Sign in
Sign in
Recover your password.
A password will be e-mailed to you.
ବ୍ରାହ୍ମଣୀଗାଁ ଠାରେ କୁଇ ସମାଜର ମହାସଭା…
ବ୍ରାହ୍ମଣୀଗାଁ, ୦୯/୦୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସି.ପି.ଏସ୍.ଡବ୍ଲୁ ପରିସରରେ ଗଞ୍ଜାମ ଜିଲ୍ଲା, ଗଜପତି ଓ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳର କୁଇ କୂଳ ସମାଜର ମୁଖ୍ୟ ବ୍ୟକ୍ତି ମାନଙ୍କର ଏକ ସଭା ଗତକାଲି ମଧ୍ୟାହ୍ନ ୧୨ ଘଟିକା ବେଳେ ଅନୁଷ୍ଠିତ!-->!-->!-->…
ଆଶ୍ରୟ ନେବା ବାହାନାରେ ସୁନା ଲୁଟ ଘଟଣା : ଅଭିଯୁକ୍ତାକୁ ଦିନିକିଆ ରିମାଣ୍ଡରେ ଆଣିବ ପୁଲିସ …
ବ୍ରହ୍ମପୁର : ବ୍ରହ୍ମପୁର ଭବାନୀ ନଗର ୨ୟ ଲାଇନର ରିତା ପାଢ଼ୀଙ୍କ ଘରୁ ଚୋରି ହୋଇଥିବା ୫ ତୋଳା ସୁନା ଚୋରି ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିବା ଲାଞ୍ଜିପଲ୍ଲୀ ଅଞ୍ଚଳର ଅଭିଯୁକ୍ତା ସନ୍ଧ୍ୟାରାଣୀ ବାଡ଼ତ୍ୟାକୁ ଅଧିକ ପଚରା ଉଚରା ପାଇଁ ପୁଲିସ ଗୋଟିଏ ଦିନ ରିମାଣ୍ଡ ରେ ନେବା ନିମନ୍ତେ ଗତ ଦୁଇ!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ
ଦାରିଙ୍ଗବାଡି,୦୮/୦୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟକାରୀ ସଭାପତି ଚିତ୍ରସେନ ପାତ୍ର!-->…
ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା, ମୋବାଇଲ ଓ ବିଭିନ୍ନ ଜିନିଷ ପତ୍ର ଲୁଟ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ଜଣାପଡ଼ିଛି। ଘଟଣାରୁ!-->…
ପ୍ରହସନ ଚାଲିଛି ପାନୀୟ ଜଳ ଯୋଗାଣ…
ଫିରିଙ୍ଗିଆ : କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ ଅନେକ ସ୍ଥାନରେ ଆଜି ବି ପାଣି ସମସ୍ୟା ଅଞ୍ଚଳ ବାସୀ ରହିଆସିଛନ୍ତି । ପାଇପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆ ଯାଇ ସତ କିନ୍ତୁ ନିର୍ମାଣ ହେବାର ଦୁଇ ବର୍ଷ ବିତି!-->…
ଜିଲ୍ଲାସ୍ତରୀୟ କୃଷି ଭିତ୍ତିକ ଗଣନା ପ୍ରଶିକ୍ଷଣ ଶିବିର ଉଦଘାଟିତ…
ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୧୧ ତମ କୃଷି ଭିତ୍ତିକ ଗଣନା:୨୦୨୧-୨୨ ନେଇ ଏକ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,!-->…
୧୫ଦଫା ଦାବି ନେଇ ରାଜରାସ୍ତାକୁ ଆସିଲେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଘ
ମାଲକାନଗିରି : ଆଜି୧୫ଦଫା ଦାବି ନେଇ ପାରମ୍ପରିକ ବେଶ ଭୁଷାରେ ରାଜ ରାସ୍ତାକୁ ଆସିଲେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଘଠନର ହଜାର ହଜାର କଳାକାର । ବିଶେଷ କରି ରାଜ୍ୟର ପ୍ରାଚୀନ କଳା ଓ ସଂସ୍କୃତି ର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ!-->…
ଗଞ୍ଜାମ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ
ଛତ୍ରପୁର : ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଗତ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ୧ ତାରିଖ ଦିନ!-->…
ଶଙ୍କରାଖୋଲ ପଞ୍ଚାୟତଠାରେ ଗ୍ରାମସଭା ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଶଙ୍କରା ଖୋଲ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ଯ ଅତିଥି ଭାବେ ଶଙ୍କରାଖୋଲ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଓ!-->…
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଅନୁଷ୍ଠିତ…
ଫୁଲବାଣୀ : ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ତା.୦୧. ୦୨.୨୦୨୩ ଠାରୁ ୧୫.୦୨.୨୦୨୩ ରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଜନ, କନ୍ଧମାଳ, ଫୁଲବାଣୀ ଦ୍ବାରା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ!-->…