Sign in
Sign in
Recover your password.
A password will be e-mailed to you.
୫୦ କିଲୋ ଗଂଜେଇ ଜବତ,ଜଣେ ଗିରଫ…
ବ୍ରହ୍ମପୁର : ଦିଗପହଣ୍ଡି ନିକଟସ୍ଥ ଡ଼େଙ୍ଗାପଦାର ଇନ୍ଦ୍ରା ଆବାସ ଛକ ନିକଟରୁ ୫୦ କିଲୋ ଗଂଜେଇ ସହ ଜଣେ ଗଞ୍ଜେଇ ଚାଲାଣକାରୀ ଗିରଫ କରିଛି ବ୍ରହ୍ମପୁର ଅବକାରୀ ମଣ୍ଡଳ ବିଭାଗ । ତାହା ସହ ଗୋଟିଏ ଅଟୋ ଜବତ ହୋଇଛି । ଅଭିଯୁକ୍ତ ଜଣକ ଅଡ଼ବା ଥାନା ଅଧିନ ପାଣିଗୁଣ୍ଡା ଗ୍ରାମର ଅଭିଜିତ ସିଂ(୨୭) ।!-->…
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନ ସିଟି, ପୋଲିସ ପକ୍ଷରୁ କାରକେଡ୍ ରିହରସଲ୍…
ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନ ସିଟି। ସୁରକ୍ଷା ବ୍ୟବସ୍ଥା ନେଇ ଆଜି ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ହେବ କାରକେଡ୍ ରିହରସଲ୍।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି!-->!-->!-->…
ଗଞ୍ଜେଇ ଧରପଗଡ଼ ବେଳେ ଧରାପଡିଲା ବିଡାବିଡା ଟଙ୍କା
ବ୍ରହ୍ମପୁର : ବ୍ରହ୍ମପୁର ରୁ ଯାଜପୁର କୁଆଖିଆ ଯାଉଥିବା OSRTC ବସ୍ ରେ ଜଣେ ଯାତ୍ରୀ ଙ୍କ ଠାରୁ 18ଲକ୍ଷ ଟଙ୍କା ଥିବା ବ୍ୟାଗ ଜବତ ହୋଇଛି | ଉକ୍ତ ବସ୍ରେ ଗଞ୍ଜେଇ ଧରି ଯାଉଥିବା ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ। ଫଳରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ଚାଲିଥିଲା।ଚଢ଼ାଉ!-->…
ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ, ଦୁଇ ଜଣକୁ ଅଟକ ରଖିଛି ପୋଲିସ୍
ଗୁଣପୁର: ଜମିଜମା ବିବାଦ କୁ ନେଇ ଗୁଣପୁର ଥାନା ଚିନାରିଗୁଡା ଗ୍ରାମ ରେ ପଣ୍ଡା ଶବର କୁ ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ପଣ୍ଡା ଶବର ର ପରିବାର ଗୁଣପୁର ଥାନାରେ ଅଭିଯୋଗ କରିଛନ୍ତି।ଗତକାଲି ପଣ୍ଡା ଶବର କୁ ମାରି ଗାଁ ନିକଟ ଚାଷ ଜମିରେ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି। ଘଟଣା!-->…
ଘର ଟିକସ ଵୃଦ୍ଧିକୁ ତୁରନ୍ତ ପ୍ରତିହାର କରିବା ପାଇଁ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଦାବି…
ବ୍ରହ୍ମପୁର : ୨୦୧୯ ରେ ଭୁବନେଶ୍ୱର ମହାନଗର ନିଗମ ଘର ଟିକସ ବୃଦ୍ଧି କରି ଲୋକଙ୍କ ଠାରୁ ଦଶରୁ ପନ୍ଦର ଗୁଣ ବର୍ଦ୍ଧିତ ଘର ଟିକସ ଆଦାୟ କରିବା ପାଇଁ ନିଷ୍ପତି ନେଇଥିଲା। ଏହାକୁ ବିରୋଧ କରି ମିଳିତ ନାଗରିକ ସମାଜ ଭୁବନେଶ୍ୱର, ତରଫରୁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର!-->…
ବଲାଙ୍ଗୀର : ପିପିଡା ଗାଁରେ ପିଲା ବିକ୍ରି ଅଭିଯୋଗ, ଜଣକୁ ଅଟକ ରଖିଲେ ଗ୍ରାମବାସୀ
ବଲାଙ୍ଗୀର : ରାତି ଅଧରେ ଗାଁରେ ଦେଖାଦେଇଛି ଉତ୍ତେଜନା । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ପିପିଡା ଗାଁରେ ଲକ୍ଷାଧିକ ଟଙ୍କାରେ ପିଲା ବିକ୍ରି ଅଭିଯୋଗ । ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ଚାରି ଜଣ ଯୁବକ ଲନୀନି ତାଣ୍ଡିଙ୍କ ଘରେ ଡିଲ କରୁଥିବା ବେଳେ ଗ୍ରାମବାସୀ ଚଢାଉ କରିଥିଲେ!-->…
ହେପାଜତରେ ଧନେଶ୍ୱର ମୃତ୍ୟୁ ମାମଲା: ୬ ବନ କର୍ମଚାରୀ ଗିରଫ ପରେ କୋର୍ଟ ଚାଲାଣ…
ବଡ଼ମ୍ବା: ବନ ବିଭାଗ ହେପାଜତରେ ବଡ଼ମ୍ବା ବ୍ଲକ ସାତଗୋଚ୍ଛିଆ ଗାଁ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ଅନ୍ୟ ଅଭିଯୁକ୍ତମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାଏକ!-->…
ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର : ୫ ଛାତ୍ରଛାତ୍ରୀ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଲାସପୁର କାଳୀ ମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଅଟୋକୁ ଧକ୍କା ଦେବାରୁ ୫ ଛାତ୍ରଛାତ୍ରୀ ଆହତ ହୋଇଥିବାର ଖବର ମିଳିଛି। ସୂଚନା ଏହା ଯେ ପାଟପୁରରୁ ଅଟୋଟି ଛଣମେରୀ ଆଦର୍ଶ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିବା ବେଳେ!-->!-->!-->…
ଗୁମା ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ…
ଫୁଲବାଣୀ : କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ନିକଟସ୍ଥ ଗୁମା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଥାପିତ ଓ ପରିଚାଳିତ l ଉକ୍ତ ବାର୍ଷିକ ଉତ୍ସବରେ!-->…
ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ…
ମୁମ୍ବାଇ: ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ। ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ-୨ ଆରମ୍ଭ ହୋଇଥିବା ବେଳେ ସିଜିନ-୧ରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀ ଏଭଳି ଆରୋପ ଲଗାଇଛନ୍ତି। ଟ୍ବିଟ କରି ସେ ୨ଜଣ ଶାର୍କ ଏଭଳି କରୁଥିବା!-->…