ସ୍କୁଲ୍ ବସ ଧକ୍କାରେ ଷଣ୍ଢ ଗୁରୁତର

ହିଞ୍ଜିଳିକାଟୁ ୭।୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପେଟ୍ରୋଲପମ୍ପ ନିକଟ ଏନଏଚ ୫୯ ଊପରେ ଏକ ଘରୋଇ ଇଞ୍ଜିନିୟରିଂ ସ୍କୁଲ ବସ ଧକ୍କାରେ ଏକ ଷଣ୍ଢ ଗୁରୁତର ହୋଇଛି। ଵ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଘରୋଇ ସ୍କୁଲ ବସ ନଂ ଓଆର୦୫ ୟୁ ୩୭୦୨ ହିଞ୍ଜିଳିକାଟୁ ପେଟ୍ରୋଲ

ବ୍ଲକ କଂଗ୍ରେସର “ହାତ ସେ ହାତ ଯୋଡ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

ଦାରିଙ୍ଗବାଡ଼ି, ୦୭/୦୨ : ବ୍ଲକ କଂଗ୍ରେସ ପକ୍ଷରୁ ବୁଥ ଠାରୁ ପଞ୍ଚାୟତ ସ୍ତରରେ ହାତସେ ହାତ ଯୋଡ କାର୍ଯ୍ୟ କ୍ରମ କରିବା ପାଇଁ ପ୍ରସ୍ତୁତି ବୈଠକ ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରି ପାଇନ ବଗିଚାରେ କରା ଯାଇଛି। ଜିଲା ମହିଳା ସଭା ନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ ଓ ବରିଷ୍ଠ କଂଗ୍ରେସ ନେତା ଅମୀର

ଖାଉଟିସୁରକ୍ଷା ସଚେତନତା ସପ୍ତାହ ପାଳନ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଖାଉଟି ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠି ମୁଖ୍ୟ

ଶିଶୁ ଅଧିକାର ଓ ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେଅନ୍ତରଙ୍ଗ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ, କନ୍ଧମାଳ ଓ ପ୍ରଦାତ୍ତା ମିଳିତ ଆନୁକୁଲ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର

ମହିଳା ସଂଘକୁ ଆତ୍ମ ନିର୍ଭରଶୀଳ କରିବା ନେଇ ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିରିବଟା ଗ୍ରାଇଣ୍ଡର ପ୍ରଦାନ

ଛତ୍ରପୁର : ମହିଳା ସଂଘ କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଛତ୍ରପୁର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ମଙ୍ଗଳବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ର କମାପଲ୍ଲୀ ଗ୍ରାମ ର ମହିଳା ସଂଘ କୁ ଆବଶ୍ୟକ ଅନୁଯାୟୀ ଏକ ବିରିବଟା ଗ୍ରାଇଣ୍ଡର ପ୍ରଦାନ

ନୀଳାଚଳ ଭକ୍ତ ନିବାସ ନାମରେ ସାଇବର୍ ଠକେଇ ଘଟଣା: ଦୁଇ ଅଭିଯୁକ୍ତ ଗିରଫ…

ପୁରୀ: ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆଗରପଡ଼ାର ଚନ୍ଦନ ସିଂହ(୨୭) ଓ ଭଦ୍ରକ ଜିଲ୍ଲା ଚରମ୍ପାର ଗୌତମ ସାହୁ(୩୯)। ଉଭୟଙ୍କଠାରୁ ୫ଟି

ଜାତୀୟ ଟେବୁଲ ଟେନିସ୍ ପାଇଁ ଓଡ଼ିଶା ଦଳ…

କଟକ: ଆସନ୍ତା ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୮୪ତମ ଅନ୍ତଃରାଜ୍ୟ କନିଷ୍ଠ ଓ ଯୁବା ଏବଂ ଜାତୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳିକା ଦଳରେ ଶ୍ବେତପଦ୍ମା ଦଳାଇ, ଶୁକଲଦେଇ

ଓଡ଼ିଶାରେ ଖୋଲିବ ଏନ୍‌‌ଆଇଏ ଶାଖା…

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ଗୁଇନ୍ଦା ସଂସ୍ଥା (ଏନ୍‌‌ଆଇଏ)ର ଏକ ଶାଖା ପ୍ରତିଷ୍ଠା କରାଯିବ। ଓଡ଼ିଶା ସମେତ ଆଖପାଖ ରାଜ୍ୟ ଏହି ଶାଖାର ପରିସୀମା ମଧ୍ୟରେ ରହିବ। ଏନ୍‌‌ଏଆଇଏ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ନେବା ବାକି ଅଛି।

ଆଦାନୀଙ୍କୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ରାହୁଲ, କାଉଣ୍ଟର କଲା ବିଜେପି

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଅକଳରେ ପଡ଼ିଥିବା ବେଳେ ମଙ୍ଗଳବାର ଏହି ପ୍ରସଙ୍ଗରେ ଲୋକସଭାରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।ରାହୁଲ

ଝାରସୁଗୁଡ଼ା ଗଲେ ଜଷ୍ଟିସ ଜେ.ପି.ଦାସ, ନବ ଦାସ ହତ୍ୟା ମାମଲା ତଦନ୍ତର କରିବେ ତଦାରଖ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ତଦନ୍ତ ତଦାରଖ କରିବା ପାଇଁ ଜଷ୍ଟିସ ଜେପି ଦାସ ଝାରସୁଗୁଡ଼ା ଯାଇଛନ୍ତି। ଭୁବନେଶ୍ବର ଏୟାରପୋର୍ଟରୁ ଝାରସୁଗୁଡ଼ା ଯାଇଛନ୍ତି। ଏୟାରପୋର୍ଟରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆବଶ୍ୟକ