Sign in
Sign in
Recover your password.
A password will be e-mailed to you.
ବିବାହ ଭୋଜିରେ ମାରପିଟ : ଥାନାରେ ୩ ମାମଲା
ହିଞ୍ଜିଳିକାଟୁ, ୯ା୨: ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଗୋଟିଏ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ । ପ୍ରମୋଦଙ୍କୁ ପ୍ରଥମେ ହିଂଜିଳିକାଟୁ ପରେ ବ୍ରହ୍ମପୁର ବଡ଼!-->…
ପିଇବା ପାଣିର ଘୋର ସଙ୍କଟ…
ଉମରକୋଟ : ଉମେରକୋଟ ପୌରପରିଷଦ ଅନ୍ତର୍ଗତ, ୧ ନଂ ୱାର୍ଡର ୟୁ. ଭି. ନଂ ୪ ଦର୍ଗାଗୁଡ଼ା ଗ୍ରାମରେ ଦେଖାଦେଇଛି ପିଇବା ପାଣିର ଘୋର ସଙ୍କଟ |ସୂଚନା ପ୍ରକାରେ ଦୀର୍ଘ ଦୁଇ ବର୍ଷ ଧରି ୟୁ. ଭି. ନଂ ୪ ଦର୍ଗାଗୁଡ଼ା ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଉମରକୋଟ ପୌରପରିଷଦ କାର୍ଯ୍ୟନିର୍ବାହୀଙ୍କୁ ଏବଂ!-->…
ଆରମ୍ଭ ହେଲା ମାଁ ପିତାବଳୀ ପୂଜା…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଉପମାଲା ଗାଁରେ ଥିବା ମାଁ ପିତା ବଳୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁ ପିତା ବଳୀ ପୂଜା ଉପଲକ୍ଷେ ଯାତ୍ରା ଆରମ୍ଭ ହୋଇଛି । ଦୀର୍ଘ ୪୪ବର୍ଷ ଧରି ଏହି ଉପମାଲା ଗାଁ ରେ ଏହି!-->…
ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ତର୍କ ଓ ପାଠଚକ୍ର ଆୟୋଜିତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ତରଫରୁ ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ଏକ ତର୍କ ଓ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି!-->…
ପଡୋଶୀଙ୍କ ଆକ୍ରମଣରେ ପଡୋଶୀ ଗୁରୁତର, ଥାନାରେ ଏତଲା
ହିଞ୍ଜିଳିକାଟୁ ୯।୨ : ଦୁଇ ପଡୋଶୀ ଙ୍କ ମଧ୍ୟରେ ସକାଳୁ ସାମାନ୍ୟ କଥାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ପଡ଼ୋଶୀଙ୍କ ଆକ୍ରମଣ । ଫଳରେ ଜୈନିକ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳି ଥାନା ତହଂର ଗ୍ରାମରେ । ଗୁରୁତର ଜଣଙ୍କ ହେଲେ!-->…
ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି..
ଭୁବନେଶ୍ୱର: ନୂଆ ସୂଚନା କମିଶନରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ସୁଶାନ୍ତ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି | ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି |
ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ…
ଭୁବନେଶ୍ୱର: ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ | ଆସାମ ପୁଲିସ ସହାୟତାରେ ଗୌହାଟୀରୁ ଏହି ବେପାରୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଅଭିଯୁକ୍ତର ନାଁ ସଲିମ ଅହମ୍ମଦ ହୋଇଥିବାବେଳେ ସେ ଆସାମର ଗୌହାଟୀରେ ରହୁଥିଲା |
ଅଭିଯୁକ୍ତଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି!-->!-->!-->…
ପୁଣି କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ…
କୋରାପୁଟ: ପୁଣି କୋଟିଆରେ ପଶି ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା | ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା!-->…
୩୫ ଡିଗ୍ରି ଡେଇଁଲା ଭୁବନେଶ୍ବରର ତାପମାତ୍ରା
ଭୁବନେଶ୍ବର : ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରି ଡେଇଁଲା। ପ୍ରଥମ ଥର ଲାଗି ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଏଠାରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ନୟାଗଡ଼ ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।!-->…
ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ…
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ୩ ତାରିଖ ଦିନ ଦ୍ବିପହରରେ ଗୁଳି ଫୁଟାଇ ଟଙ୍କା ଓ ସୁନା ବାକ୍ସ ଲୁଟିବା ଘଟଣାରେ ଆଜି ଡକାୟତଙ୍କୁ ଗିରଫ କରିଛି ପୋଲିସ। ଆଜି ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇଜି ସାମ୍ବାଦିକ!-->…