘରୁ ତଡ଼ିଦେଲେ ବାପା, ଅଜା-ଆଈଙ୍କ ପ୍ରଚେଷ୍ଟା ଯୋଗୁଁ ସିବିଏସଇ ଟପ୍ପର ହେଲେ ଏହି ଝିଅ

ପାଟନା: କୁହାଯାଏ ଦୁଃଖ ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ସେହି ଦୁଃଖକୁ ଭୁଲି ନିଜ ଚେଷ୍ଟା ବଳରେ ଜଣେ ସଫଳ ହୋଇପାରିଥାଏ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅଙ୍କ ବାବଦରେ କହିବୁ ଯିଏ ନିଜ ଜୀବନରେ ବହୁତ କଷ୍ଟ ସହି ମଧ୍ୟ ଏବେ ସଫଳତା ପାଇଛନ୍ତି | ବିହାର ସିବିଏସଇ ଦଶମ ପରୀକ୍ଷାରେ ସେ

ଡାକ୍ତରଖାନାରେ ଡନ୍ ଭଳି ବ୍ୟବହାର କରୁଛନ୍ତି ପାର୍ଥ ଚାଟାର୍ଜୀ: କୋଲକାତା ହାଇକୋର୍ଟକୁ କହିଲା ଇଡି

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବା ପରେ ଏବେ

ବେଳେ ବେଳେ‌ ମୋତେ ରାଜନୀତି ଛାଡ଼ିବାକୁ ଇଚ୍ଛା ହୁଏ: ନିତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ନିଜ କାମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହି ଥାଆନ୍ତି। ଯେକୌଣସି ବିଷୟରେ ସେ ମୁକ୍ତ ଭାବରେ ନିଜର ମତ ପ୍ରକାଶ କରିଥାନ୍ତି। ସେହିଭଳି ଏବେ ସେ ରାଜନୀତିକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ ଯୋଗ

ସ୍ମୃତି ଇରାନୀଙ୍କ ପିଛା ଛାଡ଼ୁନି କଂଗ୍ରେସ , ଗୋଆରେ ରେଷ୍ଟୁରାଣ୍ଟ ସମ୍ମୁଖରେ ଜୋରଦାର ବିକ୍ଷୋଭ

ପାଣାଜି: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପିଛା ଛାଡ଼ୁନି କଂଗ୍ରେସ। ରବିବାର ଗୋଆରେ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। ଉକ୍ତ ରେଷ୍ଟୁରାଣ୍ଟଟି ସ୍ମୃତି ଇରାନୀଙ୍କ ଝିଅଙ୍କର ମାଲିକାନାରେ ଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ନାରାବାଜି

ଭୋଟ ପରିଚୟପତ୍ର ସହ ଆଧାର ଲିଙ୍କ ମାମଲା, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ମତଦାନରେ ସଂସ୍କାର ପାଇଁ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନ୍ ପାରିତ ହୋଇଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚାଲେୟ୍ଜ କରାଯାଇଥିଲା। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଏହି

ବିଜେପିରେ ଯୋଗ ଦେଇପାରନ୍ତି କୁଲଦୀପ ବିଷ୍ଣୋଇ

ନୂଆଦିଲ୍ଲୀ: କଂଗ୍ରେସରୁ ବହିସ୍କୃତ ହେବା ପରେ ଅଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ରବିବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି। ବିଜେପିର ଦୁଇ ନେତାଙ୍କୁ ଭେଟିବା ପରେ କୁଳଦୀପ ବିଷ୍ଣୋଇ ଖୁବଶୀଘ୍ର ପଦ୍ମ ଧରିପାରନ୍ତି

କରୋନା ପରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ, ଏହି ସବୁ ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପ୍ରଥମେ କରୋନା, ତା’ପରେ ମଙ୍କିପକ୍ସ। ଆଉ ଏବେ ସ୍ୱାଇନ୍‌ ଫ୍ଲୁ। ଦେଶରେ ଜାରି ରହିଛି ଗୋଟିଏ ପରେ ଗୋଟିଏ ମହାମାରୀର ଆତଙ୍କ। ଦେଶରେ ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମାମଲା। ଏହି କରୋନା ସହ ସ୍ୱାଇନ୍‌ ଫ୍ଲୁର ଆତଙ୍କ ମଧ୍ୟ ଆରମ୍ଭ ହୋଇଛି। ଦେଶର

କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ କିଏ ଲଗାଇଲା ମୋଦିଙ୍କ ଫଟୋ?

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ତୁତୁ ମେଁ ମେଁ ରାଜନୀତି। ଗୋଟିଏ ପଟେ ଆମ ଆଦମୀ ପାର୍ଟି, ଅନ୍ୟପଟେ ବିଜେପି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରଗରମ ରାଜ୍ୟ ରାଜନୀତି। ସ୍ଥିତି ଏଭଳି ହେଲାଣି ଯେ, ଆପ୍‌ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ

ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ୯ ଗିରଫ…

ଫୁଲବାଣୀ: ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ

ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଭାରତ ଅଭିଯାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ସଙ୍କରାଖୋଲ ଠାରେ ଅବସ୍ଥାପିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ୭ଟି ଜିଲ୍ଲା ସ୍ତରୀୟ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶହେ ଜଣ ସ୍ବେଛାସେବୀଙ୍କୁ ନେଇ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ