ପୁଣି ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି…

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଶୁଭାରମ୍ଭ ହୋଇଥିବା ଦୁଇଟି ବନ୍ଦେ ଏକ୍ସପ୍ରେସ ଟ୍ରେନ ଯଥାକ୍ରମେ ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ- ସାଇନଗର ମଧ୍ୟରେ ଯାତାୟାତ କରିବ। ଶୁଭରାମ୍ଭ କାର୍ଯ୍ୟକ୍ରମରେ ରେଳବାଇ

ଦାଉଦି ବୋହରା ସଂପ୍ରଦାୟ ଲୋକଙ୍କ ମଧ୍ୟରେ ପହଞ୍ଚିଲେ ମୋଦୀ…

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅନ୍ୟତମ ପ୍ରଭାବଶାଳୀ ମୁସଲିମ ସମ୍ପ୍ରଦାୟ ଦାଉଦି ବୋହରା ମୁସଲମାନମାନଙ୍କର ଏକ ଶିକ୍ଷାନୁଷ୍ଠାନର ନୂତନ କ୍ୟାମ୍ପସ ଉଦଘାଟନ କରିଛନ୍ତି । ମୁମ୍ବାଇର ଗୁରୁତ୍ବପୂର୍ଣ୍ଣ ନଗର ନିଗମ ନିର୍ବାଚନ ପୂର୍ବରୁ ମୋଦୀ ଦାଉଦି ବୋହରା ସଂପ୍ରଦାୟକୁ ଆକୃଷ୍ଟ

ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ ଅବହେଳାରୁ ଗମନା ଗମନରେ ବାଧକ ବ୍ରହ୍ମଣିଗାଁ…

ଦାରିଙ୍ଗବାଡି, ୦୯/୦୨ ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ସୁବ୍ୟବସ୍ଥା କରିବାକୁ ଯାଇ ଅନ୍ତ ବ୍ଲକ ଅନ୍ତ ଜିଲା ରାସ୍ତା ସଂଯୋଗ କରିବା ପାଇଁ ବହୁ ଅର୍ଥ ବ୍ୟୟ ବରାଦ କରି ଆସୁଛନ୍ତି। ହେଲେ ବିହାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ଆନ୍ତରିକତାର ଅଭାବରୁ କନ୍ଧମାଳ ଜିଲାର କିଛି ରାସ୍ତା ଗମନା

ତଣ୍ଡିରୀ ଗାଁ କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ଗେଟ୍ ର ଶୁଭ ଉଦଘାଟନ କଲେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ…

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଣ୍ଡିରୀ ଗାଁ ରେ ଥିବା କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ନୂତନ ଭାବେ ନିର୍ମାଣ କରାଯାଇଥିବା ଗେଟ୍ ର ଶୁଭ ଉଦଘାଟନ କରିଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ , ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଏହି ଚାରା ଉଦ୍ୟାନ ବନ

ସ୍ଵର୍ଗତ ନବ ଦାସଙ୍କୁ ରାଉରକେଲା ବିଜୁ ଜନତାଦଳର ଶ୍ରଦ୍ଧାଞ୍ଜଳି

ରାଉରକେଲା : ବିଜୁଜନତା ଦଳର ଜିଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଛେଣ୍ଡ ସାଂସ୍କୃତିକ ପରିଷଦଠାରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ ତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଯାଇଅଛି । ନଗର ସଭାପତି ଗଗନ

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ

ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନାଭୁବନେଶ୍ବର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଜଣେ ଓଡ଼ିଆ କବି ଥିଲେ। ସେ ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ। ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା;

ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ମଣ୍ଡି : ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ

ସୁନ୍ଦରଗଡ଼ (୦୯/୦୨) : ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ଖରିଫ୍ ମାଣ୍ଡିଆ ସଂଗ୍ରହ କରାଯାଉଛି। ଏଥିପାଇଁ ଜିଲ୍ଲାରେ ମୋଟ ୪୦ଟି ମଣ୍ଡି ଖୋଲା ଯାଇଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଉଛନ୍ତି। ଚଳିତ ବର୍ଷ ୩୦

ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ…

ସୁନ୍ଦରଗଡ଼ (୦୯/୦୨) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି | ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ ତଥା

ମଟର ସାଇକେଲ ମୁହାଁମୁହିଁ ଧକାରେ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୦୯/୦୨୨, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପ୍ଲିହେରି ନିକଟ ସସ୍କୁଟି ନିକଟରେ ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକାରେ ମଟର ସାଇକେଲ ଚାଳକ ବିପିନ ପ୍ରଧାନ (୩୨) ଗୁରୁତର ହୋଇ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବୁଡାନପିପାଲି ଗ୍ରାମର