Sign in
Sign in
Recover your password.
A password will be e-mailed to you.
ବିଏମ୍ସି ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ…
ଭୁବନେଶ୍ବର:ଭୁବନେଶ୍ୱର ମହାନଗର ନିଗମକୁ ଶକ୍ତ ଝଟକା । ବିଏମ୍ସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । ୨୦୧୧ ମସିହାରେ ଭୁବନେଶ୍ୱରବାସୀଙ୍କଠାରୁ ବର୍ଦ୍ଧିତ ହାରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍ କୋଡ୍
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍ କୋଡ୍। ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ଦିନ ପିନ୍ଧିବେ ଖଦଡ଼ରୁ ପ୍ରସ୍ତୁତ ପୋଷାକ। ଆସନ୍ତାକାଲି ଠାରୁ ଏହା ଲାଗୁ ହେବ। ସେହିପରି ପ୍ରତି ଶନିବାର ବିଶ୍ୱବିଦ୍ୟାଳୟ!-->…
ବାପାଙ୍କୁ ମନେ ପକାଇ ସଭାରେ କାନ୍ଦିଲେ ଝିଅ ଦୀପାଳି ଓ ପୁଅ ବିଶାଲ…
ଝାରସୁଗୁଡା: ବାପା ନବ ଦାସଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ସଭାରେ କାନ୍ଦିଲେ ଝିଅ ଦୀପାଳି। ବାପାଙ୍କ ସ୍ମୃତିଚାରଣ କରି ସଭାରେ କାନ୍ଦିଲେ ଝିଅ ଦୀପାଳି। କହିଲେ, ବାପା କହୁଥିଲେ ସତ୍ୟର ବିଜୟ ହେବ। ଝାରସୁଗୁଡ଼ାର ବିକାଶ ବାପାଙ୍କର ସ୍ୱପ୍ନ ଥିଲା। ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ!-->…
ସମସ୍ୟା ଘେରରେ “ମୋ ବସ୍” ସେବା, ଓଏସଡିଙ୍କୁ ଦାୟୀ କଲା କର୍ମଚାରୀ ସଂଘ…
ଭୁବେନଶ୍ବର : "ମୋ ବସ୍" ସେବାରେ ହଜାରେ ସମସ୍ୟା ରହିଛି | ତେବେ ଏହି ସମସ୍ୟାର ସମାଧାନ କରିବେ କଣ ଓଏସଡି ଏହାକୁ ଆହୁରି କ୍ଷତିଗ୍ରସ୍ତ କରିଚାଲିଛନ୍ତି | ଓଏସଡ଼ି ଆସିଛନ୍ତି କେଉଁ ରାସ୍ତାରେ ସରକାରୀ ଅର୍ଥ ହଡପ ହେବ ତାହାର ଦିଶା ନିର୍ଣ୍ଣୟ କରିବାକୁ | ଓଏସଆରଟିସି କ୍ଷତି ପାଇଁ!-->…
ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି…
ଝାରସୁଗୁଡ଼ା : ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ!-->…
ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ଖାରଜ
କଟକ: ଗୁଳିମାଡ଼ରେ ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ହୋଇଛି ଖାରଜ । ଗୋଟିଏ ଦିନରେ ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ । ବିଚାର ବେଳେ ସରକାରଙ୍କ ପକ୍ଷରୁ ଉତ୍ତର ରଖିଲେ ଆଡଭୋକେଟ୍ ଜେନେରାଲ୍ ।
ହାଇକୋର୍ଟ କହିଛନ୍ତି, ନବ ଦାସଙ୍କୁ ଗୁଳିମାଡ଼!-->!-->!-->…
ସ୍ବର୍ଗତ ନବ ଦାସଙ୍କ ଦ୍ୱାଦଶାହ ସ୍ମୃତି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡା: ଆଜି ସ୍ବର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦ୍ୱାଦଶାହ ସ୍ମୃତି ସଭାରେ ଯୋଗଦେଇ ନବଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।!-->…
ସ୍କୁଲ ଅଟୋକୁ ଧକ୍କାଦେଲା ଇଟା ବୋଝେଇ ଟ୍ରାକ୍ଟର, ୫ ଛାତ୍ରଛାତ୍ରୀ ଆହତ
ବ୍ରହ୍ମପୁର: ସ୍କୁଲ ଅଟୋକୁ ଧକ୍କାଦେଲା ଇଟା ବୋଝେଇ ଟ୍ରାକ୍ଟର । ଘଟଣାରେ ୫ ଛାତ୍ରଛାତ୍ରୀଙ୍କ ସମେତ ଅଟୋ ଚାଳକ ଆହତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର!-->…
ପୋକସୋ ଆଇନ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଆଜି ଫୁଲବାଣୀ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଫୁଲବାଣୀ ସତ୍ୟ ସାଇ ବିଦ୍ୟାଳୟ ଠାରେ ପୋକସୋ ଆଇନ ଓ ତାହାର ନିରାକରଣ ବିଷୟରେ ବକ୍ତାମାନେ ପିଲା ମାନଙ୍କୁ ବୁଝାଇ ଥିଲେ ଉକ୍ତ କାର୍ଯ୍ୟକ୍ରମର!-->…
ହାତୀ ଶିକାର କରି ଦାନ୍ତ କାଟିନେଲେ ଦୁର୍ବୃତ୍ତ…
ମୟୂରଭଞ୍ଜ: ସପ୍ତାହ ନ ପୁରୁଣୁ ପୁଣି ଏକ ମୃତ ହାତୀକୁ ଠାବ କରାଯାଇଛି ମୟୁରଭଞ୍ଜ ରେଞ୍ଜରେ । ଦୁର୍ବୃତ୍ତ ହାତୀର ଦାନ୍ତ କାଟିନେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ପିଠାବଟା ରେଞ୍ଜ ଗୋପୀନାଥପୁର ବିଟ୍ ଅଞ୍ଚଳର ଘଟଣା ।
ଶିମିଳିପାଳରେ ପୁଣି ହାତୀକୁ ଶିକାର କରି ଦାନ୍ତ କାଟିନେଲେ!-->!-->!-->…