କଂଗ୍ରେସରେ ଯୋଗଦେବେ ବିଜୟ କୁମାର ପଟ୍ଟନାୟକ..!

କଂଗ୍ରେସରେ ଯୋଗ ଦେଇପାରନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। କଂଗ୍ରେସ ନେତା ଅମୀୟ ପାଣ୍ଡବ ଆଜି ଏ ନେଇ ସୋଶାଲ ମିଡିଆ ପେଜରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର୍ ଧରିଛି। ଅମୀୟ ନିଜ ସୋସିଆଲ୍ ମିଡିଆ ପେଜରେ ଲେଖିଛନ୍ତି, ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ହିଣ୍ଡେନବର୍ଗ ଯଦି ଭାରତର ହୋଇଥାନ୍ତେ ତାଙ୍କ ବିରୋଧରେ ୟୁଏପିଏ ଲାଗୁ ହୋଇଥାନ୍ତା: ଓୱେସୀ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଆଦାନିକୁ ଝଡ଼ ଲାଗି ରହିଥିବା ବେଳେ ଏଆଇଏମଆଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ହିଣ୍ଡେନବର୍ଗ ଭାରତର ହୋଇଥାନ୍ତେ ତେବେ ତାଙ୍କୁ ନିଶ୍ଚୟ ଆତଙ୍କବାଦୀ ନିରୋଧୀ ଆଇନ

ନବ ଦାସ ହତ୍ୟା ମାମଲା: ତଦନ୍ତକୁ ସମୟ ଲାଗିବ: ଡିଜିପି…

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ

ନିଜ ବୟାନରେ କାଏମ ରହିଲେ ମହୁଆ…

କୋଲକାତା : ବିଜେପି ଲୋକମାନେ ମୋତେ ଜ୍ଞାନ ଦେଉଛନ୍ତି। ସଂସଦୀୟ ଶୈଳୀ ବିଷୟରେ ମୋତେ କହୁଛନ୍ତି। କିନ୍ତୁ ମୁଁ ସେଓକୁ ସେଓ କହିବି, କମଳା ନୁହେଁ। ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ଚର୍ଚ୍ଚାରେ ଥିବା ଟିଏମସି ସାଂସଦ ମହୁଆ ମୋଇତ୍ର ଏହା କହିଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ କାଏମ

ନବ ଦାସ ହତ୍ୟା ମାମଲା : ଟେଷ୍ଟ ରିପୋର୍ଟକୁ ଅପେକ୍ଷା: ଜଷ୍ଟିସ ଜେ.ପି ଦାସ

ଭୁବନେଶ୍ୱର: ଝାରସୁଗୁଡାରେ ତଦନ୍ତ ତଦାରଖ ପରେ ଜଷ୍‌ଟିସ ଜେପି ଗଣମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖିଛନ୍ତି । ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା । ଟେଷ୍ଟ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଗୋପଳକୁ ପଚରାଉଚରା କଲେ କି ପ୍ରଶ୍ନରେ ଜଷ୍ଟିସ

ଭାରତକୁ ଆସୁଥିବା ୧୯୦ ହିନ୍ଦୁଙ୍କୁ ସୀମାରେ ଅଟକାଇଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନରେ ଧର୍ମ ଭିତ୍ତିରେ ଭେଦଭାବ ଓ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁ ହିନ୍ଦୁମାନେ ସୁଯୋଗ ପାଇଲେ କିପରି ଭାରତକୁ ଆସିବେ ସେହି ଚିନ୍ତାରେ ରହୁଛନ୍ତି । କିଛି ଲୋକ ଭାରତ ଆସିବାକୁ ସକ୍ଷମ ହେଉଥିବାବେଳେ ଆଉ କିଛି ଲୋକଙ୍କୁ ଭାଗ୍ୟ ସାଥ୍ ଦିଏ ନାହିଁ

ତୁର୍କୀରେ ଜଣେ ଭାରତୀୟ ନିଖୋଜ, ୧୦ ଭାରତୀୟ ଫସି ରହିଛନ୍ତି : ଭାରତ ସରକାର

ନୂଆଦିଲ୍ଲୀ : ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ୧୦ ଜଣ ଭାରତୀୟ ତୁର୍କୀର ବିଭିନ୍ନ ଅଂଚଳରେ ଫସି ରହିଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସରକାର ବୁଧବାରଦିନ ସୂଚନା ଦେଇଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଓ୍ବେଷ୍ଟ୍ ସଚିବ (

ଚଳନ୍ତା ଟ୍ରକ୍‌ରେ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର

ସମ୍ବଲପୁର: ଚଳନ୍ତା ଟ୍ରକ୍‌ରେ ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ଏପରି ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି

ଜମୁଛି ଖଣ୍ଡଗିରିରେ ଯାତ୍ରା: ଅଭିନୟରେ ଦର୍ଶକଙ୍କୁ କନ୍ଦାଉଛନ୍ତି ରାଣୀ

ଭୁବନେଶ୍ବର: ଜମୁଛି ଖଣ୍ଡଗିରିରେ ଯାତ୍ରା। ଜଲଓ୍ଵା ଦେଖାଉଛନ୍ତି ବିଭିନ୍ନ ଅପେରା ପାର୍ଟି । ଧମାଲ କରୁଛନ୍ତି ରାଣୀ ପଣ୍ଡା । ଏଥର ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କୁ ଆଇଟମ୍‌ ଡ୍ୟାନ୍ସର ନୁହେଁ ଲିଡ୍‌ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିଛି । ହଟିଛି ଆଇଟମ ଗର୍ଲର ଟାଗ୍‌ । ଅଭିନେତ୍ରୀ ଭାବେ

ଗାଜିଆବାଦ କୋର୍ଟ ପରିସରରେ ପଶିଲା ବାଘ; ୨ ଓକିଲଙ୍କ ସମେତ ୫ଜଣଙ୍କୁ କଲା ଆକ୍ରମଣ

ଗାଜିଆବାଦ: ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଉତ୍ତରପ୍ରଦେଶର ଗାଜିଆବାଦ କୋର୍ଟ ପରିସରରେ ପ୍ରବେଶ କରିଥିଲା। ବାଘଟି ପୁରୁଣା ବିଲଡିଂ ନିକଟରେ ଦୁଇ ଜଣ ଓକିଲ ଓ ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ କରିଥିଲା।ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।