ପୁଅ ସହ କଥା ହେବାରୁ ଝିଅକୁ ରାତିସାରା ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକ

ଭୁବନେଶ୍ୱର: ରାତିସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକେ । ଏପରି ଅମାନସିକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଜଗନ୍ନାଥ ଲେ୍ପର୍ଶି କଲୋନୀରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି। ସୂଚନା

ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ…

ଖଲ୍ଲିକୋଟ: ପାଇଖାନା ଘରେ ମୃତଦେହ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ ମିଲୁ ପ୍ରଧାନ। ଗତ ୭ ଦିନ ଧରି ସେ କରଣ ସାହିରେ ଭଡ଼ାରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ

ବିରୋଧୀ ଦଳନେତା ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ୍‌ ମଙ୍ଗଳବାର ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଥୋରାଟ୍‌ଙ୍କ ସହଯୋଗୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଥିଲେ ଯେ ସେ ମହାରାଷ୍ଟ୍ର

ସତ୍ୟନଗର ସ୍ଥିତ ୧୨ ମହଲାକୁ ସ୍ଥାନାନ୍ତର ହେଲା ସ୍ମାର୍ଟସିଟି କାର୍ଯ୍ୟାଳୟ…

ଭୁବନେଶ୍ୱର: ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା। ସତ୍ୟନଗର ସ୍ଥିତ ୧୨ ମହଲା ଵିଶିଷ୍ଠ ଆଇ ସି ଓ ଏମ ସି କୋଠାର ୫ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ। ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏମସି ମଲରେ କାର୍ଯ୍ୟ କରୁଥିଲା। ଏହି କୋଠର ୭ମ ରୁ

ବନବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁର ହେଲା ଖୁଲାସା, ଦୀର୍ଘ ୮ ଘଣ୍ଟା ଧରି କରିଥିଲେ ଅତ୍ୟାଚାର

କଟକ : ୮ ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ବ୍ଲକ ବଡବାରସିଂହ ଗ୍ରାମ ପଞ୍ଚାୟତ ସାତଗୋଛିଆ ଗାଁର ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଖୁଲାସା ହେଲା ସଂଘାତିକ ଅଭିଯୋଗ। ଧନେଶ୍ୱରଙ୍କ ଗାଁ ପାଖରୁ ବକଳବାଡ଼ିଆ ଗାଁର ରାଜ ବେହେରାଙ୍କୁ ମଧ୍ୟ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ ।

ଏକତରଫା ପ୍ରେମରେ ବିଫଳ ପରେ ଯୁବକର ଉନ୍ମତ୍ତକାଣ୍ଡ, ଝିଅର ଘରେ ପଶି ନିଆଁ ଲଗାଇ ଦେବାକୁ ଦେଲା ଧମକ…

ଭଦ୍ରକ : ପଦାରେ ପଡିଲା ବିଫଳ ପ୍ରେମିକର ବିଶୃଙ୍ଖଳିତ ଆଚରଣ । ପ୍ରେମରେ ସଫଳ ନହେବାରୁ ବାଡି ପଟେ ଆସି ଘରେ ପଶିବାକୁ ଉଦ୍ୟମ କଲା ଆଉ ଧରା ପଡିବା ସମୟରେ ସୁଯୋଗ ନମିଳିବାରୁ ମାରଣାସ୍ତ୍ର ଧରି ଧମକାଇବା ସହିତ ପେଟ୍ରୋଲ ଢାଳି ଘର ଜାଳି ଦେବାକୁ ଧମକ ଦେଲା । ଶେଷରେ ଗ୍ରାମବାସୀ ଉକ୍ତ

ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ, ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ

ଜଳୁଛି ଜଙ୍ଗଲ। ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ। ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ । ଜଳିପୋଡି ପାଉଁଶ ହୋଇଯାଉଛି ଏକର ଏକର ଗଛ । ଯେଉଁଥିରେ ରହିଛି ବହୁ ଔଷଧୀୟ ବୃକ୍ଷ । କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । କୋରାପୁଟ ସର୍କଲରେ ସର୍ବାଧିକ

ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା ଆଫତାବ, ହାଡ଼ ସବୁକୁ ପଥର ଗ୍ରାଇଣ୍ଡରରେ ପାଉଡର କରି ନଷ୍ଟ…

ନୂଆଦିଲ୍ଲୀ: ଆଫତାବ ପୁନାଓ୍ଵାଲା ନିଜ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ଵାଲକରଙ୍କୁ ହତ୍ୟା କଲାପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡରେ କାଟି ପଲିଥିନ୍‌ ବ୍ୟାଗ୍‌ରେ ପୂରାଇ ଫ୍ରିଜ୍‌ରେ ରଖିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ମୃତ ଶରୀରର ହାଡ଼ଗୁଡ଼ିକୁ ଏକ ପଥର ଗ୍ରାଇଣ୍ଡର ସାହାଯ୍ୟରେ

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ…

ଭୁବନେଶ୍ବର: ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ILBS ହସ୍‌ପିଟାଲରେ ଅପରେସନ୍‌ କରାଯିବ। ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଭୁଜ ଭୂମିକମ୍ପକୁ ମନେ ପକାଇ ମୋଦି କହିଲେ, ‘ବହୁତ ଭଲ ଭାବେ ହୃଦୟଙ୍ଗମ କରିପାରୁଛି ତୁର୍କୀର ଅବସ୍ଥା…

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବପ୍ରବଣ ହୋଇପଡ଼ିଛନ୍ତି ଏବଂ ୨୦୦୧ ଭୁଜ ଭୂମିକମ୍ପକୁ ମନେ ପକାଇଛନ୍ତି, ଯେଉଁଥିରେ ଗୁଜରାଟରେ ୨୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧,୫୦,୦୦୦ରୁ ଅଧିକ ଲୋକ ଆହତ