Sign in
Sign in
Recover your password.
A password will be e-mailed to you.
ରାଜସ୍ଥାନ ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ତ୍ରୁଟି : ଭୁଲ୍ରେ ପୁରୁଣା ବର୍ଷର ଭାଷଣ ପଢ଼ିଲେ…
ଜୟପୁର: ରାଜସ୍ଥାନରେ ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଉପୁଜିଥିବା ତ୍ରୁଟିର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବର୍ଷର ବଜେଟ୍ ଉପସ୍ଥାପନ କରିଥାନ୍ତେ। ମାତ୍ର ସେ ଭୁଲ୍ବଶତଃ ଏବର୍ଷର ବଜେଟ୍ ସ୍ଥାନରେ!-->…
ମାତ୍ର ୭୦ଜଣ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ସ୍ମୃତି ଇରାନୀଙ୍କ ଝିଅ…
ଜୟପୁର : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଜୁବିନ ଇରାନୀଙ୍କ ଝିଅ ଶନେଲ ଇରାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ରାଜସ୍ଥାନର ନାଗୌରଠାରେ ଅବସ୍ଥିତ ଐତିହାସିକ ଖିମ୍ବସର୍ ଦୁର୍ଗରେ ସନେଲ୍ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି । ଅର୍ଜୁନ ଓ ଶନେଲଙ୍କ ବିବାହର ପ୍ରଥମ!-->…
ହିଣ୍ଡନବର୍ଗ ବିରୋଧରେ ମାମଲା ରୁଜ୍ଜୁ କରିବ ଆଦାନୀ ଗ୍ରୁପ୍, ଆମେରିକୀୟ ଲ’ ସଂସ୍ଥାକୁ ନିଯୁକ୍ତ କଲା…
ନୂଆଦିଲ୍ଲୀ : ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ଦ୍ବାରା ବ୍ୟାପକ କ୍ଷତିର ସମ୍ମୁଖୀନ ହେବା ପରେ ଆମେରିକାରେ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ । ଏଥିପାଇଁ ଆଦାନୀ ଗ୍ରୁପ ଆମେରିକାର ଏକ ଲିଗାଲ ଫାର୍ମକୁ ନିଯୁକ୍ତ କରିଛି ।ବ୍ରିଟିଶ ଗଣମାଧ୍ୟମରେ!-->…
ଧ୍ବଂସସ୍ତୂପ ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତରୁ ଯାଇଛନ୍ତି ଏହି ଦୁଇ ଦେବଦୂତ, ବଞ୍ଚାଉଛନ୍ତି ଅନେକ ଲୋକଙ୍କ…
ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପରେ ଏଯାବତ ୨୧ହଜାର ପାଖାପାଖି ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଭୂକମ୍ପ ପରେ ସେଠାକାର ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ହଜାର ହଜାର ଘର ମାଟିରେ ମିଶିଯାଇଥିବା ବେଳେ ପ୍ରକୃତିର ଏଭଳି ଧ୍ବଂସଲୀଳା ଅକଳ୍ପନୀୟ ବୋଲି!-->…
ଭାରତରେ ମିଳିଲା ଲିଥିୟମ ଭଣ୍ଡାର…
ନୂଆଦିଲ୍ଲୀ : ଭାରତରେ ପ୍ରଥମ ଥର ପାଇଁ ଲିଥିୟମ ଭଣ୍ଡାର ମିଳିଛି । କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୫୯ ଲକ୍ଷ ଟନ୍ ଲିଥିଅମ ଗଚ୍ଛିତ ଥିବା ଜଣାପଡ଼ିଛି । ଏହାକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି,କାରଣ ବ୍ୟାଟେରି ତିଆରିରେ ଲିଥିୟମ ବ୍ୟବହାର କରାଯାଏ!-->…
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପୁରୁଣା ବର୍ଷର ବଜେଟ ପଢ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ନିର୍ମଳା…
ଜୟପୁର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେଉଥିଲେ। ଏହି ଉତ୍ତର ଦେବା ସମୟରେ ସେ ବିରୋଧୀଙ୍କ କଟାକ୍ଷ ବି କରିଛନ୍ତି। ଏଥିସହିତ ଆଜି ରାଜସ୍ଥାନରେ ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଉପୁଜିଥିବା ତ୍ରୁଟିକୁ ନେଇ ଅର୍ଥମନ୍ତ୍ରୀ!-->…
ହିଂସା ପାଇଁ ଆହ୍ବାନ ଦେଉଛନ୍ତି କଶ୍ମୀର ଓ ଖଲିସ୍ତାନୀ ସମର୍ଥକ : ବ୍ରିଟିଶ ଅଧିକାରୀ…
ଲଣ୍ଡନ: ବ୍ରିଟେନରେ କଶ୍ମୀର ଓ ଖଲିସ୍ତାନ ସପକ୍ଷବାଦୀ ଚରମପନ୍ଥୀଙ୍କ ଉପସ୍ଥିତିକୁ ନେଇ ସତର୍କ ହୋଇଉଠିଛନ୍ତି । ବ୍ରିଟିଶ ସରକାରଙ୍କ ଆତଙ୍କବାଦ ନିରୋଧୀ ଯୋଜନାର ସମୀକ୍ଷାରେ ବ୍ରିଟେନରେ ରହୁଥିବା କଶ୍ମୀର ସପକ୍ଷବାଦୀ ମୁସଲମାନ ଓ ଖଲିସ୍ତାନ ସପକ୍ଷବାଦୀ ଦେଶ ପାଇଁ ବିପଦ ଭାବେ ଦର୍ଶାଯାଇଛି ଏବଂ!-->…
ଭାରତରେ ବ୍ୟାନ୍ ହେବନି ‘ବିବିସି’: ଆବେଦନ ଖାରଜ୍
ନୂଆଦିଲ୍ଲୀ : ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ବିବିସି ପକ୍ଷରୁ ତିଆରି ହୋଇ ଥିବା ଫିଲ୍ମକୁ ନେଇ ଉକ୍ତ ଚାନେଲକୁ ନିଷିଦ୍ଧ ପାଇଁ ଆବେଦନ କରାଯାଇଥିଲା।
ସୁପ୍ରିମକୋର୍ଟ କହିଛନ୍ତି!-->!-->!-->…
ସୁନ୍ଦରଗଡ଼ରେ ଜାତୀୟ କୃମିନାଶକ ଦିବସ ପାଳିତ : ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ମାଗଣାରେ କୃମିନାଶକ ଔଷଧ ବଣ୍ଟନ
ସୁନ୍ଦରଗଡ଼, ୧୦ ଫେବ୍ରୁଆରି ୨୦୨୩: ପିଲାମାନଙ୍କଠାରେ ଦେଖାଯାଉଥିବା କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାଗଣାରେ କୃମିନାଶକ ଔଷଧ ‘ଆଲବୋଣ୍ଡାଜୋଲ୍’ ବଣ୍ଟନ କରାଯାଉଛି। ଶୁକ୍ରବାର ଦିନ ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି!-->!-->!-->!-->!-->…
ଫେବୃଆରୀ ୧୪ରେ ପାଳନ ହେବନି ‘କାଓ ହଗ୍ ଡେ’, ପରାମର୍ଶ ପ୍ରତ୍ୟାହାର କଲା କେନ୍ଦ୍ର…
ନୂଆଦିଲ୍ଲୀ : ଭାଲେଣ୍ଟାଇନ ଡେ’ ବା ଫେବୃଆରୀ ୧୪ରେ ଗାଈକୁ କୁଣ୍ଢାଇବୁ କେନ୍ଦ୍ର ସରକାରଙ୍କ ଗୋଟିଏ ସଂସ୍ଥା ଦେଇଥିବା ପରାମର୍ଶ ଆଜି ପ୍ରତ୍ୟାହାର କରି ନିଆଯାଇଛି। କେନ୍ଦ୍ରୀୟ ସଂସ୍ଥାର କାଓ ହଗ୍ ଡେ ଆହ୍ୱାନ ପରେ ସୋଶାଲ ମିଡିଆରେ ଏହାକୁ ତାଚ୍ଛଲ୍ୟ କରି ଅନେକ ପ୍ରକାରର ମେମ୍ସ ଭାଇରାଲ!-->…