ସୁନ୍ଦରଗଡ଼ ବିଜେଡି ତରଫରୁ ଦିବଂଗତ ନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗୀୟ ନବକିଶୋର ଦାସଙ୍କ ପାଈଁ ଶ୍ରଦ୍ଧାଞ୍ଜଳି ଶୋକସଭା

ସୁନ୍ଦରଗଡ଼ - ୦୭/୦୨/୨୩ ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସଂସ୍କୃତି ଭବନ ଠାରେ ଦିବଂଗତ ନେତା ଝାରସୁଗୁଡା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗୀୟ ନବକିଶୋର ଦାସଙ୍କ ବିୟୋଗରେ ଏକ ଶୋକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ମହିଳା ବିଜେଡି ସଭାପତି

କନ୍ଧମାଳର ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅଶୋକ ପରିଡାଙ୍କୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବୃକ୍ଷକୁ ଭଲପାଉଥିବା ଓ ପରିବେଶ ସୁରକ୍ଷା କୁ ଅଗ୍ରାଧିକାର ଦେଉଥିବା ପ୍ରେରଣା

ଟିକାବାଲି ଏମସି ଏସ କଲ୍ଲେଜରେ ଆନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ଟୀକାବାଲି ଏ ଏମ୍ ସି ଏସ୍ ମହା ବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ଆନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ

ଶ୍ରୀକଲାରେ ବାଇକ୍ ଦୁର୍ଘଟଣା : ଜଣେ ମୃତ

ଫୁଲବାଣୀ : ସୂଚନା ଅନୁସାରେ ବାଲିଗୁଡା ଆଡୁ ବ୍ରହ୍ମପୁର ଯାଉଥିବା ବେଳେ ଶ୍ରୀକଲା ଘାଟିରେ ଓଡି ୦୭ ଏ ଡି ୦୬୯୩ ନମ୍ୱର୍ ବିଶିଷ୍ଟ ହୋଣ୍ଡା ୟୁନିକର୍ନ ଗାଡ଼ିରେ ଦୁଇଜଣ ଯାଉଥିବା ବେଳେ ଶ୍ରୀକଲା ଘାଟିରେ ରାସ୍ତା ମଝିରେ ରହିଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଭାରସାମ୍ୟ ହରେଇ ଜଣ ମୃତ୍ୟୁ

ଉଦଯାପିତ ହେଲା କ୍ରାଣ୍ଡିବାଲିର ପ୍ରସିଦ୍ଧ ତ୍ରିନାଥ ଠାକୁର ଯାତ୍ରା…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କ୍ରାଣ୍ଡିବାଲି ଠାରେ ତିନି ଦିନ ଧରି ଚାଲିଥିବା ପ୍ରସିଦ୍ଧ ତ୍ରିନାଥ ଠାକୁର ଯାତ୍ରା ଉଦଯାପିତ ହୋଇ ଯାଇଛି | ଦୀର୍ଘ 44 ବର୍ଷ ଧରି ବହୁ ଧୁମ ଧାମ ରେ ପାଳିତ ହୋଇ ଆସୁଥିବା ଏହି ଯାତ୍ରା ଚଳିତ ବର୍ଷ ମଧ୍ୟ ମହା ସମାରୋହରେ

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଷ୍ଟ୍ରିଟ ଫୁଡ୍ ଦୋକାନ ଉପରେ ଚଢାଉ…

ବ୍ରହ୍ମପୁର : ନିଗମ କମିଶନରଙ୍କ ନେତୃତ୍ୱରେ ବିଏମସି ସ୍ବାସ୍ଥ୍ୟ ବିଭାଗ, ପରିମଳ, ଯୋଗାଣ ବିଭାଗ କୁ ନେଇ ଚଢାଉ କରାଯାଇଛି | ସହରର ସିଟି ହାଇସ୍କୁଲ, ରାମ ଲିଙ୍ଗେଶ୍ୱର ପାର୍କ ରୋଡ଼, ଗାନ୍ଧୀ ନଗର ରୋଡ଼, ଖଲ୍ଲିକୋଟ କଲେଜ ରୋଡ଼ ରେ ଚଢାଉ ହୋଇଛି | ବିଭିନ୍ନ ଖାଦ୍ୟର ଗୁଣାବତ୍ତା, ମାନ

ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିଲେ କେନ୍ଦ୍ରୀୟ ସେକ୍ରେଟ୍ରେରିଏଟ ସେବା ଅଧିକାରୀ

ହିଞ୍ଜିଳିକାଟୁ ୭।୨: ମଙ୍ଗଳବାର କେନ୍ଦ୍ରୀୟ ସେକ୍ରେଟ୍ରେରିଏଟ ସେବା ର ୪ ଜଣ ଅଧିକାରୀ ଷ୍ଟଡି ଟୁର ରେ ହିଞ୍ଜିଳିକାଟୁ ବ୍ଳକ ଗସ୍ତରେ ଆସି ସାରୁ ପଂଚାୟତ, କଞ୍ଚୁରୁ ପଞ୍ଚାୟତ, ଦାରୁଭଦ୍ରା ପଞ୍ଚାୟତ ଓ ଶାସନ ଆମ୍ଵଗାଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ବୁଲି ଦେଖିଛନ୍ତି।

ଦଳ ପକ୍ଷରୁ ନବ ନିଯୁକ୍ତି ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଦାରିଙ୍ଗବାଡ଼ି, ୭/୨: ଅନୁସୂଚିତ ଜନଜାତି ଉନ୍ନୟନ କମିଟି ର ରାଜ୍ୟ ସ୍ତରୀୟ ମେମ୍ବର ଭାବେ ଦିଲିପ ପ୍ରଧାନ , ଏସଡ଼ିସି ମେମ୍ବର ଭାବେ ରମାକାନ୍ତ ମାଝୀ ଏବଂ ରଞ୍ଜିତା ପ୍ରଧାନଙ୍କୁ ନବ ନିଯୁକ୍ତି ମିଳିଛି। ଏହାକୁ ନେଇ ବିଜେଡ଼ି ଦଳ ପକ୍ଷରୁ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଠାରେ ଏକ

ବଳଦକୁ ଧକ୍କା ଦେଇ ମଟର ସାଇକେଲ ଚାଳକ ଗୁରୁତର

ଦାରିଙ୍ଗବାଡ଼ି,୭/୨ : ଦାରିଙ୍ଗବାଡ଼ି ପେଟ୍ରୋଲ ପମ୍ପ ରୋଡ଼ରେ ବଳଦକୁ ଧକାଦେଇ ମଟର ସାଇକେଲ ଚାଳକ ଦୁଷ୍ମନ୍ତ ନାୟକ(୩୦) ଗୁରୁତର ହୋଇଛନ୍ତି । ଦୁଷ୍ମନ୍ତ ନାୟକ ରାଇକା ବ୍ଳକ ଅନ୍ତର୍ଗତ କାଲିଗାଡୁ ଗ୍ରାମର କୋୖଣସି କାମରେ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମକୁ ଆସିଥିଲେ । ଆଜି

ସୁନ୍ଦରଗଡ଼ ବିଜେଡି ତରଫରୁ ଦିବଂଗତ ନେତା ନବକିଶୋର ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଶୋକସଭା ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସଂସ୍କୃତି ଭବନ ଠାରେ ଦିବଂଗତ ନେତା ଝାରସୁଗୁଡା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗୀୟ ନବକିଶୋର ଦାସଙ୍କ ବିୟୋଗରେ ଏକ ଶୋକ