ଚୀନ କମ୍ପାନିଙ୍କ ସହ ଏମଓୟୁ କରିପାବେନି ଭାରତୀୟ ଶିକ୍ଷାନୁଷ୍ଠାନ..!

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚୀନ ଗୁପ୍ତଚରଙ୍କ ଅନୁପ୍ରବେଶ ଆମେରିକା ଓ ଅନ୍ୟ ଦେଶମାନଙ୍କୁ ଚିନ୍ତିତ କରିଛି । ଚୀନ ନିଜର କନଫୁସିଅସ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଶିକ୍ଷାନୁଷ୍ଠାନମାନଙ୍କ ସହ ସହବନ୍ଧନ କରି ଅନୁପ୍ରବେଶ କରୁଥିବା ଅଭିଯୋଗ ହେଉଛି । ଚୀନ ନିଜର

ବୁଲେଟ୍‌ ଟ୍ରେନ୍‌ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ କଲେ ବମ୍ବେ ହାଇକୋର୍ଟ…

ମୁମ୍ବାଇ: ମୁମ୍ବାଇ- ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦେଶର ଏକ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଏବଂ ଜାତୀୟ ଓ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବମ୍ବେ ହାଇକୋର୍ଟ ଗୁରୁବାର କହିଛନ୍ତି। ଏଥିସହ ଏହି ପ୍ରକଳ୍ପ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇର

ମନ୍ତ୍ରୀଙ୍କ ଶରୀରରେ ବୋଳି ଦେଲେ ଏପରି ଜିନିଷ, ଅ‍ବସ୍ଥା ହେଲା ଅସମ୍ଭାଳ

ଭୋପାଳ : ମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଘଟିଲା ଅଜବ କାଣ୍ଡ। ଫୁଲମାଳ ପିନ୍ଧାଇବା ବାହାନାରେ କେହି ମନ୍ତ୍ରୀଙ୍କ ଶରୀରରେ କିଛି କୁଣ୍ଡାଇ ହେବା ଜିନିଷ ଘଷି ଦେଇଥିଲେ। ଫଳରେ ମନ୍ତ୍ରୀଙ୍କ ଅବସ୍ଥା ଅସମ୍ଭାଳ ହେଲା। ସଭାରେ ଭାଷଣ ଦେବେ କ’ଣ, ଦେହ ସାରା କୁଣ୍ଡାଇ କୁଣ୍ଡାଇ କୁଣ୍ଡାଇ ମନ୍ତ୍ରୀଙ୍କ

ଭାରତରେ ଟ୍ୱିଟରର ନୂଆ ନିୟମ,ଏଣିକି ବ୍ଲୁ ଟିକ୍‌ ପାଇଁ ଗଣିବେ ଟଙ୍କା…

ନୂଆଦିଲ୍ଲୀ : ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା

ବିଜେପିର ଗୁଇନ୍ଦାଗିରି କରୁଛି ଆପ୍‌, ହେବ ସିବିଆଇ ତଦନ୍ତ…

ନୂଆଦିଲ୍ଲୀ : ବିଜେପିର ଗୁଇନ୍ଦାଗିରି କରୁଛି ଆମ୍‌ ଆଦମୀ ପାର୍ଟି ସରକାର। ଏଭଳି କିଛି ଅଭିଯୋଗ ହୋଇଛି। ଏହି ମାମଲାରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ତଥା ଏଲଜି ବିନୟ ସାକ୍ସେନା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ

ମନି ଲଣ୍ଡରିଂ ମାମଲା: ଏନ୍‌ଏସ୍‌ଇ ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ମିଳିଲା ଜାମିନ…

ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍‌ଏସ୍‌ଇ କର୍ମଚାରୀଙ୍କ ଫୋନ୍‌

ଶ୍ୱାସରୁଦ୍ଧ ହୋଇ ଗଲା ୭ ଶ୍ରମିକଙ୍କ ପ୍ରାଣ

କାକିନାଡା : ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ ଜଣ ଶ୍ରମିକଙ୍କ ପ୍ରାଣ। ତେଲ ଟାଙ୍କି ସଫା କରିବା ବେଳେ ଘଟିଲା ଅଘଟଣ। ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରୁ ଆସିଛି ଏଭଳି ଏକ ଦୁଃଖଦ ଖବର।କାକିନାଡା ପେଦାପୁରମ୍‌ ପଞ୍ଚାୟତ ରାଗମପେଟା। ଆଜି ସକାଳୁ ଏଠାରେ ଥିବା ଅବନ୍ତି ସୁବନ୍ନା ତେଲ କମ୍ପାନୀରେ

‘ନେହରୁ’ ସାଙ୍ଗିଆ ରଖିବାରେ କାହିଁକି ଗାନ୍ଧି ପରିବାର ଲାଜ କରନ୍ତି: ମୋଦି

ଆଜି ପୁଣି ସଂସଦରେ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବିତର୍କ ଘେରକୁ ଟାଣି ଗାନ୍ଧି ପରିବାରକୁ ଶାଣିତ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି ଯେ, ଯଦି ନେହରୁ ଏତେ ବଡ଼ ଜଣେ ମହାନ ବ୍ୟକ୍ତିତ୍ୱ

କ୍ଷମତାକୁ ଆସିଲେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ପରିବାରକୁ ୫୦,୦୦୦ ଟଙ୍କା ମିଳିବ: ବିଜେପି

ଅଗରତାଲା : ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ବିଜେପି ଦଳୀୟ ଇସ୍ତାହାର ଜାରି କରିଛି। ବିଜେପିର ଜାତୀୟ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଉପସ୍ଥିତ ଥିଲେ।ଇସ୍ତାହାର ଜାରି କରି

ଏବେ ଦେଶରେ ଅମୃତକାଳ ନୁହଁ, ବିଷ କାଳ ଚାଲିଛି : ବିନ୍ଦ୍ରା କରାଟ…

ନୂଆଦିଲ୍ଲୀ : ବିଜେପିର ଅମୃତକାଳ ସ୍ଲୋଗାନ ନାରାକୁ ନେଇ ବର୍ଷିଛି ବାମପନ୍ଥୀ। ବିଜେପିକୁ ଟାର୍ଗେଟ କରି ବାମପନ୍ଥୀ କହିଛି ଯେ, ଦେଶରେ ଏବେ ଅମୃତକାଳ ନୁହଁ ଜହର କାଳ ଚାଲିଛି। ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ସହ ପ୍ରତିଦ୍ୱନ୍ଦିତା କରୁଥିବା ବାମପନ୍ଥୀ ଦଳ କେନ୍ଦ୍ରରେ ମୋଦିଙ୍କ