ଜେଇଇ ମେନ୍ ସେସନ-୧ ପରୀକ୍ଷା ଫଳ ପ୍ରକାଶ; ଅମୃତାଂଶୁ ମହାନ୍ତି ରାଜ୍ୟ ଟପ୍ପର

ଭୁବନେଶ୍ୱର: ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ଜାନୁଆରୀ ୨୪ରୁ ଫେବୃଆରୀ ୧ ଯାଏଁ ପରୀକ୍ଷା ହୋଇଥିଲା । ଯାହାର ଫଳ ଆଜି ପ୍ରକାଶ

ପଦୋନ୍ନତି ନୀୟମରେ ସରଳିକରଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ…

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ଚଳିତ ମାସ ପହିଲାରୁ ତିନି ଦିନ ଧରି ପଦୋନ୍ନତି ଅଦାଲତ ଅନୁଷ୍ଠିତ ହୋଇଥିଲା । ଶୁଣାଣି ବେଳେ ମିଳିଥିବା ଆପତ୍ତି ଅଭିଯୋଗ ସଂପର୍କିତ ବିଭିନ୍ନ ତଥ୍ୟକୁ ଭିତ୍ତି କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ

ଅର୍ଚ୍ଚନା ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲା : ସହଯୋଗୀ ଅଭିଯୁକ୍ତ ଖଗେଶ୍ୱରର ଜାମିନ୍ ଖାରଜ

ଭୁବନେଶ୍ୱର: ହନିଟ୍ରାପ ବ୍ଲାକମେଲିଂ ସହ ମନିଲଣ୍ଡିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କ ପ୍ରମୁଖ ସହଯୋଗୀ ଖଗେଶ୍ୱର ପାତ୍ର ପାଇଁ ବଢିଛି ଅଡୁଆ । ଖଗେଶ୍ୱର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲେ । ହେଲେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି

ଗଂଜେଇ ଚାଲାଣ ବେଳେ  ଗଂଜେଇ ସହ ଦୁଇ ଗିରଫ …

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ଚାଲିଛି ବେଧଡକ ଗଞ୍ଜେଇ ଚଲାଣ  l ଅବକାରୀ ଗୁଇନ୍ଦା ବିଭାଗ  ଡାଳେ ଡାଳେ ଗଲେ ଗଂଜେଇ ମାଫିଆ ପତ୍ରେ ପତ୍ରେ ଯାଉଥିବା ଦେଖିବାକୁ ମିଳୁଛି l ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଆଜି ପୁଣି ଥରେ ଦୁଇ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା…

ସୁନ୍ଦରଗଡ଼, ୮ ଫେବ୍ରୁଆରି ୨୦୨୩: ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ

ହିଞ୍ଜିଳିକାଟୁ : ଦୋକାନ ତାଲା କାଟି ଲୁଟ୍‌…

ହିଞ୍ଜିଳିକାଟୁ , ୮।୨ ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ଛକ ଦୁର୍ଗାମଣ୍ଡପ ଗାୟତ୍ରୀ ନଗର ପ୍ରଥମ ଲାଇନ ରେ ଥିବା ଏକ ତେଜରାତି ଦୋକାନ ରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା କାଟି କ୍ୟାସ୍‌ ବାକ୍ସରୁ ୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୋକାନ ମାଲିକ

ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ ଗଂଜେଇ ଜବତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରୁ ବୁଧୁବାର ପୁଣି ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ ଗଂଜେଇ ଜବତ ହୋଇଛି । କନ୍ଧମାଳ ଏସ ପି ଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ବରେ ପୋଲିସ ଟିମ ଗୋଛାପଡା ଥାନା ଅନ୍ତର୍ଗତ ପଲ୍ଲା ବୁରୁଡି

ରାମଚଣ୍ଡୀ ମନ୍ଦିରରେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଛି…

ଛତ୍ରପୁର : ଛତ୍ରପୁର ନିକଟରେ ଅବସ୍ଥାପିତ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ନୂତନମନ୍ଦିର,ପ୍ରାସାଦ ଏବଂ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଛି । ମନ୍ଦିର କମିଟୀ, ସେବକ, ଭକ୍ତଙ୍କ

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁଭାରମ୍ଭ, ୧୦ ତାରିଖ ଯାଏଁ ଚାଲିବ ଏହି ମେଳା…

ସୁନ୍ଦରଗଡ଼,: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରଯାଇଛି। ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ରଠାରେ ଆୟୋଜିତ ଏହି ମେଳା ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର…

ବ୍ରହ୍ମପୁର : ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇନରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ